ସ୍କୁଲ ଫି’କୁ କେନ୍ଦ୍ରକରି କୁନି କୁନି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରି ରୁମରେ ବନ୍ଦ କଲା ସ୍କୁଲ କର୍ତ୍ତୃପକ୍ଷ

The Sakala Picture
Published On

ଭୁବନେଶ୍ୱର: ସ୍କୁଲ ଫି’କୁ ନେଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍ ରେ ଉତ୍ତେଜନା । ସଠିକ୍ ସମୟରେ ପିଲାମାନେ ସ୍କୁଲ ଫି ଦେଇନଥିବା ଅଭିଯୋଗରେ କୁନି କୁନି ପିଲାଙ୍କୁ ଲାଇବ୍ରେରି ରୁମରେ ୫ ଘଣ୍ଟା ଯାଏ ବନ୍ଦ କରିଦେଲେ ସ୍କୁଲ କର୍ତ୍ତୃପକ୍ଷ । ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଥିବା ଏକ ଘରୋଇ ସ୍କୁଲରେ ଘଟିଛି ଏହି ଘଟଣା । ଅଟକ ଛାତ୍ରଛାତ୍ରୀମାନେ ନିଜ ଅଭିଭାବଙ୍କୁ ଫି’ ଦେବାକୁ କହିବା ପାଇଁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ […]

ଭୁବନେଶ୍ୱର: ସ୍କୁଲ ଫି’କୁ ନେଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍ ରେ ଉତ୍ତେଜନା । ସଠିକ୍ ସମୟରେ ପିଲାମାନେ ସ୍କୁଲ ଫି ଦେଇନଥିବା ଅଭିଯୋଗରେ କୁନି କୁନି ପିଲାଙ୍କୁ ଲାଇବ୍ରେରି ରୁମରେ ୫ ଘଣ୍ଟା ଯାଏ ବନ୍ଦ କରିଦେଲେ ସ୍କୁଲ କର୍ତ୍ତୃପକ୍ଷ । ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଥିବା ଏକ ଘରୋଇ ସ୍କୁଲରେ ଘଟିଛି ଏହି ଘଟଣା । ଅଟକ ଛାତ୍ରଛାତ୍ରୀମାନେ ନିଜ ଅଭିଭାବଙ୍କୁ ଫି’ ଦେବାକୁ କହିବା ପାଇଁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏହି ଘଟଣାର ପ୍ରତିବାଦ କରି ଅଭିଭାବକମାନେ ଧାରଣା ଦେଇଛନ୍ତି । ସ୍କୁଲ ଆଡମିନ୍ ହେଡଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମାମଲାର ତଦନ୍ତ କରୁଥିବା ବେଳେ ସ୍କୁଲର ପ୍ରଶାସକକୁ ପୋଲିସ ଥାନାରେ ପଚରା ଉଚରା ପାଇଁ ଅଟକ ରଖିଥିବା ଜଣା ପଡ଼ିଛି ।

ଆହୁରି ପଢ଼ନ୍ତୁ: ସନ୍ତାନର ମଙ୍ଗଳ କାମନା କରି ଶ୍ରଦ୍ଧା ଓ ଭକ୍ତିର ସହ ରାଜ୍ୟରେ ପାଳିତ ହେଉଛି ପାରମ୍ପରିକ ‘ଷଠି ଓଷା’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର