ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବାବେଳେ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

The Sakala Picture
Published On

ରାଉରକେଲା: ରାଉରକେଲା ସହରରୁ ପୁଣି ଟଙ୍କା ଲୁଟ। ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ସାତତାଲା ରିଙ୍ଗ ରୋଡ ନିକଟରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଟଙ୍କା ବ୍ୟାଗ ଝାମ୍ପିନେବା ପରେ ୨ ବାଇକ ଆରୋହୀ ଚମ୍ପଟ ମାରିଥିଲେ ।ଆଇ ଡି ସି କଲୁଙ୍ଗା ଠାରେ ଥିବା ଶିବାନିଆ ଷ୍ଟିଲ ଇଷ୍ଡଷ୍ଟ୍ରୀର କର୍ମଚାରୀ ପ୍ରଦୀପ ଚେଲଙ୍କଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ। ଦୁଇଜଣ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ। ଅଭିଯୋଗ ପରେ […]

ରାଉରକେଲା: ରାଉରକେଲା ସହରରୁ ପୁଣି ଟଙ୍କା ଲୁଟ। ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ସାତତାଲା ରିଙ୍ଗ ରୋଡ ନିକଟରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଟଙ୍କା ବ୍ୟାଗ ଝାମ୍ପିନେବା ପରେ ୨ ବାଇକ ଆରୋହୀ ଚମ୍ପଟ ମାରିଥିଲେ ।ଆଇ ଡି ସି କଲୁଙ୍ଗା ଠାରେ ଥିବା ଶିବାନିଆ ଷ୍ଟିଲ ଇଷ୍ଡଷ୍ଟ୍ରୀର କର୍ମଚାରୀ ପ୍ରଦୀପ ଚେଲଙ୍କଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ। ଦୁଇଜଣ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ। ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଟଙ୍କା ନେଇ କଲୁଙ୍ଗା ଯାଉଥିବା ବେଳେ ଟଙ୍କା ଲୁଟ ହୋଇଥିବା ଅଭିଯୋଗ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

୨୪ ଘଣ୍ଟାରେ ରାଉରକେଲାରେ ଏହା ଦ୍ୱିତୀୟ ଲୁଟ୍ । ଗତକାଲି ଉଦିତ ନଗର ଥାନା ଅଞ୍ଚଳରେ ହୋଇଥିଲା ଲୁଟ୍ । ବ୍ୟବସାୟୀଙ୍କଠାରୁ ୧୪ ଲକ୍ଷ ୯୩ ହଜାର ଲୁଟ ହୋଇଥିଲା ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର