୫୮ ବର୍ଷ ପରେ ଫେସ୍‌ବୁକ୍ ସହାୟତାରେ ବାପାଙ୍କୁ ପାଇଲେ ମହିଳା

The Sakala Picture
Published On

ଲଣ୍ଡନ: ଦୀର୍ଘ ୫୮ ବର୍ଷ ପରେ ଯୁକ୍ତରାଜ୍ୟର ଲିକୋସାୟର ସହରର ୫୯ ବର୍ଷୀୟା ମହିଳା ଜୁଲି ଲୁଣ୍ଡ ଫେସ୍‌ବୁକ୍‌ ସହାୟତାରେ ତାଙ୍କ ପିତାଙ୍କ ସନ୍ଧାନ ପାଇଛନ୍ତି। ଜୁଲି ବର୍ଷ ବର୍ଷ ଧରି ତାଙ୍କ ପିତାଙ୍କ ସନ୍ଧାନରେ ଥିବା ବେଳେ ନିକଟରେ ଟୁନୀୟ ଫେସବୁକ ଗ୍ରୁପକୁ ଏଥିପାଇଁ ସହାୟତା ମାଗିଥିଲେ। ସେ ଫେସ୍‌ବୁକ୍‌ରେ ନିଜର ପିଲା ଦିନର ଫଟୋ ମଧ୍ୟ ଶେୟାର କରିଥିଲେ। ତେବେ କିଛି ଦିନ ଭିତରେ ତାଙ୍କୁ ଯେଭଳି ସଫଳତା ମିଳିଥିଲା ତାହାକୁ ବିଶ୍ବାସ କରିପାରୁନାହାନ୍ତି […]

ଲଣ୍ଡନ: ଦୀର୍ଘ ୫୮ ବର୍ଷ ପରେ ଯୁକ୍ତରାଜ୍ୟର ଲିକୋସାୟର ସହରର ୫୯ ବର୍ଷୀୟା ମହିଳା ଜୁଲି ଲୁଣ୍ଡ ଫେସ୍‌ବୁକ୍‌ ସହାୟତାରେ ତାଙ୍କ ପିତାଙ୍କ ସନ୍ଧାନ ପାଇଛନ୍ତି। ଜୁଲି ବର୍ଷ ବର୍ଷ ଧରି ତାଙ୍କ ପିତାଙ୍କ ସନ୍ଧାନରେ ଥିବା ବେଳେ ନିକଟରେ ଟୁନୀୟ ଫେସବୁକ ଗ୍ରୁପକୁ ଏଥିପାଇଁ ସହାୟତା ମାଗିଥିଲେ। ସେ ଫେସ୍‌ବୁକ୍‌ରେ ନିଜର ପିଲା ଦିନର ଫଟୋ ମଧ୍ୟ ଶେୟାର କରିଥିଲେ। ତେବେ କିଛି ଦିନ ଭିତରେ ତାଙ୍କୁ ଯେଭଳି ସଫଳତା ମିଳିଥିଲା ତାହାକୁ ବିଶ୍ବାସ କରିପାରୁନାହାନ୍ତି ଜୁଲି। ତାଙ୍କ ପିତା ବ୍ରାଏନ୍ ରୋଥେରୀ ଜୁଲି ରହୁଥିବା ସହର ଠାରୁ ମାତ୍ର ଏକ ଘଣ୍ଟାର ବାଟ ପଶ୍ଚିମ ୟର୍କଶାୟାରର ଡ୍ୟୁସବେରୀରେ ରହୁଥିଲେ। ତେବେ ପିତାଙ୍କୁ ପାଇଁ ସେ ଆତ୍ମହରା ହୌପଡ଼ିଥିବା ବେଳେ ବ୍ରିଆନ୍ ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

26 Oct 2021 By The Sakala

୫୮ ବର୍ଷ ପରେ ଫେସ୍‌ବୁକ୍ ସହାୟତାରେ ବାପାଙ୍କୁ ପାଇଲେ ମହିଳା

ଲଣ୍ଡନ: ଦୀର୍ଘ ୫୮ ବର୍ଷ ପରେ ଯୁକ୍ତରାଜ୍ୟର ଲିକୋସାୟର ସହରର ୫୯ ବର୍ଷୀୟା ମହିଳା ଜୁଲି ଲୁଣ୍ଡ ଫେସ୍‌ବୁକ୍‌ ସହାୟତାରେ ତାଙ୍କ ପିତାଙ୍କ ସନ୍ଧାନ ପାଇଛନ୍ତି। ଜୁଲି ବର୍ଷ ବର୍ଷ ଧରି ତାଙ୍କ ପିତାଙ୍କ ସନ୍ଧାନରେ ଥିବା ବେଳେ ନିକଟରେ ଟୁନୀୟ ଫେସବୁକ ଗ୍ରୁପକୁ ଏଥିପାଇଁ ସହାୟତା ମାଗିଥିଲେ। ସେ ଫେସ୍‌ବୁକ୍‌ରେ ନିଜର ପିଲା ଦିନର ଫଟୋ ମଧ୍ୟ ଶେୟାର କରିଥିଲେ। ତେବେ କିଛି ଦିନ ଭିତରେ ତାଙ୍କୁ ଯେଭଳି ସଫଳତା ମିଳିଥିଲା ତାହାକୁ ବିଶ୍ବାସ କରିପାରୁନାହାନ୍ତି ଜୁଲି। ତାଙ୍କ ପିତା ବ୍ରାଏନ୍ ରୋଥେରୀ ଜୁଲି ରହୁଥିବା ସହର ଠାରୁ ମାତ୍ର ଏକ ଘଣ୍ଟାର ବାଟ ପଶ୍ଚିମ ୟର୍କଶାୟାରର ଡ୍ୟୁସବେରୀରେ ରହୁଥିଲେ। ତେବେ ପିତାଙ୍କୁ ପାଇଁ ସେ ଆତ୍ମହରା ହୌପଡ଼ିଥିବା ବେଳେ ବ୍ରିଆନ୍ ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର