ବିୟୁଟି ସିକ୍ରେଟ – ପୋଦିନା

The Sakala Picture
Published On

ପୋଦିନା ପତ୍ର ପ୍ୟାକ୍‌ରେ ବ୍ରଣ ଦୂର ହୁଏ। ପୋଦିନା ପତ୍ର ପେଷ୍ଟକୁ ବ୍ରଣ ଉପରେ ୧୫ ମିନିଟ୍ ଲଗାଇ ରଖନ୍ତୁ। ଶୁଖାଯିବା ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ଏହା ଦ୍ବାରା ବ୍ରଣ ଓ ଏହାର ଦାଗ ଭଲ ହୁଏ। ରିଙ୍କଲ୍ସ ତଥା ଫାଇନ ଲାଇନ୍ସ ଦୂର କରିବାରେ ଏହା ସାହାଯ୍ୟ କରେ। ଏହାର ପ୍ୟାକ୍‌କୁ ୨୦ରୁ ୨୫ ମିନିଟ୍ ମୁହଁରେ ଲଗାଇ ରଖି ବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଆଖି ତଳ କଳା […]

ପୋଦିନା ପତ୍ର ପ୍ୟାକ୍‌ରେ ବ୍ରଣ ଦୂର ହୁଏ। ପୋଦିନା ପତ୍ର ପେଷ୍ଟକୁ ବ୍ରଣ ଉପରେ ୧୫ ମିନିଟ୍ ଲଗାଇ ରଖନ୍ତୁ। ଶୁଖାଯିବା ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ଏହା ଦ୍ବାରା ବ୍ରଣ ଓ ଏହାର ଦାଗ ଭଲ ହୁଏ।

ଆହୁରି ପଢ଼ନ୍ତୁ: ଖରାଦିନେ ଡାଏଟରେ ରିଫାଇଣ୍ଡ ଚିନି ବଦଳରେ ସାମିଲ କରନ୍ତୁ କଞ୍ଚା ମହୁ, ମିଳିବ ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟଗତ ଫାଇଦା

ରିଙ୍କଲ୍ସ ତଥା ଫାଇନ ଲାଇନ୍ସ ଦୂର କରିବାରେ ଏହା ସାହାଯ୍ୟ କରେ। ଏହାର ପ୍ୟାକ୍‌କୁ ୨୦ରୁ ୨୫ ମିନିଟ୍ ମୁହଁରେ ଲଗାଇ ରଖି ବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ଆଖି ତଳ କଳା ଦାଗ ଦୂର କରିବାରେ ପୋଦିନାର ଭୂମିକା ରହିଛି। ପୋଦିନା ପତ୍ର ପ୍ୟାକ୍‌କୁ ରାତିଯାକ ଆଖି ତଳେ ଲଗାଇ ଶୁଅନ୍ତୁ। ସକାଳୁ ତାହାକୁ ଧୋଇ ଦିଅନ୍ତୁ।

ପୋଦିନା ତେଲ ବି କେଶ ବୃଦ୍ଧିରେ ସାହାଯ୍ୟ କରେ। ଏନେଇ ପୋଦିନା ତେଲରେ ପ୍ରସ୍ତୁତ ସାମ୍ପୁ ବ୍ୟବହାର କରାଯାଇପାରିବ।

02 Sep 2021 By The Sakala

ବିୟୁଟି ସିକ୍ରେଟ – ପୋଦିନା

ପୋଦିନା ପତ୍ର ପ୍ୟାକ୍‌ରେ ବ୍ରଣ ଦୂର ହୁଏ। ପୋଦିନା ପତ୍ର ପେଷ୍ଟକୁ ବ୍ରଣ ଉପରେ ୧୫ ମିନିଟ୍ ଲଗାଇ ରଖନ୍ତୁ। ଶୁଖାଯିବା ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ଏହା ଦ୍ବାରା ବ୍ରଣ ଓ ଏହାର ଦାଗ ଭଲ ହୁଏ।

ରିଙ୍କଲ୍ସ ତଥା ଫାଇନ ଲାଇନ୍ସ ଦୂର କରିବାରେ ଏହା ସାହାଯ୍ୟ କରେ। ଏହାର ପ୍ୟାକ୍‌କୁ ୨୦ରୁ ୨୫ ମିନିଟ୍ ମୁହଁରେ ଲଗାଇ ରଖି ବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ଆଖି ତଳ କଳା ଦାଗ ଦୂର କରିବାରେ ପୋଦିନାର ଭୂମିକା ରହିଛି। ପୋଦିନା ପତ୍ର ପ୍ୟାକ୍‌କୁ ରାତିଯାକ ଆଖି ତଳେ ଲଗାଇ ଶୁଅନ୍ତୁ। ସକାଳୁ ତାହାକୁ ଧୋଇ ଦିଅନ୍ତୁ।

ପୋଦିନା ତେଲ ବି କେଶ ବୃଦ୍ଧିରେ ସାହାଯ୍ୟ କରେ। ଏନେଇ ପୋଦିନା ତେଲରେ ପ୍ରସ୍ତୁତ ସାମ୍ପୁ ବ୍ୟବହାର କରାଯାଇପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp