ଯୁବ ଡାକ୍ତର ଙ୍କ ମହାନତା, ଦୁର୍ଘଟଣା ଗ୍ରସ୍ତ ରୋଗୀ ଙ୍କୁ ନିଜ ଗାଡ଼ିରେ ଆଣିଲେ ମେଡିକାଲ

The Sakala Picture
Published On

କାମାକ୍ଷାନଗର : ଡାକ୍ତର ଙ୍କୁ କାହିଁକି ଦ୍ୱିତୀୟ ଭଗବାନ କୁହାଯାଏ ତାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି କାମାକ୍ଷାନଗର ମେଡିକାଲ ରେ କାର୍ଯ୍ୟରତ ଡାକ୍ତର ସିଦ୍ଧାର୍ଥ ବେଉରା l ଆଜି କାମାକ୍ଷାନଗର ରୁ ଡାକ୍ତର ବେଉରା ନିଜ କାର ଯୋଗେ ଢେଙ୍କାନାଳ ଯାଉଥିବା ସମୟରେ କାମାକ୍ଷାନଗର ଥାନା ମହୁଲପାଳ ନିକଟରେ ବାଙ୍କୀ ଅଞ୍ଚଳ ର ବିକାଶ କୁମାର ଦଳେଇ ସଡ଼କଦୁର୍ଘଟଣା ରେ ଆହତ ହୋଇ ରାସ୍ତା କଡ଼ ରେ ପଡି ରହିଥିଲେ l ଏହାଦେଖି ଡାକ୍ତର ବେଉରା ତୁରନ୍ତ […]

କାମାକ୍ଷାନଗର : ଡାକ୍ତର ଙ୍କୁ କାହିଁକି ଦ୍ୱିତୀୟ ଭଗବାନ କୁହାଯାଏ ତାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି କାମାକ୍ଷାନଗର ମେଡିକାଲ ରେ କାର୍ଯ୍ୟରତ ଡାକ୍ତର ସିଦ୍ଧାର୍ଥ ବେଉରା l ଆଜି କାମାକ୍ଷାନଗର ରୁ ଡାକ୍ତର ବେଉରା ନିଜ କାର ଯୋଗେ ଢେଙ୍କାନାଳ ଯାଉଥିବା ସମୟରେ କାମାକ୍ଷାନଗର ଥାନା ମହୁଲପାଳ ନିକଟରେ ବାଙ୍କୀ ଅଞ୍ଚଳ ର ବିକାଶ କୁମାର ଦଳେଇ ସଡ଼କଦୁର୍ଘଟଣା ରେ ଆହତ ହୋଇ ରାସ୍ତା କଡ଼ ରେ ପଡି ରହିଥିଲେ l ଏହାଦେଖି ଡାକ୍ତର ବେଉରା ତୁରନ୍ତ ବିକାଶ ଙ୍କୁ ନିଜ କାର ରେ କାମାକ୍ଷାନଗର ମେଡିକାଲ କୁ ଆଣିବା ସହ ତାଙ୍କର ଚିକିତ୍ସା କରିଥିଲେ l ଡାକ୍ତର ଙ୍କ ଏତାଦୃଶ କାର୍ଯ୍ୟ କୁ ନେଇ ସମଗ୍ର କାମାକ୍ଷାନଗର ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି l

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ ବେଳକୁ ପୁଣି ଏକ ଲଘୁଚାପ ଆଶଙ୍କା, ୧୮ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପ୍ରଭାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର