ରାଜନଗରରେ ଅଘଟଣ: ଭୋଟ୍ ଦେବାକୁ ମା’ ଯାଇଥିବାବେଳେ ପୋଖରୀରେ ବୁଡ଼ି ଚାଲିଗଲା ଶିଶୁକନ୍ୟାର ଜୀବନ

The Sakala Picture
Published On

କେନ୍ଦ୍ରାପଡା: ମା’ ଭୋଟ ଦେବାକୁ ଯାଇଥିବାବେଳେ ପୋଖରୀରେ ବୁଡିଯାଇ ଚାଲିଗଲା ଶିଶୁକନ୍ୟାର ଜୀବନ । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ପ୍ରହରାଜପୁରରେ ଘଟିଛି ଏପରି ଏକ ଅଘଟଣ। ପ୍ରହରାଜପୁର କାର୍ତ୍ତିକ ପ୍ରଧାନଙ୍କ ୬ବର୍ଷର ଝିଅ ସରସ୍ୱତୀ ପ୍ରଧାନଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଆଜି ଦିନ ୧୨ଟା ବେଳେ ମା’ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ ଆସି ଘରେ ଖୋଜିଲା ବେଳକୁ ଝିଅକୁ ପାଇନଥିଲେ […]

କେନ୍ଦ୍ରାପଡା: ମା’ ଭୋଟ ଦେବାକୁ ଯାଇଥିବାବେଳେ ପୋଖରୀରେ ବୁଡିଯାଇ ଚାଲିଗଲା ଶିଶୁକନ୍ୟାର ଜୀବନ । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ପ୍ରହରାଜପୁରରେ ଘଟିଛି ଏପରି ଏକ ଅଘଟଣ। ପ୍ରହରାଜପୁର କାର୍ତ୍ତିକ ପ୍ରଧାନଙ୍କ ୬ବର୍ଷର ଝିଅ ସରସ୍ୱତୀ ପ୍ରଧାନଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୂଚନା ଅନୁସାରେ, ଆଜି ଦିନ ୧୨ଟା ବେଳେ ମା’ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ ଆସି ଘରେ ଖୋଜିଲା ବେଳକୁ ଝିଅକୁ ପାଇନଥିଲେ । ଦୀର୍ଘ ସମୟ ପରେ ଝିଅ ସରାସ୍ୱତୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ । ଉଦ୍ଧାର କରି ଝିଅକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ବି ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଗ୍ୟାସଲିକ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ ବିଜେଡି ପ୍ରତିନିଧିମଣ୍ଡଳୀ

01 Jun 2024 By The Sakala

ରାଜନଗରରେ ଅଘଟଣ: ଭୋଟ୍ ଦେବାକୁ ମା’ ଯାଇଥିବାବେଳେ ପୋଖରୀରେ ବୁଡ଼ି ଚାଲିଗଲା ଶିଶୁକନ୍ୟାର ଜୀବନ

କେନ୍ଦ୍ରାପଡା: ମା’ ଭୋଟ ଦେବାକୁ ଯାଇଥିବାବେଳେ ପୋଖରୀରେ ବୁଡିଯାଇ ଚାଲିଗଲା ଶିଶୁକନ୍ୟାର ଜୀବନ । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ପ୍ରହରାଜପୁରରେ ଘଟିଛି ଏପରି ଏକ ଅଘଟଣ। ପ୍ରହରାଜପୁର କାର୍ତ୍ତିକ ପ୍ରଧାନଙ୍କ ୬ବର୍ଷର ଝିଅ ସରସ୍ୱତୀ ପ୍ରଧାନଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଆଜି ଦିନ ୧୨ଟା ବେଳେ ମା’ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ ଆସି ଘରେ ଖୋଜିଲା ବେଳକୁ ଝିଅକୁ ପାଇନଥିଲେ । ଦୀର୍ଘ ସମୟ ପରେ ଝିଅ ସରାସ୍ୱତୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ । ଉଦ୍ଧାର କରି ଝିଅକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ବି ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର