ନାଗକୁ ଗିଳିଦେଲା ନାଗ
ଭୁବନେଶ୍ବର : ୩ ଫୁଟ୍ର ନାଗସାପକୁ ଗିଳିଦେଇଛି। ୪ଫୁଟ୍ର ନାଗସାପ । ଏଭଳି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଳକାଟିର ଯଶୁଆପୁର ଗ୍ରାମରେ। ମିଳିଥିବା ସୂଚନା ଅନୁଯାଇ ଉକ୍ତ ଅଞ୍ଚଳରେ ଏକ ନିର୍ମାଣାଧୀନ ଆପାର୍ଟ ମେଣ୍ଟରେ ଶ୍ରମିକ ମାନେ ଏକ ନାଗସାପକୁ ଦେଖୁ ଉଦ୍ଧାର କରିବା ପାଇଁ ସ୍ନେକ୍ ହେଲ୍ସଲାଇନ୍କୁ ଖବର ଦେଇଥିଲେ। ସ୍ନେକ୍ ହେଲ୍ଡଲାଇନ୍ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାପଟି ଉଭାନ ହୋଇଯାଇଥିଲା । ଶ୍ରମିକମାନେ ଯେଉଁ ସ୍ଥାନରେ ପ୍ରଥମେ […]
ଭୁବନେଶ୍ବର : ୩ ଫୁଟ୍ର ନାଗସାପକୁ ଗିଳିଦେଇଛି। ୪ଫୁଟ୍ର ନାଗସାପ । ଏଭଳି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଳକାଟିର ଯଶୁଆପୁର ଗ୍ରାମରେ। ମିଳିଥିବା ସୂଚନା ଅନୁଯାଇ ଉକ୍ତ ଅଞ୍ଚଳରେ ଏକ ନିର୍ମାଣାଧୀନ ଆପାର୍ଟ ମେଣ୍ଟରେ ଶ୍ରମିକ ମାନେ ଏକ ନାଗସାପକୁ ଦେଖୁ ଉଦ୍ଧାର କରିବା ପାଇଁ ସ୍ନେକ୍ ହେଲ୍ସଲାଇନ୍କୁ ଖବର ଦେଇଥିଲେ। ସ୍ନେକ୍ ହେଲ୍ଡଲାଇନ୍ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାପଟି ଉଭାନ ହୋଇଯାଇଥିଲା ।
ଶ୍ରମିକମାନେ ଯେଉଁ ସ୍ଥାନରେ ପ୍ରଥମେ ସାପଟିକୁ ଦେଖୁଥିଲେ ସେହି ସ୍ଥାନରେ କିଛି ସମୟ ଖୋଜିବା ପରେ ବିରଞ୍ଚି ଏକ ୪ ଫୁଟ୍ ଲମ୍ବର ନାଗସାପକୁ ଠାବକଲେ | ଉକ୍ତ ସାପକୁ ସ୍ନେକ୍ ହୁକ ସାହାଯ୍ୟରେ ଟେକି ଖୋଲାଜାଗାକୁ ଆଣିବାବେଳେ ଶ୍ରମିକମାନେ ଗୋଟିଏ ଛୋଟ ନାଗସାପ ଦେଖୁଥିଲେ। ତେବେ ବଡ଼ ନାଗଟି ପେଟ ଫୁଲିକି ଥିଲା ଓ ବିରଞ୍ଚି ତାକୁ ଉଠେଇକି ଆଣିବାବେଳେ ବାନ୍ତି କରିବା ଲକ୍ଷଣ ଦେଖେଇଥିଲା I ବିରଞ୍ଚି ତା’ର ଲାଞ୍ଜକୁ ଧରିଥିବା ଅବସ୍ଥାରେ ବଡ଼ ନାଗଟି ଅନ୍ୟ ଏକ ସାପକୁ ବାନ୍ତି କରିଥିଲା।
ପ୍ରାୟ ୩ ଫୁଟ୍ ଲମ୍ବର ନାଗସାପଟି ବାହାରକୁ ଆସିଥିଲା । ହେଲେ ଉକ୍ତ ସାପଟିର ମୃତ୍ୟୁ ହୋଇଯାଇଥିଲା । ମାତ୍ର ୪ଫୁଟ୍ର ନାଗସାପକୁ ବିରଞ୍ଚି ଗାଁଠାରୁ ଦୂରରେ ଏକ ସୁରକ୍ଷିତ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ । ଏ ନେଇ ଖୋର୍ଦ୍ଧା ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଗୋଟିଏ ପ୍ରଜାତିର ଏକ ପ୍ରାଣୀ ନିଜ ପ୍ରଜାତିର ଅନ୍ୟ ଏକ ପ୍ରାଣୀକୁ ଖାଇବା ଏବଂ ବାହାର କରିବାକୁ କାନିବାଲିଜିମ୍ କୁହାଯାଏ। ଅନେକ ସାପଙ୍କ କ୍ଷେତ୍ରରେ ଏହି କାନିବାଲିଜିମ୍ ଦେଖାଯାଇଥାଏ ।