ଶିକ୍ଷକଙ୍କ ପ୍ରୟାସରେ ସ୍କୁଲ ପରିସର ପାଲଟିଲା ଫୁଲ ବଗିଚା

The Sakala Picture
Published On

ବୀରମହାରାଜପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷା ବ୍ଲକ କର୍ଡାପାଲ କ୍ଲଷ୍ଟର ଅନ୍ତର୍ଗତ ପୁଲେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଏବେ ଫୁଲ ବଗିଚାରେ ପରିଣର ହୋଇଛି। ଗତ ଦୁଇମାସ ପୂର୍ବରୁ ଅନାବନା ଲଟାବୁଦାରେ ପରିପୂର୍ଣ୍ଣ ଥିଲା। ଗତ ଜାନୁୟାରୀ ୨୬ ତାରିଖରେ ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାରଙ୍କ ପରାମର୍ଶକ୍ରମେ ସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ସ୍କୁଲର କର୍ମଚାରୀମାନେ ବିଦ୍ୟାଳୟ ପରିସରର ଲଟାବୁଦା, ଅନାବନା ଗଛ ସଫା କରିଥିଲେ। ପରେ ବିଭିନ୍ନ ପ୍ରକାରର ଫୁଲଗଛ, […]

ବୀରମହାରାଜପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷା ବ୍ଲକ କର୍ଡାପାଲ କ୍ଲଷ୍ଟର ଅନ୍ତର୍ଗତ ପୁଲେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଏବେ ଫୁଲ ବଗିଚାରେ ପରିଣର ହୋଇଛି। ଗତ ଦୁଇମାସ ପୂର୍ବରୁ ଅନାବନା ଲଟାବୁଦାରେ ପରିପୂର୍ଣ୍ଣ ଥିଲା। ଗତ ଜାନୁୟାରୀ ୨୬ ତାରିଖରେ ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାରଙ୍କ ପରାମର୍ଶକ୍ରମେ ସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ସ୍କୁଲର କର୍ମଚାରୀମାନେ ବିଦ୍ୟାଳୟ ପରିସରର ଲଟାବୁଦା, ଅନାବନା ଗଛ ସଫା କରିଥିଲେ। ପରେ ବିଭିନ୍ନ ପ୍ରକାରର ଫୁଲଗଛ, ଓ ସୋ ଗଛକୁ ଏଠାରେ ଲଗାଇଥିଲେ। ଏହାପରେ ଶିକ୍ଷକଙ୍କ ଦେଖାଶୁଣାରେ ଗଛ ସବୁ ବଢିବାକୁ ଲାଗିଥିଲା। ଏବେ ଏହି ଗଛଗୁଡିକରେ ରଙ୍ଗ ବେରଙ୍ଗର ଫୁଲ ଫୁଟିଛି। ଯାହା ସ୍କୁଲ ପରିବେଶକୁ ଆକର୍ଷଣୀୟ କରିବା ସହ ସ୍କୁଲର ଶୋଭାବୃଦ୍ଧି କରିଛି। ସ୍କୁଲକୁ ଏହି ସୁନ୍ଦର ରୂପ ଦେବାରେ ବିଦ୍ୟାଳୟର ଶିକ୍ଷକ ଜ୍ଞାନବନ୍ଧୁ ମହାକୁର, ଅନନ୍ତ ମିଶ୍ର, ସନ୍ତୋଷ ପଧାନ, ସୁରେନ୍ଦ୍ର ନାଏକ ଏବଂ ସିଆରସିସି ମନୋଜ ଦାଶ ପ୍ରମୁଖ ପ୍ରୟାସ ଜାରି ରଖିଛନ୍ତି।

21 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର