ବିବାହ ବନ୍ଧନରେ ବାନ୍ଧିହେଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା

The Sakala Picture
Published On

ଅସ୍ତରଙ୍ଗ : ଜୀବନର ନୂଆ ଇନିଂସ ଆରମ୍ଭ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା। ଆଜି କାକଟପୁରର ଦେଉଳି ମଠରେ ଜୀବନ ସାଥୀ ଭାବେ ଅସ୍ତରଙ୍ଗ ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ ଏକମାତ୍ର ସୁକନ୍ୟା ନନ୍ଦିନୀଙ୍କ ସହ ଶୁଭପରିଣୟ ହୋଇଛି। ଏହି ଅବସରରେ ବିଜେଡିର ଅନେକ ନେତା ଓ କର୍ମୀ ଯୋଗ ଦେଇଥିଲେ। ସମ୍ପର୍ଣ୍ଣ ହିନ୍ଦୁ ରୀତିନୀତିରେ ନନ୍ଦିନୀଙ୍କ ମଥାରେ ସିନ୍ଦୁର ଭରିଥିଲେ ଯୁବମନ୍ତ୍ରୀ ତୁଷାରକାନ୍ତି । କାକଟପୁର ସ୍ଥିତ ଦେଉଳିମଠ ଠାରେ ଆଜି ମୋର ଶୁଭବିବାହ ଆୟୁଷ୍ମତୀ […]

ଅସ୍ତରଙ୍ଗ : ଜୀବନର ନୂଆ ଇନିଂସ ଆରମ୍ଭ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା। ଆଜି କାକଟପୁରର ଦେଉଳି ମଠରେ ଜୀବନ ସାଥୀ ଭାବେ ଅସ୍ତରଙ୍ଗ ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ ଏକମାତ୍ର ସୁକନ୍ୟା ନନ୍ଦିନୀଙ୍କ ସହ ଶୁଭପରିଣୟ ହୋଇଛି। ଏହି ଅବସରରେ ବିଜେଡିର ଅନେକ ନେତା ଓ କର୍ମୀ ଯୋଗ ଦେଇଥିଲେ। ସମ୍ପର୍ଣ୍ଣ ହିନ୍ଦୁ ରୀତିନୀତିରେ ନନ୍ଦିନୀଙ୍କ ମଥାରେ ସିନ୍ଦୁର ଭରିଥିଲେ ଯୁବମନ୍ତ୍ରୀ ତୁଷାରକାନ୍ତି ।

ଆହୁରି ପଢ଼ନ୍ତୁ: ପୁଣି ଥାନାରେ ଥାର୍ଡ ଡିଗ୍ରି! ପୋଲିସର ନିସ୍ତୁକ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ମନ୍ତ୍ରୀ ଶ୍ରୀ ବେହେରା ବରଯାତ୍ରୀଙ୍କ ସହ ନିଜ ନିର୍ବାଚନମଣ୍ଡଳୀ କାକଟପୁରର ପ୍ରସିଦ୍ଧ ଦେଉଳିମଠକୁ ଯାଇଥିଲେ। ସେଠାରେ ଅପରାହ୍ନ ସାଢ଼େ ୪ଟାରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦେଉଳିମଠରେ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ପାଇଁ ପ୍ରୀତିଭୋଜନର ଆୟୋଜନ ହୋଇଛି। ସମସ୍ତ ଅତିଥୀଙ୍କ ପାଇଁ ସବୁ ନିରାମିଷ ଖାଇବା ପରଷା ଯାଇଥିଲା।ମନ୍ତ୍ରୀ ହୋଇ ମଧ୍ୟ ନିଜର ସରଳ ଜୀବନ ଯାପନ ପାଇଁ ତୁଷାରକାନ୍ତି ସଦାସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ଏମିତିକି ନିଜ ନିର୍ବନ୍ଧ ଓ ବାହାଘର ମଧ୍ୟ ନିରଡ଼ାମ୍ବର ଭାବେ ଆୟୋଜନ କରିଥିଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

25 Feb 2021 By The Sakala

ବିବାହ ବନ୍ଧନରେ ବାନ୍ଧିହେଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା

ଅସ୍ତରଙ୍ଗ : ଜୀବନର ନୂଆ ଇନିଂସ ଆରମ୍ଭ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା। ଆଜି କାକଟପୁରର ଦେଉଳି ମଠରେ ଜୀବନ ସାଥୀ ଭାବେ ଅସ୍ତରଙ୍ଗ ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ ଏକମାତ୍ର ସୁକନ୍ୟା ନନ୍ଦିନୀଙ୍କ ସହ ଶୁଭପରିଣୟ ହୋଇଛି। ଏହି ଅବସରରେ ବିଜେଡିର ଅନେକ ନେତା ଓ କର୍ମୀ ଯୋଗ ଦେଇଥିଲେ। ସମ୍ପର୍ଣ୍ଣ ହିନ୍ଦୁ ରୀତିନୀତିରେ ନନ୍ଦିନୀଙ୍କ ମଥାରେ ସିନ୍ଦୁର ଭରିଥିଲେ ଯୁବମନ୍ତ୍ରୀ ତୁଷାରକାନ୍ତି ।

ମନ୍ତ୍ରୀ ଶ୍ରୀ ବେହେରା ବରଯାତ୍ରୀଙ୍କ ସହ ନିଜ ନିର୍ବାଚନମଣ୍ଡଳୀ କାକଟପୁରର ପ୍ରସିଦ୍ଧ ଦେଉଳିମଠକୁ ଯାଇଥିଲେ। ସେଠାରେ ଅପରାହ୍ନ ସାଢ଼େ ୪ଟାରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦେଉଳିମଠରେ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ପାଇଁ ପ୍ରୀତିଭୋଜନର ଆୟୋଜନ ହୋଇଛି। ସମସ୍ତ ଅତିଥୀଙ୍କ ପାଇଁ ସବୁ ନିରାମିଷ ଖାଇବା ପରଷା ଯାଇଥିଲା।ମନ୍ତ୍ରୀ ହୋଇ ମଧ୍ୟ ନିଜର ସରଳ ଜୀବନ ଯାପନ ପାଇଁ ତୁଷାରକାନ୍ତି ସଦାସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ଏମିତିକି ନିଜ ନିର୍ବନ୍ଧ ଓ ବାହାଘର ମଧ୍ୟ ନିରଡ଼ାମ୍ବର ଭାବେ ଆୟୋଜନ କରିଥିଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର