କେଦାରନାଥ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ
ଡେରାଡୁନ୍: କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସହ ୬ ଜଣଙ୍କ ମୃତ୍ୟୁ ଘଟିଛି। କେଦାରନାଥ ଠାରୁ ମାତ୍ର ୨ କିଲୋମିଟର ଦୂର ଗରୁଡ଼ଚଟିରେ ଏହି ଦୁର୍ଘଟଣା ଘଟିଛି । ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ରମୁଖ ସଚିବ ଅଭିନବ କୁମାର ସୂଚନା ଦେଇଛନ୍ତି ।ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରଟି ଆର୍ୟନ କମ୍ପାନୀର ବୋଲି ଜଣାପଡ଼ିଛି । ହେଲିକପ୍ଟରଟି ଗୁପ୍ତକାଶୀରୁ କେଦାରନାଥ ଅଭିମୁଖେ […]
ଡେରାଡୁନ୍: କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସହ ୬ ଜଣଙ୍କ ମୃତ୍ୟୁ ଘଟିଛି। କେଦାରନାଥ ଠାରୁ ମାତ୍ର ୨ କିଲୋମିଟର ଦୂର ଗରୁଡ଼ଚଟିରେ ଏହି ଦୁର୍ଘଟଣା ଘଟିଛି । ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ରମୁଖ ସଚିବ ଅଭିନବ କୁମାର ସୂଚନା ଦେଇଛନ୍ତି ।ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରଟି ଆର୍ୟନ କମ୍ପାନୀର ବୋଲି ଜଣାପଡ଼ିଛି । ହେଲିକପ୍ଟରଟି ଗୁପ୍ତକାଶୀରୁ କେଦାରନାଥ ଅଭିମୁଖେ ଉଡ଼ାଣ ଭରିଥିଲା । ହେଲିକପ୍ଟରରେ ପାଇଲଟଙ୍କ ସହ ୬ ଜଣ ଥିବାବେଳେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।