ପିତୃହନ୍ତା ପୁଅ : ଶାବଳ ଚୋଟରେ ନେଇଗଲା ବାପାଙ୍କ ଜୀବନ

The Sakala Picture
Published On

ଲମତାପୁଟ : ବାପା ପରିବାର ପାଇଁ ଛାତଟିଏ । ନିଜ ସନ୍ତାନଙ୍କୁ ହାତ ଧରି ଯିଏ ଚାଲିବା ଶିଖାଏ, ସିଏ ହେଉଛନ୍ତି ବାପା। ମୁଣ୍ଡଝାଳ  ତୁଣ୍ଡରେ ମାରି ପରିବାର ମହଁରେ ଯିଏ ଆହର ଦିଏ, ସିଏ ହେଉଛନ୍ତି ବାପା। ପରିବାର ସଦସ୍ୟଙ୍କ ପାଇଁ ସେ ଘରର ମରୁବୀ। ଆପଦ ବିପଦରେ ଯାହାର ଛତ୍ରଛାୟା ତଳେ ସୁରକ୍ଷିତ ରହେ ପରିବାର। ଏମିତି କିଛି ଲେଖା ସହ କାଲି ସୋସିଆଲ ମିଡିଆରେ ଫଟୋ ଛାଇ ଯାଇଥିଲା। କାରଣ କାଲି ଥିଲା […]

ଲମତାପୁଟ : ବାପା ପରିବାର ପାଇଁ ଛାତଟିଏ । ନିଜ ସନ୍ତାନଙ୍କୁ ହାତ ଧରି ଯିଏ ଚାଲିବା ଶିଖାଏ, ସିଏ ହେଉଛନ୍ତି ବାପା। ମୁଣ୍ଡଝାଳ  ତୁଣ୍ଡରେ ମାରି ପରିବାର ମହଁରେ ଯିଏ ଆହର ଦିଏ, ସିଏ ହେଉଛନ୍ତି ବାପା। ପରିବାର ସଦସ୍ୟଙ୍କ ପାଇଁ ସେ ଘରର ମରୁବୀ। ଆପଦ ବିପଦରେ ଯାହାର ଛତ୍ରଛାୟା ତଳେ ସୁରକ୍ଷିତ ରହେ ପରିବାର। ଏମିତି କିଛି ଲେଖା ସହ କାଲି ସୋସିଆଲ ମିଡିଆରେ ଫଟୋ ଛାଇ ଯାଇଥିଲା। କାରଣ କାଲି ଥିଲା ବିଶ୍ବ ପିତୃ ଦିବସ। କାଲି ପିତୃ ଦିବସ ଯାଉ ଯାଉ ଆଜି ଏପରି ଏକ ଖବର କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପେଦାଢାବା ଗାଁରୁ ଆସିଛି ଯାହା ଆପଣଙ୍କ ଆଶ୍ଚର୍ଯ୍ୟ କରିଦେବ । ଗୋଟିଏ ପୁଅ ବାପାଙ୍କ ସମସ୍ତ ସ୍ନେହ ଶ୍ରଦ୍ଧା ଭୁଲିବା ସହ ବାପାଙ୍କ ଜୀବନ ନେଇଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍, ମୋବାଇଲ୍‌ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ପରାମର୍ଶ

ଖବର ଅନୁଯାୟୀ ପେଦାଢାବା ଗାଁର ଡମୁ ଖରାଙ୍କ ସହ ତାଙ୍କ ପୁଅ ତ୍ରିନାଥ ଖରାଙ୍କର କୌଣସି କାରଣକୁ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ବଢିଯାଇଥିଲା । ଶେଷରେ ପୁଅ ରାଗିଯାଇ ଶାବଳରେ ବାପାଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ବାପା ଡମୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ସାଇଣ୍ଟିଫିକ୍‌ ଟିମ୍‌କୁ ମଧ୍ୟ ସୂଚନା ଦିଆଯାଇଛି । ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ତଦନ୍ତକୁ ଜୋରଦାର କରାଯିବ ବୋଲି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜରାସ୍ତାରେ ଚାଷୀ; ସରକାର ଉତ୍ସବ ମନାଉଛନ୍ତି: ବିଜେଡି

20 Jun 2022 By The Sakala

ପିତୃହନ୍ତା ପୁଅ : ଶାବଳ ଚୋଟରେ ନେଇଗଲା ବାପାଙ୍କ ଜୀବନ

ଲମତାପୁଟ : ବାପା ପରିବାର ପାଇଁ ଛାତଟିଏ । ନିଜ ସନ୍ତାନଙ୍କୁ ହାତ ଧରି ଯିଏ ଚାଲିବା ଶିଖାଏ, ସିଏ ହେଉଛନ୍ତି ବାପା। ମୁଣ୍ଡଝାଳ  ତୁଣ୍ଡରେ ମାରି ପରିବାର ମହଁରେ ଯିଏ ଆହର ଦିଏ, ସିଏ ହେଉଛନ୍ତି ବାପା। ପରିବାର ସଦସ୍ୟଙ୍କ ପାଇଁ ସେ ଘରର ମରୁବୀ। ଆପଦ ବିପଦରେ ଯାହାର ଛତ୍ରଛାୟା ତଳେ ସୁରକ୍ଷିତ ରହେ ପରିବାର। ଏମିତି କିଛି ଲେଖା ସହ କାଲି ସୋସିଆଲ ମିଡିଆରେ ଫଟୋ ଛାଇ ଯାଇଥିଲା। କାରଣ କାଲି ଥିଲା ବିଶ୍ବ ପିତୃ ଦିବସ। କାଲି ପିତୃ ଦିବସ ଯାଉ ଯାଉ ଆଜି ଏପରି ଏକ ଖବର କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପେଦାଢାବା ଗାଁରୁ ଆସିଛି ଯାହା ଆପଣଙ୍କ ଆଶ୍ଚର୍ଯ୍ୟ କରିଦେବ । ଗୋଟିଏ ପୁଅ ବାପାଙ୍କ ସମସ୍ତ ସ୍ନେହ ଶ୍ରଦ୍ଧା ଭୁଲିବା ସହ ବାପାଙ୍କ ଜୀବନ ନେଇଯାଇଛି।

ଖବର ଅନୁଯାୟୀ ପେଦାଢାବା ଗାଁର ଡମୁ ଖରାଙ୍କ ସହ ତାଙ୍କ ପୁଅ ତ୍ରିନାଥ ଖରାଙ୍କର କୌଣସି କାରଣକୁ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ବଢିଯାଇଥିଲା । ଶେଷରେ ପୁଅ ରାଗିଯାଇ ଶାବଳରେ ବାପାଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ବାପା ଡମୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ସାଇଣ୍ଟିଫିକ୍‌ ଟିମ୍‌କୁ ମଧ୍ୟ ସୂଚନା ଦିଆଯାଇଛି । ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ତଦନ୍ତକୁ ଜୋରଦାର କରାଯିବ ବୋଲି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର