ନେପାଳରେ ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବଜ୍ରାଘାତ; ୧୪ ମୃତ, ଅନେକ ନିଖୋଜ

The Sakala Picture
Published On

ନେପାଳ: ନେପାଳରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଏବଂ ବଜ୍ରାଘାତ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ବାସହରା ହୋଇଛନ୍ତି । ଭୂସ୍ଖଳନରେ ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୫ ଜଣଙ୍କର ବଜ୍ରାଘାତରେ ଏବଂ ଜଣଙ୍କର ବନ୍ୟା ଯୋଗୁଁ ମୃତ୍ୟୁ ହୋଇଛି । ଏନଡିଆରଆରଏମଏ ମୁତାବକ, ଏପର୍ଯ୍ୟନ୍ତ ୪୪ଟି ଘଟଣା ସାମ୍ନାକୁ ଆସିଛି । ଭୂସ୍ଖଳନ ଯୋଗୁଁ ୨ ଜଣ ନିଖୋଜ ରହିଛନ୍ତି । ୧୦ ଜଣ […]

ନେପାଳ: ନେପାଳରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଏବଂ ବଜ୍ରାଘାତ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ବାସହରା ହୋଇଛନ୍ତି । ଭୂସ୍ଖଳନରେ ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୫ ଜଣଙ୍କର ବଜ୍ରାଘାତରେ ଏବଂ ଜଣଙ୍କର ବନ୍ୟା ଯୋଗୁଁ ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି

ଏନଡିଆରଆରଏମଏ ମୁତାବକ, ଏପର୍ଯ୍ୟନ୍ତ ୪୪ଟି ଘଟଣା ସାମ୍ନାକୁ ଆସିଛି । ଭୂସ୍ଖଳନ ଯୋଗୁଁ ୨ ଜଣ ନିଖୋଜ ରହିଛନ୍ତି । ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ନେପାଳ ଗୃହ ମନ୍ତ୍ରଣାଳୟ ମୁତାବକ, ମୌସୁମୀ ସକ୍ରିୟ ହେବା ଯୋଗୁଁ ଏପର୍ଯ୍ୟନ୍ତ ୧୭ ଦିନରେ ୨୮ ଲୋକ ମରିସାରିଛନ୍ତି । ବର୍ଷା ଯୋଗୁଁ ୩୩ ଜିଲ୍ଲା ପ୍ରଭାବିତ ହୋଇଛି ।

ଆହୁରି ପଢ଼ନ୍ତୁ: ରିୟାଦ୍ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୩ ମୃତ, କାହିଁକି ସାଉଦିକୁ ଟାର୍ଗେଟ୍ କରୁଛନ୍ତି ୟେମେନ୍ ବିଦ୍ରୋହୀ?

ଜୁନ୍‌ ୨୬ ତାରିଖରେ ୧୪ ଜଣଙ୍କର ଜୀବନ ଚାଲିଯାଇଛି । ୮ ଜଣ ଭୂସ୍ଖଳନରେ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ବଜ୍ରାଘାତରେ ଏବଂ ଜଣଙ୍କର ବନ୍ୟାରେ ମୃତ୍ୟୁ ହୋଇଛି । ତେବେ ନେପାଳ ଗୃହ ମନ୍ତ୍ରଣାଳୟ ମୁତାବକ, ନେପାଳର ଗତ ୧୭ ଦିନ ମଧ୍ୟରେ ୨୮ ଜଣଙ୍କର ଜୀବନ ଚାଲିଯାଇଛି । ଏହାସହିତ ମୌସୁମୀଜନିତ ବର୍ଷା ଯୋଗୁଁ ୩୩ ଜିଲ୍ଲା ପ୍ରଭାବିତ ହୋଇଛି ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟଙ୍କୁ ଝଟକା: ଟ୍ରମ୍ପ ପ୍ରଶାସନର ନୂଆ ନିୟମ, H-1B ଭିସା ଏବଂ ୱର୍କ ପରମିଟ୍ ନେଇ ବଢିଲା ଚିନ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର