୭ ଫୁଟ ତଳକୁ ଗଳିପଡିଲା କୁଅ, ଉଦ୍ଧାର ହେଲେ ଦୁଇଭାଇ

The Sakala Picture
Published On

କଣ୍ଡିଆହାଟ : ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ପଂଚାୟତର ଏକ ଅଭାବନୀୟ ଘଟଣା ଘଟିଛି । ଏହି କଣ୍ଡିଆ ହାଟରେ ଦିବ୍ୟରଂଜନ ନାୟକ ନାମକ ଜଣେ ଯୁବକଙ୍କର ବାରିପଟେ ଏକ କୁଅ ଥିଲା । ଏହି କୁଅରୁ ପାଣି ବାହାର କରୁଥିବା ବେଳେ ହଠାତ ଏହି କୁଅ ୭ ପୂଟତଳକୁ ଗଳିପଡି ୩ ଫୁଟର ପାଣି ଉପରକୁ ଉଠିପଡିଥିଲା । ଏହି ସମୟରେ ଦିବ୍ୟରଂଜନ ଓ ଜ୍ୟାତି ରଂଜନ କୁଅର ୭ଫୁଟ ତଳକୁ ଗଳିପଡି ଥିଲେ । […]

କଣ୍ଡିଆହାଟ : ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ପଂଚାୟତର ଏକ ଅଭାବନୀୟ ଘଟଣା ଘଟିଛି । ଏହି କଣ୍ଡିଆ ହାଟରେ ଦିବ୍ୟରଂଜନ ନାୟକ ନାମକ ଜଣେ ଯୁବକଙ୍କର ବାରିପଟେ ଏକ କୁଅ ଥିଲା । ଏହି କୁଅରୁ ପାଣି ବାହାର କରୁଥିବା ବେଳେ ହଠାତ ଏହି କୁଅ ୭ ପୂଟତଳକୁ ଗଳିପଡି ୩ ଫୁଟର ପାଣି ଉପରକୁ ଉଠିପଡିଥିଲା । ଏହି ସମୟରେ ଦିବ୍ୟରଂଜନ ଓ ଜ୍ୟାତି ରଂଜନ କୁଅର ୭ଫୁଟ ତଳକୁ ଗଳିପଡି ଥିଲେ । ଲୋକେ ଏହି ସମୟରେ ତାଙ୍କୁ ଉଦ୍ଧାର କରିଥିଲେ । ଏକ ନିଶ୍ଚିନ୍ତ ମୃତ୍ୟୁମୁଖରୁ ବଂଚିଯାଇଛନ୍ତି ଦୁଇ ଭାଇ । ତେବେ ସାମୁଦ୍ରୀକ ବାତ୍ୟା ଯୋଗୁ ଏହି ଘଟଣା ଘଟିଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗିନ: ୬ଟି ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ମୃତ

29 May 2021 By The Sakala

୭ ଫୁଟ ତଳକୁ ଗଳିପଡିଲା କୁଅ, ଉଦ୍ଧାର ହେଲେ ଦୁଇଭାଇ

କଣ୍ଡିଆହାଟ : ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ପଂଚାୟତର ଏକ ଅଭାବନୀୟ ଘଟଣା ଘଟିଛି । ଏହି କଣ୍ଡିଆ ହାଟରେ ଦିବ୍ୟରଂଜନ ନାୟକ ନାମକ ଜଣେ ଯୁବକଙ୍କର ବାରିପଟେ ଏକ କୁଅ ଥିଲା । ଏହି କୁଅରୁ ପାଣି ବାହାର କରୁଥିବା ବେଳେ ହଠାତ ଏହି କୁଅ ୭ ପୂଟତଳକୁ ଗଳିପଡି ୩ ଫୁଟର ପାଣି ଉପରକୁ ଉଠିପଡିଥିଲା । ଏହି ସମୟରେ ଦିବ୍ୟରଂଜନ ଓ ଜ୍ୟାତି ରଂଜନ କୁଅର ୭ଫୁଟ ତଳକୁ ଗଳିପଡି ଥିଲେ । ଲୋକେ ଏହି ସମୟରେ ତାଙ୍କୁ ଉଦ୍ଧାର କରିଥିଲେ । ଏକ ନିଶ୍ଚିନ୍ତ ମୃତ୍ୟୁମୁଖରୁ ବଂଚିଯାଇଛନ୍ତି ଦୁଇ ଭାଇ । ତେବେ ସାମୁଦ୍ରୀକ ବାତ୍ୟା ଯୋଗୁ ଏହି ଘଟଣା ଘଟିଥିବା କୁହାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର