ବସ୍- ବାଇକ୍ ମୁହାଁମୁହିଁ ଧକ୍କା: ୨ମୃତ, ଜଣେ ଗୁରୁତର

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତୁମଲିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଓ ବାଇକ ମଧ୍ଯରେ ମୁହାଁମୁହିଁ ଧକ୍କା  ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ ଘଟିିଥିବା ବେଳେ ଓ ଅନ୍ୟ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ସୁନ୍ଦରଗଡ଼ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ହେଲେ ଗୋପାଳପୁର ଅଞ୍ଚଳର ଶ୍ୟାମ ଗିଦିଲି  ଓ  ସୁରଜ ପାଣ୍ଡେ। ଗୁରୁତର ଆହତ ଜଣକ ନାଁ ଓମ ପ୍ରକାଶ […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତୁମଲିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଓ ବାଇକ ମଧ୍ଯରେ ମୁହାଁମୁହିଁ ଧକ୍କା  ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ ଘଟିିଥିବା ବେଳେ ଓ ଅନ୍ୟ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ସୁନ୍ଦରଗଡ଼ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ହେଲେ ଗୋପାଳପୁର ଅଞ୍ଚଳର ଶ୍ୟାମ ଗିଦିଲି  ଓ  ସୁରଜ ପାଣ୍ଡେ। ଗୁରୁତର ଆହତ ଜଣକ ନାଁ ଓମ ପ୍ରକାଶ ଭଇସାଲ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

14 Dec 2022 By The Sakala

ବସ୍- ବାଇକ୍ ମୁହାଁମୁହିଁ ଧକ୍କା: ୨ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତୁମଲିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଓ ବାଇକ ମଧ୍ଯରେ ମୁହାଁମୁହିଁ ଧକ୍କା  ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ ଘଟିିଥିବା ବେଳେ ଓ ଅନ୍ୟ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ସୁନ୍ଦରଗଡ଼ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ହେଲେ ଗୋପାଳପୁର ଅଞ୍ଚଳର ଶ୍ୟାମ ଗିଦିଲି  ଓ  ସୁରଜ ପାଣ୍ଡେ। ଗୁରୁତର ଆହତ ଜଣକ ନାଁ ଓମ ପ୍ରକାଶ ଭଇସାଲ ବୋଲି ଜଣାପଡ଼ିଛି।

https://www.thesakala.in/latest-odisha-news/sundargarh/bus-bike-collision-2-dead-one-critical/article-17360
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର