ଖୋଲିଲା ହୀରାକୁଦ ଡ୍ୟାମ୍‍ର ଆଉ ୬ ଗେଟ୍‌, ମୋଟ ୨୦ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

The Sakala Picture
Published On

ସମ୍ବଲପୁର: ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ଦ୍ରୁତ ଗତିରେ ବଢ଼ିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ଫଳରେ ହୀରକୁଦର ଆଉ ୬ଟି ଗେଟ୍ ଖାଲାଯାଇଛି । ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୧୩  ଓ ଡାହାଣ ପାର୍ଶ୍ୱରୁ ୭ ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ବର୍ତ୍ତମାନ ୬୧୫. ୬୦ ଫୁଟରେ ଜଳସ୍ତର ପହଞ୍ଚିଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି ତେଣୁ ଆଜି ଯେ […]

ସମ୍ବଲପୁର: ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ଦ୍ରୁତ ଗତିରେ ବଢ଼ିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ଫଳରେ ହୀରକୁଦର ଆଉ ୬ଟି ଗେଟ୍ ଖାଲାଯାଇଛି । ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୧୩  ଓ ଡାହାଣ ପାର୍ଶ୍ୱରୁ ୭ ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ବର୍ତ୍ତମାନ ୬୧୫. ୬୦ ଫୁଟରେ ଜଳସ୍ତର ପହଞ୍ଚିଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି ତେଣୁ ଆଜି ଯେ କୌଣସି ସମୟରେ ଅଧିକ ଗେଟ ଖୋଲାଯିବା ନେଇ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

12 Aug 2022 By The Sakala

ଖୋଲିଲା ହୀରାକୁଦ ଡ୍ୟାମ୍‍ର ଆଉ ୬ ଗେଟ୍‌, ମୋଟ ୨୦ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ଦ୍ରୁତ ଗତିରେ ବଢ଼ିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ଫଳରେ ହୀରକୁଦର ଆଉ ୬ଟି ଗେଟ୍ ଖାଲାଯାଇଛି । ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୧୩  ଓ ଡାହାଣ ପାର୍ଶ୍ୱରୁ ୭ ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ବର୍ତ୍ତମାନ ୬୧୫. ୬୦ ଫୁଟରେ ଜଳସ୍ତର ପହଞ୍ଚିଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି ତେଣୁ ଆଜି ଯେ କୌଣସି ସମୟରେ ଅଧିକ ଗେଟ ଖୋଲାଯିବା ନେଇ ସୂଚନା ମିଳିଛି ।

https://www.thesakala.in/latest-odisha-news/sambalpur/6-more-gates-of-hirakud-dam-have-been-opened/article-14074
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର