ଚାଷ କରୁଥିବାବେଳେ ଜମିରେ ଓଲଟିପଡିଲା ଟ୍ରାକ୍ଟର, ଡ୍ରାଇଭରଙ୍କ ମୃତ୍ୟୁ

The Sakala Picture
Published On

ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା ଭାଲୁକୋନା ଗାଁରେ ଅଘଟଣ ଘଟିଛି। ଚାଷ ଜମିରେ ଓଲଟି ପଡିଛି ଟ୍ରାକ୍ଟର । ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଭାଲୁକୋନା ଗ୍ରାମର ଅଶୋକ ମାଝୀ । ନିଜ ଜମିରେ କାଦୁଅ କରୁଥିବା ବେଳେ ଓଲଟି ପଡିଥିଲା ଟ୍ରାକ୍ଟର । ଯାହା ଫଳରେ କାଦୁଅ ଭିତରେ ଚାପି ହୋଇ ଯାଇଥିଲେ । କୋମନା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିବା ବେଳକୁ ଡ୍ରାଇଭରଙ୍କ […]

ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା ଭାଲୁକୋନା ଗାଁରେ ଅଘଟଣ ଘଟିଛି। ଚାଷ ଜମିରେ ଓଲଟି ପଡିଛି ଟ୍ରାକ୍ଟର । ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଭାଲୁକୋନା ଗ୍ରାମର ଅଶୋକ ମାଝୀ । ନିଜ ଜମିରେ କାଦୁଅ କରୁଥିବା ବେଳେ ଓଲଟି ପଡିଥିଲା ଟ୍ରାକ୍ଟର । ଯାହା ଫଳରେ କାଦୁଅ ଭିତରେ ଚାପି ହୋଇ ଯାଇଥିଲେ । କୋମନା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିବା ବେଳକୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ସାରିଥିଲା । ଘଟଣାସ୍ଥଳରେ କୋମନା ପୋଲିସ ସହ ତରବୋଡ ଫାଣ୍ଡି ଅଧିକାରୀଙ୍କ ତଦନ୍ତ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର