ଚାନ୍ଦିପୁରରେ ଆକାଶ ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ବର : ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଆକାଶ ପ୍ରାଇମର ସଫଳ ପରୀକ୍ଷଣ ହୋଇଛି। ଅପରାହ୍ଣ ସାଢେ ୪ଟା ବେଳେ ଚାନ୍ଦିପୁର ଆଇଟିଆର୍ ଟେଷ୍ଟିଂ ରେଞ୍ଜରେ ଆକାଶ ମିସାଇଲକୁ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିବା ନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ(ଡିଆର୍ଡିଓ) ପକ୍ଷରୁ ସୂଚନା ଦିଆଯାଇଛି । DRDO today conducts Successful Maiden Flight Test of Akash Prime Missile from Integrated Test Range (ITR), Chandipur, Odisha. pic.twitter.com/QlvMHtTWVj […]
ବାଲେଶ୍ବର : ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଆକାଶ ପ୍ରାଇମର ସଫଳ ପରୀକ୍ଷଣ ହୋଇଛି। ଅପରାହ୍ଣ ସାଢେ ୪ଟା ବେଳେ ଚାନ୍ଦିପୁର ଆଇଟିଆର୍ ଟେଷ୍ଟିଂ ରେଞ୍ଜରେ ଆକାଶ ମିସାଇଲକୁ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିବା ନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ(ଡିଆର୍ଡିଓ) ପକ୍ଷରୁ ସୂଚନା ଦିଆଯାଇଛି ।
DRDO today conducts Successful Maiden Flight Test of Akash Prime Missile from Integrated Test Range (ITR), Chandipur, Odisha. pic.twitter.com/QlvMHtTWVj
ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି— DRDO (@DRDO_India) September 27, 2021
ଏହି କ୍ଷେପଣାସ୍ତ୍ରଟି ଏକ ଆକାଶରେ ଉଡ଼ୁଥିବା ଏକ ମାନବବିହୀନ ବିମାନକୁ ସଫଳତାର ସହ ଧ୍ବଂସ କରିଦେଇଥିଲା । ଆକାଶ କ୍ଷେପଣାସ୍ତ୍ରର ଏକ ଉନ୍ନତ ସଂସ୍କରଣ କୁହାଯାଉଥିବା ଆକାଶ ପ୍ରାଇମର ଏକା ପ୍ରଥମ ପରୀକ୍ଷଣ ।
ଚାନ୍ଦିପୁରରେ ଆକାଶ ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ବର : ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଆକାଶ ପ୍ରାଇମର ସଫଳ ପରୀକ୍ଷଣ ହୋଇଛି। ଅପରାହ୍ଣ ସାଢେ ୪ଟା ବେଳେ ଚାନ୍ଦିପୁର ଆଇଟିଆର୍ ଟେଷ୍ଟିଂ ରେଞ୍ଜରେ ଆକାଶ ମିସାଇଲକୁ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିବା ନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ(ଡିଆର୍ଡିଓ) ପକ୍ଷରୁ ସୂଚନା ଦିଆଯାଇଛି ।
DRDO today conducts Successful Maiden Flight Test of Akash Prime Missile from Integrated Test Range (ITR), Chandipur, Odisha. pic.twitter.com/QlvMHtTWVj
— DRDO (@DRDO_India) September 27, 2021