ବ୍ରେକଅପ୍ କାଫେ

The Sakala Picture
Published On

ବ୍ରେକଅପରେ ଅନେକ ଏଭଳି  କିଛି ପଦକ୍ଷେପ ଗ୍ରହ କରନ୍ତି ଯାହା ଦ୍ବାରା ପରିବାର ଲୋକ ତଥା ସାଙ୍ଗସାଥୀଙ୍କୁ ଆଘାତ ପହଞ୍ଚେ। ତେବେ ଡେରାଡୁନର ଦିବ୍ଯାଂଶ ପ୍ରେମରେ ବିଫଳ ହେବା ପରେ ଅଜବ ପ୍ରକାର କାମ କରି ଦେଖାଇଛନ୍ତି। ସେ ‘ଦିଲ ତୁଟା ଆଶିକ୍’ ନାଁରେ ଗୋଟିଏ କାଫେ ଖୋଲିଛନ୍ତି। ଯାହା ଏବେ ଚାରିଆଡେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏହି କାଫେରେ ଯୁବ ପିଢିଙ୍କ ଗହଳି ଖୁବ ଅଧିକ ଦେଖିବାକୁ ମିଳେ। ଅବଶ୍ଯ ଅନ୍ଯ କାଫେଠାରୁ ଏହା ଏକଦମ […]

ବ୍ରେକଅପରେ ଅନେକ ଏଭଳି  କିଛି ପଦକ୍ଷେପ ଗ୍ରହ କରନ୍ତି ଯାହା ଦ୍ବାରା ପରିବାର ଲୋକ ତଥା ସାଙ୍ଗସାଥୀଙ୍କୁ ଆଘାତ ପହଞ୍ଚେ। ତେବେ ଡେରାଡୁନର ଦିବ୍ଯାଂଶ ପ୍ରେମରେ ବିଫଳ ହେବା ପରେ ଅଜବ ପ୍ରକାର କାମ କରି ଦେଖାଇଛନ୍ତି। ସେ ‘ଦିଲ ତୁଟା ଆଶିକ୍’ ନାଁରେ ଗୋଟିଏ କାଫେ ଖୋଲିଛନ୍ତି। ଯାହା ଏବେ ଚାରିଆଡେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏହି କାଫେରେ ଯୁବ ପିଢିଙ୍କ ଗହଳି ଖୁବ ଅଧିକ ଦେଖିବାକୁ ମିଳେ। ଅବଶ୍ଯ ଅନ୍ଯ କାଫେଠାରୁ ଏହା ଏକଦମ ଭିନ୍ନ । କାରଣ ଯେଉଁମାନେ ପ୍ରେମରେ ବିଫଳ ହୋଇଥାନ୍ତି  ସେମାନଙ୍କୁ ଏଠାରେ ପରାମର୍ଶ ଦିଆଯାଏ। ସେମାନଙ୍କର କାଉନସେଲିଂ କରାଯାଏ। ଏହା ଛଡା ଦିବ୍ଯାଂଶ ମଧ୍ୟ ନିଜର ପ୍ରେମ କାହାଣୀ ଅନ୍ଯମାନଙ୍କ ସହ ଆଲୋଚନା କରନ୍ତି। କିନ୍ତୁ ନିଜ ପ୍ରେମିକାର ନାଁ କାହା ସହ ସେୟାର କରନ୍ତି ନାହିଁ। ଗଲଫ୍ରେଣ୍ଡକୁ ଅପମାନ କରିବା ତାଙ୍କ ଉଦ୍ଦେଶ୍ଯ ନ ଥିବାରୁ ସେ ତାଙ୍କ ନାଁ ଲୁଚାଉଥିବା କହନ୍ତି।  ସେ ଓ ତାଙ୍କ ସାଙ୍ଗମାନେ କାଫେକୁ ଚଳାନ୍ତି। କେବଳ ଏତିକି ନୁହେଁ , ସମସ୍ତେ କିଭଳି ଦୁଃଖ ଯନ୍ତ୍ରଣାକୁ ଭୁଲି ଜୀବନରେ ଆଗକୁ ବଢିବା ସେ ନେଇ ଉତ୍ସାହିତ କରନ୍ତି ଦିବ୍ଯାଂଶ ।

ଆହୁରି ପଢ଼ନ୍ତୁ: ଚମକିବ ଚେହେରା: ଘରେ ପ୍ରସ୍ତୁତ କରନ୍ତୁ ନାଚୁରାଲ 'ସନସ୍କ୍ରିନ୍', ଟ୍ୟାନ୍ ଦୂର କରିବାର ଏହି ୫ଟି ଘରୋଇ ଉପାୟ ଜାଣନ୍ତୁ

21 Feb 2021 By The Sakala

ବ୍ରେକଅପ୍ କାଫେ

ବ୍ରେକଅପରେ ଅନେକ ଏଭଳି  କିଛି ପଦକ୍ଷେପ ଗ୍ରହ କରନ୍ତି ଯାହା ଦ୍ବାରା ପରିବାର ଲୋକ ତଥା ସାଙ୍ଗସାଥୀଙ୍କୁ ଆଘାତ ପହଞ୍ଚେ। ତେବେ ଡେରାଡୁନର ଦିବ୍ଯାଂଶ ପ୍ରେମରେ ବିଫଳ ହେବା ପରେ ଅଜବ ପ୍ରକାର କାମ କରି ଦେଖାଇଛନ୍ତି। ସେ ‘ଦିଲ ତୁଟା ଆଶିକ୍’ ନାଁରେ ଗୋଟିଏ କାଫେ ଖୋଲିଛନ୍ତି। ଯାହା ଏବେ ଚାରିଆଡେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏହି କାଫେରେ ଯୁବ ପିଢିଙ୍କ ଗହଳି ଖୁବ ଅଧିକ ଦେଖିବାକୁ ମିଳେ। ଅବଶ୍ଯ ଅନ୍ଯ କାଫେଠାରୁ ଏହା ଏକଦମ ଭିନ୍ନ । କାରଣ ଯେଉଁମାନେ ପ୍ରେମରେ ବିଫଳ ହୋଇଥାନ୍ତି  ସେମାନଙ୍କୁ ଏଠାରେ ପରାମର୍ଶ ଦିଆଯାଏ। ସେମାନଙ୍କର କାଉନସେଲିଂ କରାଯାଏ। ଏହା ଛଡା ଦିବ୍ଯାଂଶ ମଧ୍ୟ ନିଜର ପ୍ରେମ କାହାଣୀ ଅନ୍ଯମାନଙ୍କ ସହ ଆଲୋଚନା କରନ୍ତି। କିନ୍ତୁ ନିଜ ପ୍ରେମିକାର ନାଁ କାହା ସହ ସେୟାର କରନ୍ତି ନାହିଁ। ଗଲଫ୍ରେଣ୍ଡକୁ ଅପମାନ କରିବା ତାଙ୍କ ଉଦ୍ଦେଶ୍ଯ ନ ଥିବାରୁ ସେ ତାଙ୍କ ନାଁ ଲୁଚାଉଥିବା କହନ୍ତି।  ସେ ଓ ତାଙ୍କ ସାଙ୍ଗମାନେ କାଫେକୁ ଚଳାନ୍ତି। କେବଳ ଏତିକି ନୁହେଁ , ସମସ୍ତେ କିଭଳି ଦୁଃଖ ଯନ୍ତ୍ରଣାକୁ ଭୁଲି ଜୀବନରେ ଆଗକୁ ବଢିବା ସେ ନେଇ ଉତ୍ସାହିତ କରନ୍ତି ଦିବ୍ଯାଂଶ ।

https://www.thesakala.in/lifestyle/break-up-cafe/article-139
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp