ଡିବିରିରୁ ନିଆଁ ଲାଗି ଯୁବତୀ ଜୀବନ୍ତ ଦଗ୍ଧ

The Sakala Picture
Published On

ବଣାଇ:  ସୁନ୍ଦରଗଡ଼ ଜିଲ୍ଲା ବଣାଇରେ  ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗି ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ଭାଲୁଡୁଙ୍ଗୁରି ଗାଁର ସ୍ୱପ୍ନେଶ୍ୱରୀ ମୁଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏପରି ଦୁଃଖଦ ଘଟଣା ଘଟିଛି। ସମସ୍ତେ ଶୋଇଥିବା ବେଳେ ଡିବିରି ନେଇ ଯାଉଥିବା ବେଳେ ଯୁବତୀଙ୍କ ଡ୍ରେସରେ ଲାଗିଥିଲା ନିଆଁ । ଜୀବନ ବଞ୍ଚାଇବାକୁ ଚିତ୍କାର କରିଥିଲେ ଯୁବତୀ । ପରିବାର ଲୋକ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି […]

ବଣାଇ:  ସୁନ୍ଦରଗଡ଼ ଜିଲ୍ଲା ବଣାଇରେ  ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗି ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ସୂଚନା ଅନୁଯାୟୀ, ଭାଲୁଡୁଙ୍ଗୁରି ଗାଁର ସ୍ୱପ୍ନେଶ୍ୱରୀ ମୁଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏପରି ଦୁଃଖଦ ଘଟଣା ଘଟିଛି। ସମସ୍ତେ ଶୋଇଥିବା ବେଳେ ଡିବିରି ନେଇ ଯାଉଥିବା ବେଳେ ଯୁବତୀଙ୍କ ଡ୍ରେସରେ ଲାଗିଥିଲା ନିଆଁ । ଜୀବନ ବଞ୍ଚାଇବାକୁ ଚିତ୍କାର କରିଥିଲେ ଯୁବତୀ । ପରିବାର ଲୋକ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ ଯୁବତୀ ଜଣଙ୍କ ଲହୁଣୀପଡାର ଏକ କଲେଜରେ ଯୁକ୍ତ ୩ରେ ପଢୁଥିଲେ । ବଣାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

14 Dec 2021 By The Sakala

ଡିବିରିରୁ ନିଆଁ ଲାଗି ଯୁବତୀ ଜୀବନ୍ତ ଦଗ୍ଧ

ବଣାଇ:  ସୁନ୍ଦରଗଡ଼ ଜିଲ୍ଲା ବଣାଇରେ  ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗି ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ଭାଲୁଡୁଙ୍ଗୁରି ଗାଁର ସ୍ୱପ୍ନେଶ୍ୱରୀ ମୁଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏପରି ଦୁଃଖଦ ଘଟଣା ଘଟିଛି। ସମସ୍ତେ ଶୋଇଥିବା ବେଳେ ଡିବିରି ନେଇ ଯାଉଥିବା ବେଳେ ଯୁବତୀଙ୍କ ଡ୍ରେସରେ ଲାଗିଥିଲା ନିଆଁ । ଜୀବନ ବଞ୍ଚାଇବାକୁ ଚିତ୍କାର କରିଥିଲେ ଯୁବତୀ । ପରିବାର ଲୋକ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ ଯୁବତୀ ଜଣଙ୍କ ଲହୁଣୀପଡାର ଏକ କଲେଜରେ ଯୁକ୍ତ ୩ରେ ପଢୁଥିଲେ । ବଣାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/sundargarh/the-young-girl-was-burned-in-fire/article-7586
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର