ପ୍ରସ୍ତୁତ କରନ୍ତୁ କଲରା କବାବ୍‌, ପୋଦିନା ଚଟଣି ସହ ଗରମ ଗରମ ପରଷନ୍ତୁ….

The Sakala Picture
Published On

ଆବଶ୍ୟକ ସାମଗ୍ରୀ କଲରା: ୪ଟି, ଜିରା: ଏକ ଚାମଚ, କଟା ଅଦା: ଅଧା ଚାମଚ, ପାଳଙ୍ଗ: ଏକ କପ୍‌, ଗୋଲମରିଚ ଗୁଣ୍ଡ: ଅଧା ଚାମଚ, ଖୁଆ: ଅଧା ଚାମଚ, ବେସନ: ଅଧା କପ୍‌, ଘିଅ: ଆବଶ୍ୟକତା ଅନୁସାରେ, କଟା ରସୁଣ: ଏକ ଚାମଚ, ସିଝା ଆଳୁ: ୨ଟି, ଆଲମଣ୍ଡ: ୫ଟି, କର୍ଣ୍ଣ: ଅଧା କପ୍‌, ହଳଦୀ: ଅଧା ଚାମଚ, ଲୁଣ: ସ୍ବାଦ ଅନୁସାରେ। ପ୍ରସ୍ତୁତି ପ୍ରଣାଳୀ ଚୁଲାରେ କଡ଼େଇ ବସାଇ ଘିଅ ଦିଅନ୍ତୁ। ଘିଅ ଗରମ ହେଲେ […]

ଆବଶ୍ୟକ ସାମଗ୍ରୀ

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

କଲରା: ୪ଟି, ଜିରା: ଏକ ଚାମଚ, କଟା ଅଦା: ଅଧା ଚାମଚ, ପାଳଙ୍ଗ: ଏକ କପ୍‌, ଗୋଲମରିଚ ଗୁଣ୍ଡ: ଅଧା ଚାମଚ, ଖୁଆ: ଅଧା ଚାମଚ, ବେସନ: ଅଧା କପ୍‌, ଘିଅ: ଆବଶ୍ୟକତା ଅନୁସାରେ, କଟା ରସୁଣ: ଏକ ଚାମଚ, ସିଝା ଆଳୁ: ୨ଟି, ଆଲମଣ୍ଡ: ୫ଟି, କର୍ଣ୍ଣ: ଅଧା କପ୍‌, ହଳଦୀ: ଅଧା ଚାମଚ, ଲୁଣ: ସ୍ବାଦ ଅନୁସାରେ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବରଦାନ 'ବେଲ ପତ୍ର', ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ

ପ୍ରସ୍ତୁତି ପ୍ରଣାଳୀ
ଚୁଲାରେ କଡ଼େଇ ବସାଇ ଘିଅ ଦିଅନ୍ତୁ। ଘିଅ ଗରମ ହେଲେ ସେଥିରେ ଜିରା, କଟା ରସୁଣ, କଟା ଅଦା ପକାଇ ଭାଜନ୍ତୁ। ଏହା ପରେ ସିଝା କଲରାକୁ ଚକଟି ପକାନ୍ତୁ। ସେହିପରି ସିଝା ଆଳୁକୁ ଗ୍ରେଟ୍ କରି ପକାଇବା ସହ ପାଳଙ୍ଗ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏହାପରେ ଆଲମଣ୍ଡ, ଖୁଆ, କର୍ଣ୍ଣ, ହଳଦୀ ଓ ଲୁଣ ପକାନ୍ତୁ। ଏହା ପରେ ସେଥିରେ ଭଜା ବେସନକୁ ପକାନ୍ତୁ। ଏହାକୁ ଏକ ପାତ୍ରକୁ କାଢ଼ି ଥଣ୍ଡା ହେବାକୁ ଦିଅନ୍ତୁ। ଥଣ୍ଡା ହୋଇଯିବା ପରେ ଅଳ୍ପ ପାଣି ଦେଇ ତାକୁ ଭଲ ଭବେ ଚକଟନ୍ତୁ। ପରେ ତାହାକୁ କବାବ୍ ଆକୃତିରେ ଗଢ଼ି ରଡ୍‌ରେ ଭର୍ତ୍ତି କରି ଦୁଇପାର୍ଶ୍ବ ଲାଲ୍ ହେବା ପର୍ଯ୍ୟନ୍ତ ସେକନ୍ତୁ। ପ୍ରସ୍ତୁତ ହୋଇଗଲା କଲରା ଶିଖ୍ କବାବ୍‌। ଏହାକୁ ପୋଦିନା ଚଟଣି ସହ ଗରମ ଗରମ ପରଷନ୍ତୁ।

12 May 2022 By The Sakala

ପ୍ରସ୍ତୁତ କରନ୍ତୁ କଲରା କବାବ୍‌, ପୋଦିନା ଚଟଣି ସହ ଗରମ ଗରମ ପରଷନ୍ତୁ….

ଆବଶ୍ୟକ ସାମଗ୍ରୀ

କଲରା: ୪ଟି, ଜିରା: ଏକ ଚାମଚ, କଟା ଅଦା: ଅଧା ଚାମଚ, ପାଳଙ୍ଗ: ଏକ କପ୍‌, ଗୋଲମରିଚ ଗୁଣ୍ଡ: ଅଧା ଚାମଚ, ଖୁଆ: ଅଧା ଚାମଚ, ବେସନ: ଅଧା କପ୍‌, ଘିଅ: ଆବଶ୍ୟକତା ଅନୁସାରେ, କଟା ରସୁଣ: ଏକ ଚାମଚ, ସିଝା ଆଳୁ: ୨ଟି, ଆଲମଣ୍ଡ: ୫ଟି, କର୍ଣ୍ଣ: ଅଧା କପ୍‌, ହଳଦୀ: ଅଧା ଚାମଚ, ଲୁଣ: ସ୍ବାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ
ଚୁଲାରେ କଡ଼େଇ ବସାଇ ଘିଅ ଦିଅନ୍ତୁ। ଘିଅ ଗରମ ହେଲେ ସେଥିରେ ଜିରା, କଟା ରସୁଣ, କଟା ଅଦା ପକାଇ ଭାଜନ୍ତୁ। ଏହା ପରେ ସିଝା କଲରାକୁ ଚକଟି ପକାନ୍ତୁ। ସେହିପରି ସିଝା ଆଳୁକୁ ଗ୍ରେଟ୍ କରି ପକାଇବା ସହ ପାଳଙ୍ଗ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏହାପରେ ଆଲମଣ୍ଡ, ଖୁଆ, କର୍ଣ୍ଣ, ହଳଦୀ ଓ ଲୁଣ ପକାନ୍ତୁ। ଏହା ପରେ ସେଥିରେ ଭଜା ବେସନକୁ ପକାନ୍ତୁ। ଏହାକୁ ଏକ ପାତ୍ରକୁ କାଢ଼ି ଥଣ୍ଡା ହେବାକୁ ଦିଅନ୍ତୁ। ଥଣ୍ଡା ହୋଇଯିବା ପରେ ଅଳ୍ପ ପାଣି ଦେଇ ତାକୁ ଭଲ ଭବେ ଚକଟନ୍ତୁ। ପରେ ତାହାକୁ କବାବ୍ ଆକୃତିରେ ଗଢ଼ି ରଡ୍‌ରେ ଭର୍ତ୍ତି କରି ଦୁଇପାର୍ଶ୍ବ ଲାଲ୍ ହେବା ପର୍ଯ୍ୟନ୍ତ ସେକନ୍ତୁ। ପ୍ରସ୍ତୁତ ହୋଇଗଲା କଲରା ଶିଖ୍ କବାବ୍‌। ଏହାକୁ ପୋଦିନା ଚଟଣି ସହ ଗରମ ଗରମ ପରଷନ୍ତୁ।

https://www.thesakala.in/lifestyle/testy-healthy-bitter-gourd-recipe/article-11518
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp