ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୪ର୍ଥ ସ୍ଥାନ ଅଧିକାର କଲେ ବଡ଼ବିଲର ୟସ୍‌ ଜାଲୁଜା

The Sakala Picture
Published On

ବଡ଼ବିଲ/କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ପଞ୍ଚବଟି ରେସିଡେନ୍ସିରେ ସପରିବାର ରହୁଥିବା ୟସ୍‌ ଜାଲୁଜା ସର୍ଵ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି।ସୂଚନା ଅନୁସାରେ ବଡ଼ବିଲ ପଞ୍ଚବଟିରେ ରହୁଥିବା ମନୋଜ ଜାଲୁକା ଓ ଶୋଭାଦେବୀଙ୍କ ସାନ ପୁଅ ୟସ୍‌ ଜାଲୁଜା ୨୦୨୦ ୟୁପିଏସସି ପରୀକ୍ଷା ପ୍ରଥମ ଥର ଦେଇଥିଲେ । ମେନ ପରୀକ୍ଷାରେ ତାଙ୍କ ରୋଲ ନମ୍ବର ୦୮୨୮୬୧୨ ରହିଥିଲା। ସେ ସର୍ବଭାରତୀୟ ସ୍ଥରରେ ୪ର୍ଥ ସ୍ଥାନ ହାସଲ କର ଜିଲ୍ଲା […]

ବଡ଼ବିଲ/କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ପଞ୍ଚବଟି ରେସିଡେନ୍ସିରେ ସପରିବାର ରହୁଥିବା ୟସ୍‌ ଜାଲୁଜା ସର୍ଵ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି।ସୂଚନା ଅନୁସାରେ ବଡ଼ବିଲ ପଞ୍ଚବଟିରେ ରହୁଥିବା ମନୋଜ ଜାଲୁକା ଓ ଶୋଭାଦେବୀଙ୍କ ସାନ ପୁଅ ୟସ୍‌ ଜାଲୁଜା ୨୦୨୦ ୟୁପିଏସସି ପରୀକ୍ଷା ପ୍ରଥମ ଥର ଦେଇଥିଲେ । ମେନ ପରୀକ୍ଷାରେ ତାଙ୍କ ରୋଲ ନମ୍ବର ୦୮୨୮୬୧୨ ରହିଥିଲା। ସେ ସର୍ବଭାରତୀୟ ସ୍ଥରରେ ୪ର୍ଥ ସ୍ଥାନ ହାସଲ କର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ୟସ୍‌ ବଡ଼ବିଲ ସେଣ୍ଟ ମେରୀ ସ୍କୁଲରେ ପାଠ ପଢୁଥିଲେ ୨୦୧୨ ରେ ସେଠାରୁ ୨ୟ ଟପ୍ପର ହୋଇ କୃତ କାର୍ଯ୍ୟ ହୋଇଥିଲେ।ତାଙ୍କର ପ୍ଲସ ୨ ପାଠପଢା ବୋକାରୋରେ ହୋଇଥିଲା।ପରେ ସେ ଦିଲ୍ଲୀ ର କିରୋଡିମଲ୍ଲ କଲେଜରୁ ଗ୍ରାଜୁଏସନ କରି ଦିଲ୍ଲୀ ସ୍କୁଲ ଅପ ଇକୋନୋମିକ ରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।ସିଭିଲ ସର୍ଭିସ ପରୀକ୍ଷାରେ ସେ ଅର୍ଥଶାସ୍ତ୍ରକୁ ତାଙ୍କର ଅଫସନାଲ ରହକିଥିଲେ। ତାଙ୍କ ପିତା ଜଣେ ବ୍ୟବସାୟୀ ଓ ତାଙ୍କ ମୂଳ ଘର ବୋକାରରେ ହୋଇଥିବା ବେଳେ ସେମାନେ ସପରିବାର ୨୦ ବର୍ଷରୁ ଅଧିକ ହେବ ବଡ଼ବିଲ ରେ ରହି ଆସୁଛନ୍ତି।ତାଙ୍କର ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟର ଓ ଆଉ ଜଣେ ଚାଟାର୍ଡ ଆକାଉଣ୍ଟ।ଣ୍ଟ ବୋଲି ସୂଚନା ମିଳିଛି। ତାଙ୍କର ଏହି ସଫଳତା ପାଇଁ ଶୁଭେଛାର ସୁଅ ଛୁଟିଛି।ବଡ଼ବିଲ ବାସୀଙ୍କ ପକ୍ଷରୁ ମଧ୍ୟ ଶୁଭେଚ୍ଛା ଦିଆଯାଇଛି।ଏହି ସଫଳତା ପାଇଁ ତାଙ୍କ ପିତାମାତା, ପରିବାର, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗ ସାଥିଙ୍କୁ ୟସ୍ ଶ୍ରେୟ ଦେଇଛନ୍ତି। ଚାକିରିରେ ଯୋଗଦେବା ପରେ ୟସ୍‌ ସରକାର ଓ ଜନତା ମଧ୍ୟରେ ଥିବା ଦୂରତା ହ୍ରାସ କରିବାକୁ ମୂଳଲକ୍ଷ୍ୟ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

25 Sep 2021 By The Sakala

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୪ର୍ଥ ସ୍ଥାନ ଅଧିକାର କଲେ ବଡ଼ବିଲର ୟସ୍‌ ଜାଲୁଜା

ବଡ଼ବିଲ/କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ପଞ୍ଚବଟି ରେସିଡେନ୍ସିରେ ସପରିବାର ରହୁଥିବା ୟସ୍‌ ଜାଲୁଜା ସର୍ଵ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି।ସୂଚନା ଅନୁସାରେ ବଡ଼ବିଲ ପଞ୍ଚବଟିରେ ରହୁଥିବା ମନୋଜ ଜାଲୁକା ଓ ଶୋଭାଦେବୀଙ୍କ ସାନ ପୁଅ ୟସ୍‌ ଜାଲୁଜା ୨୦୨୦ ୟୁପିଏସସି ପରୀକ୍ଷା ପ୍ରଥମ ଥର ଦେଇଥିଲେ । ମେନ ପରୀକ୍ଷାରେ ତାଙ୍କ ରୋଲ ନମ୍ବର ୦୮୨୮୬୧୨ ରହିଥିଲା। ସେ ସର୍ବଭାରତୀୟ ସ୍ଥରରେ ୪ର୍ଥ ସ୍ଥାନ ହାସଲ କର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ୟସ୍‌ ବଡ଼ବିଲ ସେଣ୍ଟ ମେରୀ ସ୍କୁଲରେ ପାଠ ପଢୁଥିଲେ ୨୦୧୨ ରେ ସେଠାରୁ ୨ୟ ଟପ୍ପର ହୋଇ କୃତ କାର୍ଯ୍ୟ ହୋଇଥିଲେ।ତାଙ୍କର ପ୍ଲସ ୨ ପାଠପଢା ବୋକାରୋରେ ହୋଇଥିଲା।ପରେ ସେ ଦିଲ୍ଲୀ ର କିରୋଡିମଲ୍ଲ କଲେଜରୁ ଗ୍ରାଜୁଏସନ କରି ଦିଲ୍ଲୀ ସ୍କୁଲ ଅପ ଇକୋନୋମିକ ରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।ସିଭିଲ ସର୍ଭିସ ପରୀକ୍ଷାରେ ସେ ଅର୍ଥଶାସ୍ତ୍ରକୁ ତାଙ୍କର ଅଫସନାଲ ରହକିଥିଲେ। ତାଙ୍କ ପିତା ଜଣେ ବ୍ୟବସାୟୀ ଓ ତାଙ୍କ ମୂଳ ଘର ବୋକାରରେ ହୋଇଥିବା ବେଳେ ସେମାନେ ସପରିବାର ୨୦ ବର୍ଷରୁ ଅଧିକ ହେବ ବଡ଼ବିଲ ରେ ରହି ଆସୁଛନ୍ତି।ତାଙ୍କର ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟର ଓ ଆଉ ଜଣେ ଚାଟାର୍ଡ ଆକାଉଣ୍ଟ।ଣ୍ଟ ବୋଲି ସୂଚନା ମିଳିଛି। ତାଙ୍କର ଏହି ସଫଳତା ପାଇଁ ଶୁଭେଛାର ସୁଅ ଛୁଟିଛି।ବଡ଼ବିଲ ବାସୀଙ୍କ ପକ୍ଷରୁ ମଧ୍ୟ ଶୁଭେଚ୍ଛା ଦିଆଯାଇଛି।ଏହି ସଫଳତା ପାଇଁ ତାଙ୍କ ପିତାମାତା, ପରିବାର, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗ ସାଥିଙ୍କୁ ୟସ୍ ଶ୍ରେୟ ଦେଇଛନ୍ତି। ଚାକିରିରେ ଯୋଗଦେବା ପରେ ୟସ୍‌ ସରକାର ଓ ଜନତା ମଧ୍ୟରେ ଥିବା ଦୂରତା ହ୍ରାସ କରିବାକୁ ମୂଳଲକ୍ଷ୍ୟ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର