ଜୟନାରାୟଣ ମିଶ୍ର ମହିଳା ପୁଲିସକୁ ମାଡ଼ ମାରିବା ଘଟଣା: ଜୟନାରାୟଣଙ୍କ ସରକାରୀ ବାସଭବନ ସମ୍ମୁଖରେ କିନ୍ନର ସମାଜ ପକ୍ଷରୁ ଜୋରଦାର ବିକ୍ଷୋଭ

The Sakala Picture
Published On

ଭୁବନେଶ୍ୱର: ଜୟନାରାୟଣ ମିଶ୍ରଙ୍କ ଦବଙ୍ଗଗିରି ବିରୋଧରେ ତେଜିଲା ଅସନ୍ତୋଷ । ଜୋର ଧରିଲା ଗିରଫ ଦାବି। ଜୟନାରାୟଣଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସମ୍ମୁଖରେ କିନ୍ନରଙ୍କ ପକ୍ଷରୁ ଜୋରଦାର ବିକ୍ଷୋଭ କରାଯାଇଛି। ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କିନ୍ନର। ଆଜି ଶତାଧିକ କିନ୍ନର ଭୁବନେଶ୍ୱରସ୍ଥିତ ଜୟନାରାୟଣଙ୍କ ସରକାରୀ ବାସଭବନର ସମ୍ମୁଖରେ ପହଞ୍ଚି ଜୟଙ୍କ ବିରୋଧରେ ନାରାବାଜି କରିଥିଲେ । ଏହା ସହ ପ୍ଲାକାର୍ଡ ପ୍ରଦର୍ଶନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ […]

ଭୁବନେଶ୍ୱର: ଜୟନାରାୟଣ ମିଶ୍ରଙ୍କ ଦବଙ୍ଗଗିରି ବିରୋଧରେ ତେଜିଲା ଅସନ୍ତୋଷ । ଜୋର ଧରିଲା ଗିରଫ ଦାବି। ଜୟନାରାୟଣଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସମ୍ମୁଖରେ କିନ୍ନରଙ୍କ ପକ୍ଷରୁ ଜୋରଦାର ବିକ୍ଷୋଭ କରାଯାଇଛି। ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କିନ୍ନର। ଆଜି ଶତାଧିକ କିନ୍ନର ଭୁବନେଶ୍ୱରସ୍ଥିତ ଜୟନାରାୟଣଙ୍କ ସରକାରୀ ବାସଭବନର ସମ୍ମୁଖରେ ପହଞ୍ଚି ଜୟଙ୍କ ବିରୋଧରେ ନାରାବାଜି କରିଥିଲେ । ଏହା ସହ ପ୍ଲାକାର୍ଡ ପ୍ରଦର୍ଶନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଗଣତାନ୍ତ୍ରିକ ରାଷ୍ଟ୍ର ଲାଗି ଏକ ଲଜ୍ଜା ବୋଲି କହିଛନ୍ତି କିନ୍ନର ନେତା । ମହିଳା ଆଇଆଇସିଙ୍କୁ ଅସଦାଚରଣ ଓ ଆକ୍ରମଣ ପ୍ରତିବାଦରେ ଉଠୁଛି ପଡ଼ୁଛି ଓଡ଼ିଶା । କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ଧମକାଇବା ସହ ଚାପୁଡ଼ା ମାରିଥିଲେ ଜୟନାରାୟଣ ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର