ସ୍କୁଲ ପାଚେରି ଭୁଶୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ

The Sakala Picture
Published On

ରାୟଗଡା: ପଦ୍ମପୁର ବ୍ଲକରେ ଅଘଟଣ। ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ବିଚିକଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ନିର୍ମାଣାଧୀନ ପାଚେରି ଭୁଶୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଆହୁତି ଶବର । ସୂଚନା ଅନୁଯାୟୀ, ଆହୁତି ମଧ୍ୟାହ୍ନରେ ପାଚେରି ନିକଟରେ ଠିଆ ହୋଇଥିବାବେଳେ ହଠାତ ତାହା ଭୁଶୁଡ଼ି ପଡ଼ିଥିଲା । ପାଚେରୀ ତଳେ ଚାପି ହୋଇଯାଇଥିଲେ ଆହୁତି । ତାଙ୍କୁ […]

ରାୟଗଡା: ପଦ୍ମପୁର ବ୍ଲକରେ ଅଘଟଣ। ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ବିଚିକଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ନିର୍ମାଣାଧୀନ ପାଚେରି ଭୁଶୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଆହୁତି ଶବର ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ଆଜି ବାଚସ୍ପତିଙ୍କୁ ଭେଟିବ ବିଜେଡି

ସୂଚନା ଅନୁଯାୟୀ, ଆହୁତି ମଧ୍ୟାହ୍ନରେ ପାଚେରି ନିକଟରେ ଠିଆ ହୋଇଥିବାବେଳେ ହଠାତ ତାହା ଭୁଶୁଡ଼ି ପଡ଼ିଥିଲା । ପାଚେରୀ ତଳେ ଚାପି ହୋଇଯାଇଥିଲେ ଆହୁତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍କୁଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ସେପଟେ ଏଭଳି ଏକ ଘକର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

ଆହୁରି ପଢ଼ନ୍ତୁ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା: ବଦଳିଲେ RI ଗୋବିନ୍ଦ ମାହାରୀ

16 Sep 2022 By The Sakala

ସ୍କୁଲ ପାଚେରି ଭୁଶୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ

ରାୟଗଡା: ପଦ୍ମପୁର ବ୍ଲକରେ ଅଘଟଣ। ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ବିଚିକଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ନିର୍ମାଣାଧୀନ ପାଚେରି ଭୁଶୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଆହୁତି ଶବର ।

ସୂଚନା ଅନୁଯାୟୀ, ଆହୁତି ମଧ୍ୟାହ୍ନରେ ପାଚେରି ନିକଟରେ ଠିଆ ହୋଇଥିବାବେଳେ ହଠାତ ତାହା ଭୁଶୁଡ଼ି ପଡ଼ିଥିଲା । ପାଚେରୀ ତଳେ ଚାପି ହୋଇଯାଇଥିଲେ ଆହୁତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍କୁଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ସେପଟେ ଏଭଳି ଏକ ଘକର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର