ଆକାଶରୁ ଖସିଲା ମୃତ୍ଯୁ: ବଜ୍ରାଘାତରେ ୨୫ ଗାଈ ମୃତ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିିଯାଇଛି। ବଜ୍ରାଘାତରେ ୨୫ ଗାଈଙ୍କ ମୃତ୍ଯୁ ଘଟିଛି। ଗତକାଲି ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା। ଏହି ବଜ୍ରାଘାତ ସମୟରେ ଗାଈ ଗୋଠରେ ଥିବା ଗାଈ ମଧ୍ୟରୁ ୨୫ ଗାଈ ମୃତ ହୋଇଥିବା ବେଳେ କିଛି ଗାଈ ଗୁରୁତର ଓ ସାମାନ୍ୟ ଆହତ ହୋଇଛନ୍ତି। ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଜରେସିଙ୍ଘା ଗାଁରେ ଗାଈସବୁ ଏକ ଗଛମୂଳରେ ଗୋଠରେ ଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। […]

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିିଯାଇଛି। ବଜ୍ରାଘାତରେ ୨୫ ଗାଈଙ୍କ ମୃତ୍ଯୁ ଘଟିଛି। ଗତକାଲି ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା। ଏହି ବଜ୍ରାଘାତ ସମୟରେ ଗାଈ ଗୋଠରେ ଥିବା ଗାଈ ମଧ୍ୟରୁ ୨୫ ଗାଈ ମୃତ ହୋଇଥିବା ବେଳେ କିଛି ଗାଈ ଗୁରୁତର ଓ ସାମାନ୍ୟ ଆହତ ହୋଇଛନ୍ତି। ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଜରେସିଙ୍ଘା ଗାଁରେ ଗାଈସବୁ ଏକ ଗଛମୂଳରେ ଗୋଠରେ ଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨୫ଟି ଗାଈଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

31 Aug 2021 By The Sakala

ଆକାଶରୁ ଖସିଲା ମୃତ୍ଯୁ: ବଜ୍ରାଘାତରେ ୨୫ ଗାଈ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିିଯାଇଛି। ବଜ୍ରାଘାତରେ ୨୫ ଗାଈଙ୍କ ମୃତ୍ଯୁ ଘଟିଛି। ଗତକାଲି ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା। ଏହି ବଜ୍ରାଘାତ ସମୟରେ ଗାଈ ଗୋଠରେ ଥିବା ଗାଈ ମଧ୍ୟରୁ ୨୫ ଗାଈ ମୃତ ହୋଇଥିବା ବେଳେ କିଛି ଗାଈ ଗୁରୁତର ଓ ସାମାନ୍ୟ ଆହତ ହୋଇଛନ୍ତି। ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଜରେସିଙ୍ଘା ଗାଁରେ ଗାଈସବୁ ଏକ ଗଛମୂଳରେ ଗୋଠରେ ଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨୫ଟି ଗାଈଙ୍କ ମୃତ୍ୟୁ ହୋଇଥିଲା।

https://www.thesakala.in/latest-odisha-news/sambalpur/25-cow-dead-due-to-thaunderstorm-sambalpur/article-5048
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର