ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଦେବଝରଣ ଜଳ ପ୍ରପାତରେ ବୁଡ଼ି ବୁର୍ଲା ମେଡିକାଲ୍‌ କଲେଜର ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ

The Sakala Picture
Published On

ସମ୍ବଲପୁର:  ପାଣିରେ ବୁଡ଼ି ବୁର୍ଲା ଭିମସାର୍‌ର ଦୁଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଉଭୟ ବୁର୍ଲା ଭିମସାର୍‌ର ଶେଷ ବର୍ଷର ଛାତ୍ରୀଛାତ୍ରୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ ବୁର୍ଲା ମେଡିକାଲ୍‌ କଲେଜ୍‌ର ୬ ଛାତ୍ରଛାତ୍ରୀ ଆଜି ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତ ବୁଲିଯାଇଥିଲେ। ସେଠାରେ ସାଙ୍ଗ ମାନଙ୍କ ସହ ଗାଧୋଇବା ସମୟରେ ଦୁଇ ଡାକ୍ତରୀ ଛାତ୍ରଛାତ୍ରୀ ବୁଡିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଦୁଇ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। […]

ସମ୍ବଲପୁର:  ପାଣିରେ ବୁଡ଼ି ବୁର୍ଲା ଭିମସାର୍‌ର ଦୁଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଉଭୟ ବୁର୍ଲା ଭିମସାର୍‌ର ଶେଷ ବର୍ଷର ଛାତ୍ରୀଛାତ୍ରୀ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ବୁର୍ଲା ମେଡିକାଲ୍‌ କଲେଜ୍‌ର ୬ ଛାତ୍ରଛାତ୍ରୀ ଆଜି ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତ ବୁଲିଯାଇଥିଲେ। ସେଠାରେ ସାଙ୍ଗ ମାନଙ୍କ ସହ ଗାଧୋଇବା ସମୟରେ ଦୁଇ ଡାକ୍ତରୀ ଛାତ୍ରଛାତ୍ରୀ ବୁଡିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଦୁଇ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ମୃତକ ଛାତ୍ର ଜଣଙ୍କ ନାମ ସନ୍ଦୀପ ପୁରୀ ଓ ଛାତ୍ରୀ ମୋନିକା ମୀନା ବୋଲି ଜଣାପଡିଛି।

26 Jul 2025 By The Sakala

ଦେବଝରଣ ଜଳ ପ୍ରପାତରେ ବୁଡ଼ି ବୁର୍ଲା ମେଡିକାଲ୍‌ କଲେଜର ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ

ସମ୍ବଲପୁର:  ପାଣିରେ ବୁଡ଼ି ବୁର୍ଲା ଭିମସାର୍‌ର ଦୁଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଉଭୟ ବୁର୍ଲା ଭିମସାର୍‌ର ଶେଷ ବର୍ଷର ଛାତ୍ରୀଛାତ୍ରୀ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ବୁର୍ଲା ମେଡିକାଲ୍‌ କଲେଜ୍‌ର ୬ ଛାତ୍ରଛାତ୍ରୀ ଆଜି ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତ ବୁଲିଯାଇଥିଲେ। ସେଠାରେ ସାଙ୍ଗ ମାନଙ୍କ ସହ ଗାଧୋଇବା ସମୟରେ ଦୁଇ ଡାକ୍ତରୀ ଛାତ୍ରଛାତ୍ରୀ ବୁଡିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଦୁଇ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ମୃତକ ଛାତ୍ର ଜଣଙ୍କ ନାମ ସନ୍ଦୀପ ପୁରୀ ଓ ଛାତ୍ରୀ ମୋନିକା ମୀନା ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର