ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍’: ଆଜି ପୁଣି ୨ କଲେଜ ଛାତ୍ରୀଙ୍କ ବ୍ୟାଗରୁ ଲୁଟିନେଲେ ମୋବାଇଲ୍

The Sakala Picture
Published On

ଭୁବନେଶ୍ୱର: ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍’ । ପୁଣି ଆଜି ମୋ ବସ୍‌ରୁ ଲୁଟ୍  ହୋଇଛି। ଏଥରକ ଜଣେ  ମାତିଲେ ଲେଡୀ ଲୁଟେରା ଲୁଟ କରିଥିବା ଅଭିଯୋଗ ହୋଇଛି। ଦୁଇ କଲେଜ ଛାତ୍ରୀଙ୍କ ବ୍ୟାଗରୁ ମୋବାଇଲ ନେଇଗଲେ ଲେଡୀ ଲୁଟେରା । ରୁଟ ନମ୍ବର ୧୬ରେ ଜଣେ ବାଣୀବିହାର ଛକରୁ ଉଠିଥିଲେ । ଏହାସହିତ ଅନ୍ୟ ଜଣେ ଛାତ୍ରୀ ଆରଡି କଲେଜରୁ ଚଢ଼ି ପଲାଶୁଣି ଯାଇଥାନ୍ତେ। ହେଲେ ଅଧା ବାଟରେ ରୁଟ ୧୬ ନମ୍ବର ମୋ ବସରୁ […]

ଭୁବନେଶ୍ୱର: ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍’ । ପୁଣି ଆଜି ମୋ ବସ୍‌ରୁ ଲୁଟ୍  ହୋଇଛି। ଏଥରକ ଜଣେ  ମାତିଲେ ଲେଡୀ ଲୁଟେରା ଲୁଟ କରିଥିବା ଅଭିଯୋଗ ହୋଇଛି। ଦୁଇ କଲେଜ ଛାତ୍ରୀଙ୍କ ବ୍ୟାଗରୁ ମୋବାଇଲ ନେଇଗଲେ ଲେଡୀ ଲୁଟେରା । ରୁଟ ନମ୍ବର ୧୬ରେ ଜଣେ ବାଣୀବିହାର ଛକରୁ ଉଠିଥିଲେ । ଏହାସହିତ ଅନ୍ୟ ଜଣେ ଛାତ୍ରୀ ଆରଡି କଲେଜରୁ ଚଢ଼ି ପଲାଶୁଣି ଯାଇଥାନ୍ତେ। ହେଲେ ଅଧା ବାଟରେ ରୁଟ ୧୬ ନମ୍ବର ମୋ ବସରୁ ଲେଡୀ ଲୁଟେରା ତାଙ୍କ ବ୍ୟାଗରୁ ଲୁଟି ନେଇଥିବା ଅଭିଯୋଗ ।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

22 Sep 2022 By The Sakala

ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍’: ଆଜି ପୁଣି ୨ କଲେଜ ଛାତ୍ରୀଙ୍କ ବ୍ୟାଗରୁ ଲୁଟିନେଲେ ମୋବାଇଲ୍

ଭୁବନେଶ୍ୱର: ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍’ । ପୁଣି ଆଜି ମୋ ବସ୍‌ରୁ ଲୁଟ୍  ହୋଇଛି। ଏଥରକ ଜଣେ  ମାତିଲେ ଲେଡୀ ଲୁଟେରା ଲୁଟ କରିଥିବା ଅଭିଯୋଗ ହୋଇଛି। ଦୁଇ କଲେଜ ଛାତ୍ରୀଙ୍କ ବ୍ୟାଗରୁ ମୋବାଇଲ ନେଇଗଲେ ଲେଡୀ ଲୁଟେରା । ରୁଟ ନମ୍ବର ୧୬ରେ ଜଣେ ବାଣୀବିହାର ଛକରୁ ଉଠିଥିଲେ । ଏହାସହିତ ଅନ୍ୟ ଜଣେ ଛାତ୍ରୀ ଆରଡି କଲେଜରୁ ଚଢ଼ି ପଲାଶୁଣି ଯାଇଥାନ୍ତେ। ହେଲେ ଅଧା ବାଟରେ ରୁଟ ୧୬ ନମ୍ବର ମୋ ବସରୁ ଲେଡୀ ଲୁଟେରା ତାଙ୍କ ବ୍ୟାଗରୁ ଲୁଟି ନେଇଥିବା ଅଭିଯୋଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର