ଘରେ ବନାନ୍ତୁ ବଟର୍‌ ଗାର୍ଲିକ୍‌ ମସ୍‌ରୁମ୍‌

The Sakala Picture
Published On

ଆବଶ୍ୟକ ସାମଗ୍ରୀ: ଛତୁ: ୫୦୦ ଗ୍ରାମ, ରସୁଣ: ଗୋଟେ କୋଲା, କଟା ପିଆଜ: ଏକ କପ୍‌, ଓରେଗାନୋ: ଏକ ଚାମଚ, ହଳଦୀ: ଅଧା ଚାମଚ, ବଟର: ଦୁଇ ଚାମଚ, ଗୋଲମରିଚ: ଏକ ଚାମଚ, ଭିନେଗାର: ଏକ ଚାମଚ, ଲୁଣ: ଆବଶ୍ୟକ ଅନୁସାରେ, ଧନିଆପତ୍ର: ଅଳ୍ପ କିଛି, ରିଫାଇନ ତେଲ: ଆବଶ୍ୟକ ଅନୁସାରେ। ପ୍ରସ୍ତୁତ ପ୍ରଣାଳି: ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ରଖନ୍ତୁ। ଏହା ପରେ ଚୂଲାରେ କଡ଼େଇ ବସାଇ ସେଥିରେ ବଟର ଓ ରିଫାଇନ୍‌ ତେଲ […]

ଆବଶ୍ୟକ ସାମଗ୍ରୀ: ଛତୁ: ୫୦୦ ଗ୍ରାମ, ରସୁଣ: ଗୋଟେ କୋଲା, କଟା ପିଆଜ: ଏକ କପ୍‌, ଓରେଗାନୋ: ଏକ ଚାମଚ, ହଳଦୀ: ଅଧା ଚାମଚ, ବଟର: ଦୁଇ ଚାମଚ, ଗୋଲମରିଚ: ଏକ ଚାମଚ, ଭିନେଗାର: ଏକ ଚାମଚ, ଲୁଣ: ଆବଶ୍ୟକ ଅନୁସାରେ, ଧନିଆପତ୍ର: ଅଳ୍ପ କିଛି, ରିଫାଇନ ତେଲ: ଆବଶ୍ୟକ ଅନୁସାରେ।

ଆହୁରି ପଢ଼ନ୍ତୁ: ବଳକା କିମ୍ବା ବାସି ଭାତକୁ ଫୋପାଡ଼ନ୍ତୁ ନାହିଁ, ଚେହେରାରେ ଆଣିବ ପ୍ରାକୃତିକ ଚମକ; ଜାଣନ୍ତୁ ଏହି ଭାଇରାଲ୍ ସ୍କିନ୍ ଗ୍ଲୋ ସିକ୍ରେଟ୍

ପ୍ରସ୍ତୁତ ପ୍ରଣାଳି: ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ରଖନ୍ତୁ। ଏହା ପରେ ଚୂଲାରେ କଡ଼େଇ ବସାଇ ସେଥିରେ ବଟର ଓ ରିଫାଇନ୍‌ ତେଲ ଦିଅନ୍ତୁ। ସେଥିରେ ଛତୁ ପକାନ୍ତୁ ଏବଂ ତାହାକୁ ଭଲଭାବେ ଭାଜି ଅଲଗା ଏକ ପାତ୍ରରେ ରଖନ୍ତୁ। ସେହି କଡ଼େଇରେ କଟା ପିଆଜ, କଟା ରସୁଣ ପକାଇ ଭାଜନ୍ତୁ। ଏବେ ଏଥିରେ ଅଧା ଚାମଚ ଭିନେଗାର, ଗୋଲମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଅଳ୍ପ ଓରେଗାନୋ ପକାଇ ଧିମା ଆଞ୍ଚରେ ଛତୁକୁ ଭାଜନ୍ତୁ। ଶେଷରେ ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ ବଟର୍‌ ଗାର୍ଲିକ ମସ୍‌ରୁମ୍।

23 Jun 2022 By The Sakala

ଘରେ ବନାନ୍ତୁ ବଟର୍‌ ଗାର୍ଲିକ୍‌ ମସ୍‌ରୁମ୍‌

ଆବଶ୍ୟକ ସାମଗ୍ରୀ: ଛତୁ: ୫୦୦ ଗ୍ରାମ, ରସୁଣ: ଗୋଟେ କୋଲା, କଟା ପିଆଜ: ଏକ କପ୍‌, ଓରେଗାନୋ: ଏକ ଚାମଚ, ହଳଦୀ: ଅଧା ଚାମଚ, ବଟର: ଦୁଇ ଚାମଚ, ଗୋଲମରିଚ: ଏକ ଚାମଚ, ଭିନେଗାର: ଏକ ଚାମଚ, ଲୁଣ: ଆବଶ୍ୟକ ଅନୁସାରେ, ଧନିଆପତ୍ର: ଅଳ୍ପ କିଛି, ରିଫାଇନ ତେଲ: ଆବଶ୍ୟକ ଅନୁସାରେ।

ପ୍ରସ୍ତୁତ ପ୍ରଣାଳି: ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ରଖନ୍ତୁ। ଏହା ପରେ ଚୂଲାରେ କଡ଼େଇ ବସାଇ ସେଥିରେ ବଟର ଓ ରିଫାଇନ୍‌ ତେଲ ଦିଅନ୍ତୁ। ସେଥିରେ ଛତୁ ପକାନ୍ତୁ ଏବଂ ତାହାକୁ ଭଲଭାବେ ଭାଜି ଅଲଗା ଏକ ପାତ୍ରରେ ରଖନ୍ତୁ। ସେହି କଡ଼େଇରେ କଟା ପିଆଜ, କଟା ରସୁଣ ପକାଇ ଭାଜନ୍ତୁ। ଏବେ ଏଥିରେ ଅଧା ଚାମଚ ଭିନେଗାର, ଗୋଲମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଅଳ୍ପ ଓରେଗାନୋ ପକାଇ ଧିମା ଆଞ୍ଚରେ ଛତୁକୁ ଭାଜନ୍ତୁ। ଶେଷରେ ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ ବଟର୍‌ ଗାର୍ଲିକ ମସ୍‌ରୁମ୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp