ବିଲୁଆ ଆକ୍ରମଣରେ ବନ କର୍ମଚାରୀଙ୍କ ସମେତ ୯ ଆହତ

The Sakala Picture
Published On

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ସଲଙ୍ଗାବୁଡ ଗ୍ରାମରେ ବିଲୁଆ ଆତଙ୍କ । ବିଲୁଆ କାମୁଡାରେ ୯ ଜଣ ଆହତ ହୋଇଛନ୍ତି। ସେଥିରେ ୬ ଜଣ ଗ୍ରାମବାସୀଙ୍କ ସହିତ ୩ଜଣ ବନ କର୍ମଚାରୀ ରହିଛନ୍ତି। ଦୁଇଜଣ ଗ୍ରାମବାସୀଙ୍କ ଅବସ୍ଥା ଗୁରୁତର ରହିଛି। ବିଳମ୍ବିତ ରାତିରେ ସଲଙ୍ଗାବୁଡ଼ ଗାଁ ଭିତରକୁ ବିଲୁଆ ପଶିଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବନ କର୍ମଚାରୀମାନେ ଉକ୍ତ ବିଲୁଆକୁ କାବୁ କରିବାକୁ ଯାଇଥିବା ବେଳେ ତିନି ଜଣ ବନ କର୍ମଚାରୀଙ୍କୁ ବିଲୁଆ କାମୁଡି ଆହତ କରିଥିବା ଜଣାପଡ଼ିଛି। […]

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ସଲଙ୍ଗାବୁଡ ଗ୍ରାମରେ ବିଲୁଆ ଆତଙ୍କ । ବିଲୁଆ କାମୁଡାରେ ୯ ଜଣ ଆହତ ହୋଇଛନ୍ତି। ସେଥିରେ ୬ ଜଣ ଗ୍ରାମବାସୀଙ୍କ ସହିତ ୩ଜଣ ବନ କର୍ମଚାରୀ ରହିଛନ୍ତି। ଦୁଇଜଣ ଗ୍ରାମବାସୀଙ୍କ ଅବସ୍ଥା ଗୁରୁତର ରହିଛି। ବିଳମ୍ବିତ ରାତିରେ ସଲଙ୍ଗାବୁଡ଼ ଗାଁ ଭିତରକୁ ବିଲୁଆ ପଶିଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବନ କର୍ମଚାରୀମାନେ ଉକ୍ତ ବିଲୁଆକୁ କାବୁ କରିବାକୁ ଯାଇଥିବା ବେଳେ ତିନି ଜଣ ବନ କର୍ମଚାରୀଙ୍କୁ ବିଲୁଆ କାମୁଡି ଆହତ କରିଥିବା ଜଣାପଡ଼ିଛି। ବିଲୁଆକୁ ଧରିବା ପାଇଁ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀଙ୍କ ସହିତ ରେଞ୍ଜର ଓ ଏସିଏଫ ଉପସ୍ଥିତ ଅଛନ୍ତି। ଏ ନେଇ ସୁନ୍ଦରଗଡ଼ ଡିଏଫଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

11 Sep 2022 By The Sakala

ବିଲୁଆ ଆକ୍ରମଣରେ ବନ କର୍ମଚାରୀଙ୍କ ସମେତ ୯ ଆହତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ସଲଙ୍ଗାବୁଡ ଗ୍ରାମରେ ବିଲୁଆ ଆତଙ୍କ । ବିଲୁଆ କାମୁଡାରେ ୯ ଜଣ ଆହତ ହୋଇଛନ୍ତି। ସେଥିରେ ୬ ଜଣ ଗ୍ରାମବାସୀଙ୍କ ସହିତ ୩ଜଣ ବନ କର୍ମଚାରୀ ରହିଛନ୍ତି। ଦୁଇଜଣ ଗ୍ରାମବାସୀଙ୍କ ଅବସ୍ଥା ଗୁରୁତର ରହିଛି। ବିଳମ୍ବିତ ରାତିରେ ସଲଙ୍ଗାବୁଡ଼ ଗାଁ ଭିତରକୁ ବିଲୁଆ ପଶିଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବନ କର୍ମଚାରୀମାନେ ଉକ୍ତ ବିଲୁଆକୁ କାବୁ କରିବାକୁ ଯାଇଥିବା ବେଳେ ତିନି ଜଣ ବନ କର୍ମଚାରୀଙ୍କୁ ବିଲୁଆ କାମୁଡି ଆହତ କରିଥିବା ଜଣାପଡ଼ିଛି। ବିଲୁଆକୁ ଧରିବା ପାଇଁ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀଙ୍କ ସହିତ ରେଞ୍ଜର ଓ ଏସିଏଫ ଉପସ୍ଥିତ ଅଛନ୍ତି। ଏ ନେଇ ସୁନ୍ଦରଗଡ଼ ଡିଏଫଓ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/sundargarh/9-injured-including-forest-staff-in-jackalattack/article-14864
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର