ଭିସୁଟ୍ କୁଳପତି ହେଲେ ବଂଶୀଧର ମାଝି, ୩ ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଭାବେ  ପ୍ରଫେସର ବଂଶୀଧର ମାଝି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ୩ବର୍ଷ ପାଇଁ କୁଳପତି ନିଯୁକ୍ତ ହୋଇଛନ୍ତି ପ୍ରଫେସର ବଂଶୀଧର ମାଝି । ପ୍ରଫେସର ମାଝି ସଂପ୍ରତି ଚେନ୍ନଇର କାଞ୍ଚିପୁରମସ୍ଥିତ ଆଇଆଇଆଇଟିଡିଏମରେ ନିର୍ଦ୍ଦେଶକ ଭାବେ କାର୍ଯ୍ଯ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

28 Jun 2021 By The Sakala

ଭିସୁଟ୍ କୁଳପତି ହେଲେ ବଂଶୀଧର ମାଝି, ୩ ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ

ସମ୍ବଲପୁର: ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଭାବେ  ପ୍ରଫେସର ବଂଶୀଧର ମାଝି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ୩ବର୍ଷ ପାଇଁ କୁଳପତି ନିଯୁକ୍ତ ହୋଇଛନ୍ତି ପ୍ରଫେସର ବଂଶୀଧର ମାଝି । ପ୍ରଫେସର ମାଝି ସଂପ୍ରତି ଚେନ୍ନଇର କାଞ୍ଚିପୁରମସ୍ଥିତ ଆଇଆଇଆଇଟିଡିଏମରେ ନିର୍ଦ୍ଦେଶକ ଭାବେ କାର୍ଯ୍ଯ କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର