ଧାଡ଼ି ପହଣ୍ଡିରେ ରଥ ଉପରକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି

The Sakala Picture
Published On

ପୁରୀ: ଧାଡ଼ି ପହଣ୍ଡିରେ ରଥ ଉପରକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି । ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା। ଅଣସରରୁ ବାହାରିବା ପରେ ମାଉସୀ ଘର ପୋଡ଼ ପିଠା ଆଉ ଜନ୍ମବେଦି କଥା ମନେପଡ଼ିଛି ମହାପ୍ରଭୁଙ୍କର। ସେଥିପାଇଁ ତ ଘରେ ମହାଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କୁ ଧରି ବାହାରିଛନ୍ତି ମହାପ୍ରଭୁ। ବଡ଼ଦାଣ୍ଡରେ ଘଡ଼ ଘଡ଼ ହୋଇ ଜନ୍ମବେଦିକୁ ଗଡ଼ିଯିବେ ନଟିଆ ଠାକୁର ନଟବର। ବଡ଼ଦାଣ୍ଡରେ ପ୍ରସ୍ତୁତ ୩ ରଥ। ପଥବି ତା ଛାତି ଉପରେ ରଥକୁ […]

ପୁରୀ: ଧାଡ଼ି ପହଣ୍ଡିରେ ରଥ ଉପରକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି । ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା। ଅଣସରରୁ ବାହାରିବା ପରେ ମାଉସୀ ଘର ପୋଡ଼ ପିଠା ଆଉ ଜନ୍ମବେଦି କଥା ମନେପଡ଼ିଛି ମହାପ୍ରଭୁଙ୍କର। ସେଥିପାଇଁ ତ ଘରେ ମହାଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କୁ ଧରି ବାହାରିଛନ୍ତି ମହାପ୍ରଭୁ। ବଡ଼ଦାଣ୍ଡରେ ଘଡ଼ ଘଡ଼ ହୋଇ ଜନ୍ମବେଦିକୁ ଗଡ଼ିଯିବେ ନଟିଆ ଠାକୁର ନଟବର। ବଡ଼ଦାଣ୍ଡରେ ପ୍ରସ୍ତୁତ ୩ ରଥ। ପଥବି ତା ଛାତି ଉପରେ ରଥକୁ ଗଡ଼ାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି। ଧାଡ଼ି ପହଣ୍ଡିରେ ରଥ ଉପରକୁ ଛୁଟିଆସିବେ ରତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ସୁଦର୍ଶନ ତାପରେ ବଡ଼ ଠାକୁର ବଳଭଦ୍ର ଏବଂ ତାପରେ ଭଉଣୀ ସୁଭଦ୍ରା, ସର୍ବଶେଷରେ ଟାହିଆ ଦୋହଲାଇ ଆସିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତେବେ ଆରମ୍ଭ ହୋଇଛି ପହଣ୍ଡି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାପୂର୍ତ୍ତି। ପ୍ରଥମେ ସୁଦର୍ଶନଙ୍କ ପରେ ଆରମ୍ଭ ହୋଇଛି ବଳଭଦ୍ରଙ୍କର ପହଣ୍ଡି। ସିଂହଦ୍ୱାରରୁ ଧିରେ ଧିରେ ସେବାୟତଙ୍କ ହାତରେ ବାହାରି ଆସୁଛନ୍ତି ବଡ଼ ଠାକୁର ବଳଭଦ୍ର। ବଡ଼ ଭାଇ ରଥକୁ ଯିବା ପରେ ବଡ଼ ଭାଇଙ୍କ ପଛେ ପଛେ ଦେଉଳ ବହାରକୁ ଛୁଟିଆସିଛନ୍ତି ସୁନାନାକି ଭଉଣୀ ମା ସୁଭଦ୍ରା। ମା ସୁଭଦ୍ରା ସେବାୟତଙ୍କ ଦ୍ୱାରା ଚାଲିଆସିଛନ୍ତି ରଥକୁ। ଦୁଇ ଭାଇଙ୍କ ସହ ଯିବେ ମାଉସୀ ଘର। ପୋଡ଼ ପିଠା ଖାଇ ସାରିବା ପରେ ଯିବେ ଜନ୍ମବେଦିକୁ। ଭଉଣୀ ସୁଭଦ୍ରାଙ୍କ ପରେ ଟାହିଆ ଦୋହଲାଇ ଦୋହଲାଇ ସିଂହଦ୍ୱାର ବାହାରକୁ ଛୁଟି ଆସିଛନ୍ତି ମହାପ୍ରଭୁ। ରଥକୁ ସବୁଠାରୁ ବିଳମ୍ବରେ ଆସନ୍ତି ମହାପ୍ରଭୁ। ନାଚି ନାଚି ଦୋହଲି ଦୋହଲି ଆସନ୍ତି ନଟିଆ ଠାକୁର। ସେ ପରା ବଡ଼ ଠାକୁର, ତାଙ୍କୁ ଦେଖିବା ପାଇଁ କୋଟି କୋଟି ନେତ୍ର ଅପେକ୍ଷାରତ। ଭକ୍ତରଙ୍କୁ ଦର୍ଶନ ଦେବା ପାଇଁ ଦେଉଳ ବାହାରକୁ ଦୋହଲି ଦୋହଲି ଆସି ସାରିଛନ୍ତି ମହାବାହୁ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

12 Jul 2021 By The Sakala

ଧାଡ଼ି ପହଣ୍ଡିରେ ରଥ ଉପରକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଧାଡ଼ି ପହଣ୍ଡିରେ ରଥ ଉପରକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି । ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା। ଅଣସରରୁ ବାହାରିବା ପରେ ମାଉସୀ ଘର ପୋଡ଼ ପିଠା ଆଉ ଜନ୍ମବେଦି କଥା ମନେପଡ଼ିଛି ମହାପ୍ରଭୁଙ୍କର। ସେଥିପାଇଁ ତ ଘରେ ମହାଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କୁ ଧରି ବାହାରିଛନ୍ତି ମହାପ୍ରଭୁ। ବଡ଼ଦାଣ୍ଡରେ ଘଡ଼ ଘଡ଼ ହୋଇ ଜନ୍ମବେଦିକୁ ଗଡ଼ିଯିବେ ନଟିଆ ଠାକୁର ନଟବର। ବଡ଼ଦାଣ୍ଡରେ ପ୍ରସ୍ତୁତ ୩ ରଥ। ପଥବି ତା ଛାତି ଉପରେ ରଥକୁ ଗଡ଼ାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି। ଧାଡ଼ି ପହଣ୍ଡିରେ ରଥ ଉପରକୁ ଛୁଟିଆସିବେ ରତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ସୁଦର୍ଶନ ତାପରେ ବଡ଼ ଠାକୁର ବଳଭଦ୍ର ଏବଂ ତାପରେ ଭଉଣୀ ସୁଭଦ୍ରା, ସର୍ବଶେଷରେ ଟାହିଆ ଦୋହଲାଇ ଆସିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତେବେ ଆରମ୍ଭ ହୋଇଛି ପହଣ୍ଡି।

ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାପୂର୍ତ୍ତି। ପ୍ରଥମେ ସୁଦର୍ଶନଙ୍କ ପରେ ଆରମ୍ଭ ହୋଇଛି ବଳଭଦ୍ରଙ୍କର ପହଣ୍ଡି। ସିଂହଦ୍ୱାରରୁ ଧିରେ ଧିରେ ସେବାୟତଙ୍କ ହାତରେ ବାହାରି ଆସୁଛନ୍ତି ବଡ଼ ଠାକୁର ବଳଭଦ୍ର। ବଡ଼ ଭାଇ ରଥକୁ ଯିବା ପରେ ବଡ଼ ଭାଇଙ୍କ ପଛେ ପଛେ ଦେଉଳ ବହାରକୁ ଛୁଟିଆସିଛନ୍ତି ସୁନାନାକି ଭଉଣୀ ମା ସୁଭଦ୍ରା। ମା ସୁଭଦ୍ରା ସେବାୟତଙ୍କ ଦ୍ୱାରା ଚାଲିଆସିଛନ୍ତି ରଥକୁ। ଦୁଇ ଭାଇଙ୍କ ସହ ଯିବେ ମାଉସୀ ଘର। ପୋଡ଼ ପିଠା ଖାଇ ସାରିବା ପରେ ଯିବେ ଜନ୍ମବେଦିକୁ। ଭଉଣୀ ସୁଭଦ୍ରାଙ୍କ ପରେ ଟାହିଆ ଦୋହଲାଇ ଦୋହଲାଇ ସିଂହଦ୍ୱାର ବାହାରକୁ ଛୁଟି ଆସିଛନ୍ତି ମହାପ୍ରଭୁ। ରଥକୁ ସବୁଠାରୁ ବିଳମ୍ବରେ ଆସନ୍ତି ମହାପ୍ରଭୁ। ନାଚି ନାଚି ଦୋହଲି ଦୋହଲି ଆସନ୍ତି ନଟିଆ ଠାକୁର। ସେ ପରା ବଡ଼ ଠାକୁର, ତାଙ୍କୁ ଦେଖିବା ପାଇଁ କୋଟି କୋଟି ନେତ୍ର ଅପେକ୍ଷାରତ। ଭକ୍ତରଙ୍କୁ ଦର୍ଶନ ଦେବା ପାଇଁ ଦେଉଳ ବାହାରକୁ ଦୋହଲି ଦୋହଲି ଆସି ସାରିଛନ୍ତି ମହାବାହୁ।

https://www.thesakala.in/latest-odisha-news/the-fourth-idol-came-up-in-a-chariot/article-3686
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର