ଦୁଇ ଝିଅଙ୍କୁ ବିଷ ପିଆଇ ନିଜେ ବିଷ ପିଇଲା ମା

The Sakala Picture
Published On

ଶରତ : କେନ୍ଦୁଝର ଜିଲ୍ଲା ଶରତ ଥାନା ଅଧୀନ ଅସ୍ତ୍ରକୋଟୀ ହୁଡିସାହି ଗ୍ରାମର ଦୁରାମ ସିଂଙ୍କ ସ୍ତ୍ରୀ ପୂର୍ଣ୍ଣିମା ଦେଓଗାମ ବୁଧବାର ରାତିରେ ନିଜେ ବିଷ ପିଇବା ସହ ନିଜର ଦୁଇ ନାବାଳିକ ଝିଅଙ୍କୁ ବିଷ ପିଆଇ ଦେଇଥିବା ଜଣାପଡ଼ିଛି । ମା’ ଓ ଦୁଇ ଝିଅଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଗ୍ରାମବାସୀ ତାଙ୍କୁ ବାରିପଦା ପିଆରଏମ ମେଡିକାଲ ପଠାଇ ଥିଲେ ତେବେ ଚିକିତ୍ସାଧୀନ ଅବସ୍ଥାରେ ମା’ ପୂର୍ଣ୍ଣିମାଙ୍କର ଗତକାଲି ମୃତ ହୋଇଥିବାବେଳେ ଦୁଇ ଝିଅ ଚିକିତ୍ସିତ […]

ଶରତ : କେନ୍ଦୁଝର ଜିଲ୍ଲା ଶରତ ଥାନା ଅଧୀନ ଅସ୍ତ୍ରକୋଟୀ ହୁଡିସାହି ଗ୍ରାମର ଦୁରାମ ସିଂଙ୍କ ସ୍ତ୍ରୀ ପୂର୍ଣ୍ଣିମା ଦେଓଗାମ ବୁଧବାର ରାତିରେ ନିଜେ ବିଷ ପିଇବା ସହ ନିଜର ଦୁଇ ନାବାଳିକ ଝିଅଙ୍କୁ ବିଷ ପିଆଇ ଦେଇଥିବା ଜଣାପଡ଼ିଛି । ମା’ ଓ ଦୁଇ ଝିଅଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଗ୍ରାମବାସୀ ତାଙ୍କୁ ବାରିପଦା ପିଆରଏମ ମେଡିକାଲ ପଠାଇ ଥିଲେ ତେବେ ଚିକିତ୍ସାଧୀନ ଅବସ୍ଥାରେ ମା’ ପୂର୍ଣ୍ଣିମାଙ୍କର ଗତକାଲି ମୃତ ହୋଇଥିବାବେଳେ ଦୁଇ ଝିଅ ଚିକିତ୍ସିତ ହେଉଛନ୍ତି। ପୂର୍ଣ୍ଣିମାଙ୍କର ସ୍ବାମୀ ବାହାରେ ରହୁଥିବା ବେଳେ ଘଟଣାର ସୂଚନା ପାଇ ଗାଁ ରେ ପହଁଞ୍ଚିଛନ୍ତି। ତେବେ ବିଷ ପିଇବାର କାରଣ ସମ୍ପର୍କରେ । ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ। ପୁଲିସ ନିକଟରେ ବର୍ତ୍ତମାନ ଏ ନେଇ କୌଣସି ସୂଚନା ନଥିବାବେଳେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ କଣ ଜଣାପଡ଼ିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ:  ପାଠ୍ୟପୁସ୍ତକରେ ଶହଶହ ତ୍ରୁଟି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

25 Sep 2021 By The Sakala

ଦୁଇ ଝିଅଙ୍କୁ ବିଷ ପିଆଇ ନିଜେ ବିଷ ପିଇଲା ମା

ଶରତ : କେନ୍ଦୁଝର ଜିଲ୍ଲା ଶରତ ଥାନା ଅଧୀନ ଅସ୍ତ୍ରକୋଟୀ ହୁଡିସାହି ଗ୍ରାମର ଦୁରାମ ସିଂଙ୍କ ସ୍ତ୍ରୀ ପୂର୍ଣ୍ଣିମା ଦେଓଗାମ ବୁଧବାର ରାତିରେ ନିଜେ ବିଷ ପିଇବା ସହ ନିଜର ଦୁଇ ନାବାଳିକ ଝିଅଙ୍କୁ ବିଷ ପିଆଇ ଦେଇଥିବା ଜଣାପଡ଼ିଛି । ମା’ ଓ ଦୁଇ ଝିଅଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଗ୍ରାମବାସୀ ତାଙ୍କୁ ବାରିପଦା ପିଆରଏମ ମେଡିକାଲ ପଠାଇ ଥିଲେ ତେବେ ଚିକିତ୍ସାଧୀନ ଅବସ୍ଥାରେ ମା’ ପୂର୍ଣ୍ଣିମାଙ୍କର ଗତକାଲି ମୃତ ହୋଇଥିବାବେଳେ ଦୁଇ ଝିଅ ଚିକିତ୍ସିତ ହେଉଛନ୍ତି। ପୂର୍ଣ୍ଣିମାଙ୍କର ସ୍ବାମୀ ବାହାରେ ରହୁଥିବା ବେଳେ ଘଟଣାର ସୂଚନା ପାଇ ଗାଁ ରେ ପହଁଞ୍ଚିଛନ୍ତି। ତେବେ ବିଷ ପିଇବାର କାରଣ ସମ୍ପର୍କରେ । ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ। ପୁଲିସ ନିକଟରେ ବର୍ତ୍ତମାନ ଏ ନେଇ କୌଣସି ସୂଚନା ନଥିବାବେଳେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ କଣ ଜଣାପଡ଼ିବ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର