ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ

The Sakala Picture
Published On

ଭୁବନେଶ୍ୱର: ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ ହୋଇଯାଇଛି। ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନାରେ ଏହା ଏକ ମାଇଲ ଖୁଣ୍ଟ ହେବ। ଏହି ଲକ୍ଷ୍ୟରେ ଏମ୍ସ ସଭାପତି ପଦ୍ମଶ୍ରୀ ଡାକ୍ତର ସୁବ୍ରତ ଆଚାର୍ଯ୍ଯଙ୍କ ଦ୍ୱାରା ଆପ’ ଏବଂ ୱେବସାଇଟ୍ ଉନ୍ମୋଚିତ ହୋଇଛି। ଏହି ଆପ୍ ଓ ୱେବସାଇଟ୍‌ର ପରିଚାଳନା ପାଇଁ ତାଲିମ ପ୍ରଦାନ କରାଯାଇଛି। ସାରା ଦେଶ ପାଇଁ ଏହା ପ୍ରଥମ କର୍ମଶାଳା ଥିଲା। ଆପ୍‌ ଏବଂ ୱେବସାଇଟ୍ ମିଳିତ ଭାବରେ ସାଧାରଣ ଜନତା ତଥା ଓଡ଼ିଶାର […]

ଭୁବନେଶ୍ୱର: ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ ହୋଇଯାଇଛି। ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନାରେ ଏହା ଏକ ମାଇଲ ଖୁଣ୍ଟ ହେବ। ଏହି ଲକ୍ଷ୍ୟରେ ଏମ୍ସ ସଭାପତି ପଦ୍ମଶ୍ରୀ ଡାକ୍ତର ସୁବ୍ରତ ଆଚାର୍ଯ୍ଯଙ୍କ ଦ୍ୱାରା ଆପ’ ଏବଂ ୱେବସାଇଟ୍ ଉନ୍ମୋଚିତ ହୋଇଛି। ଏହି ଆପ୍ ଓ ୱେବସାଇଟ୍‌ର ପରିଚାଳନା ପାଇଁ ତାଲିମ ପ୍ରଦାନ କରାଯାଇଛି। ସାରା ଦେଶ ପାଇଁ ଏହା ପ୍ରଥମ କର୍ମଶାଳା ଥିଲା। ଆପ୍‌ ଏବଂ ୱେବସାଇଟ୍ ମିଳିତ ଭାବରେ ସାଧାରଣ ଜନତା ତଥା ଓଡ଼ିଶାର ଡାକ୍ତର, ଡାକ୍ତରୀ ଛାତ୍ର ମାନଙ୍କୁ ‘ମଣିଷ ସାପ ଦ୍ୱନ୍ଦ୍ୱ ପରିଚାଳନା’ ବିଷୟରେ ଶିକ୍ଷା ଦେବା ପାଇଁ ଉଦ୍ଦିଷ୍ଟ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜଙ୍ଗଲରେ ବାଘ ଆତଙ୍କ ! ମଣିଷ ମାରି ଖାଇଲା ମହାବଳ, ଜଙ୍ଗଲରେ ପଡିଛି ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼

ୱେବସାଇଟ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି “ସ୍ନେକବାଇଟ୍” ପୃଷ୍ଠା ବା ସାପ କାମୁଡା, ଯାହା ପାଇଁ ୫ଟି ମୁଖ୍ୟ ପୃଷ୍ଠା ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ସାପ ଉଦ୍ଧାରକାରୀଙ୍କ ପାଇଁ “ଅକ୍ୟୁପେସନାଲ ସେଫଟି ପ୍ରୋଟୋକଲ ଫର ସ୍ନେକ ରେସକ୍ୟୁ ଆଣ୍ଡ ରିହାବିଲିଟେସନ ଇନ୍ ଓଡିଶା -୨୦୨୦” ପୁସ୍ତିକା ଉନ୍ମୋଚନ ହୋଇଥିଲା। ଏହି ପୁସ୍ତିକାଟି ସ୍ନେକ ହେଲ୍ପ ଲାଇନ ୱେବ ସାଇଟ ରେ ମାଗଣାରେ ଉପଲବ୍ଧ ହେବ। ହେଲ୍ପଲାଇନରେ ପ୍ରଶିକ୍ଷିତ ସାପ ଉଦ୍ଧାରକାରୀ ମାନଙ୍କ ମୋବାଇଲ ନମ୍ବର ଏବଂ ଫଟୋ ଦିଆଯାଇଛି । ଫଳରେ ଲୋକେ ସ୍ନେକ ହେଲ୍ପଲାଇନ ନାମରେ ଠକେଇ କରୁଥିବା ଲୋକଙ୍କ କବଳରୁ ବର୍ତ୍ତିପାରିବେ ।

ଆହୁରି ପଢ଼ନ୍ତୁ: ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ; ଏକାଠି ହେବେ ୧୧ ଦେଶର ପ୍ରତିନିଧି, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ସହର

31 Aug 2021 By The Sakala

ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ

ଭୁବନେଶ୍ୱର: ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ ହୋଇଯାଇଛି। ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନାରେ ଏହା ଏକ ମାଇଲ ଖୁଣ୍ଟ ହେବ। ଏହି ଲକ୍ଷ୍ୟରେ ଏମ୍ସ ସଭାପତି ପଦ୍ମଶ୍ରୀ ଡାକ୍ତର ସୁବ୍ରତ ଆଚାର୍ଯ୍ଯଙ୍କ ଦ୍ୱାରା ଆପ’ ଏବଂ ୱେବସାଇଟ୍ ଉନ୍ମୋଚିତ ହୋଇଛି। ଏହି ଆପ୍ ଓ ୱେବସାଇଟ୍‌ର ପରିଚାଳନା ପାଇଁ ତାଲିମ ପ୍ରଦାନ କରାଯାଇଛି। ସାରା ଦେଶ ପାଇଁ ଏହା ପ୍ରଥମ କର୍ମଶାଳା ଥିଲା। ଆପ୍‌ ଏବଂ ୱେବସାଇଟ୍ ମିଳିତ ଭାବରେ ସାଧାରଣ ଜନତା ତଥା ଓଡ଼ିଶାର ଡାକ୍ତର, ଡାକ୍ତରୀ ଛାତ୍ର ମାନଙ୍କୁ ‘ମଣିଷ ସାପ ଦ୍ୱନ୍ଦ୍ୱ ପରିଚାଳନା’ ବିଷୟରେ ଶିକ୍ଷା ଦେବା ପାଇଁ ଉଦ୍ଦିଷ୍ଟ।

ୱେବସାଇଟ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି “ସ୍ନେକବାଇଟ୍” ପୃଷ୍ଠା ବା ସାପ କାମୁଡା, ଯାହା ପାଇଁ ୫ଟି ମୁଖ୍ୟ ପୃଷ୍ଠା ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ସାପ ଉଦ୍ଧାରକାରୀଙ୍କ ପାଇଁ “ଅକ୍ୟୁପେସନାଲ ସେଫଟି ପ୍ରୋଟୋକଲ ଫର ସ୍ନେକ ରେସକ୍ୟୁ ଆଣ୍ଡ ରିହାବିଲିଟେସନ ଇନ୍ ଓଡିଶା -୨୦୨୦” ପୁସ୍ତିକା ଉନ୍ମୋଚନ ହୋଇଥିଲା। ଏହି ପୁସ୍ତିକାଟି ସ୍ନେକ ହେଲ୍ପ ଲାଇନ ୱେବ ସାଇଟ ରେ ମାଗଣାରେ ଉପଲବ୍ଧ ହେବ। ହେଲ୍ପଲାଇନରେ ପ୍ରଶିକ୍ଷିତ ସାପ ଉଦ୍ଧାରକାରୀ ମାନଙ୍କ ମୋବାଇଲ ନମ୍ବର ଏବଂ ଫଟୋ ଦିଆଯାଇଛି । ଫଳରେ ଲୋକେ ସ୍ନେକ ହେଲ୍ପଲାଇନ ନାମରେ ଠକେଇ କରୁଥିବା ଲୋକଙ୍କ କବଳରୁ ବର୍ତ୍ତିପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର