ମନୋରଞ୍ଜନ
ଓଡ଼ିଶା
୫ଟି ସଚିବଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ବରୀଙ୍କ ପୀଠର ବିକାଶ କାମର ଅଗ୍ରଗତିକୁ ନେଇ କରୁଛନ୍ତି ସମୀକ୍ଷା
ସମ୍ବଲପୁର: ସମ୍ବଲପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନ । ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ୫ଟି ସଚିବ । କେତେବାଟ ଆଗେଇଛି ପଶ୍ଚିମ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ବାସର କେନ୍ଦ୍ରସ୍ଥଳୀ ମାଆ ସମଲେଶ୍ବରୀଙ୍କ ପୀଠର ବିକାଶ କାମ । ଅଗ୍ରଗତିର ସମୀକ୍ଷା ପାଇଁ ମନ୍ଦିରରେ ପହଞ୍ଚିଛନ୍ତି ୫ଟି ସଚିବ । ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରୁଛନ୍ତି । ମନ୍ଦିର ରୂପାନ୍ତରଣ କାମର ଅନୁଧ୍ୟାନ କରୁଛନ୍ତି । ଚଳିତବର୍ଷ ମନ୍ଦିରର […]
ସମ୍ବଲପୁର: ସମ୍ବଲପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନ । ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ୫ଟି ସଚିବ । କେତେବାଟ ଆଗେଇଛି ପଶ୍ଚିମ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ବାସର କେନ୍ଦ୍ରସ୍ଥଳୀ ମାଆ ସମଲେଶ୍ବରୀଙ୍କ ପୀଠର ବିକାଶ କାମ । ଅଗ୍ରଗତିର ସମୀକ୍ଷା ପାଇଁ ମନ୍ଦିରରେ ପହଞ୍ଚିଛନ୍ତି ୫ଟି ସଚିବ । ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରୁଛନ୍ତି । ମନ୍ଦିର ରୂପାନ୍ତରଣ କାମର ଅନୁଧ୍ୟାନ କରୁଛନ୍ତି । ଚଳିତବର୍ଷ ମନ୍ଦିରର ନବକଳେବର ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରିଂ ରୋଡଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳୀ, ସୁଇମିଂ ପୁଲ ଓ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟ କରଣ କରାଯାଉଛି । ପ୍ରଭାବିତ ହେବାକୁ ଥିବା ଜନବସତିକୁ ସ୍ଥାନାନ୍ତରଣ କରି ଦୁର୍ଗାପାଲିଠାରେ ଏକ କଲୋନୀରେ ଅବସ୍ଥାପିତ କରାଯାଉଛି ।
ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ






