ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ କଟକଣା : ଫୁଲ କି ଫୁଲତୋଡ଼ା ନୁହେଁ, ଅନ୍‌ଲାଇନରେ ଜଣାନ୍ତୁ ନବ ବର୍ଷର ଶୁଭେଚ୍ଛା

The Sakala Picture
Published On

ଭୁବନେଶ୍ବର : ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଜାରି ହୋଇଛି ନୂଆବର୍ଷ କଟକଣା। ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଖାସକରି ନୂଆବର୍ଷରେ ଯେପରି କେଉଁଠି ଭିଡ଼ ନହୁଏ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ସରକାର। ଆଉ ଏସବୁ ଭିତରେ ସରକାରୀ କାର୍ୟ୍ୟାଳୟ ପାଇଁ ମଧ୍ୟ କରୋନା କଟକଣା ଲଗାଇଛନ୍ତି ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । […]

ଭୁବନେଶ୍ବର : ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଜାରି ହୋଇଛି ନୂଆବର୍ଷ କଟକଣା। ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଖାସକରି ନୂଆବର୍ଷରେ ଯେପରି କେଉଁଠି ଭିଡ଼ ନହୁଏ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ସରକାର। ଆଉ ଏସବୁ ଭିତରେ ସରକାରୀ କାର୍ୟ୍ୟାଳୟ ପାଇଁ ମଧ୍ୟ କରୋନା କଟକଣା ଲଗାଇଛନ୍ତି ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ଅନେକ ଗୁଡିଏ କଟକଣା ଜାରିକରିଥିବା ବେଳେ ସରକାରୀ କର୍ମଚାୀଙ୍କ ପାର୍ଇ ମଧ୍ୟ କଟକଣା ଜାରି ହୋଇଛି। କଟକଣା ଅନୁସାରେ ସରକାରୀ କାର୍ୟ୍ୟାଳୟରେ ନୂଆବର୍ଷ ପାଳନ କରାଯିବ ନାହିଁ। ସରକାରୀ ଅଫିସରେ ଏକାଧିକ ଲୋକ ଯେପରି ଏକାଠି ନହେବେ ତାହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍ ଫୁଲ କି ଫୁଲ ତୋଡା ନୁହେଁ ଅନଲାଇନ୍ ଯୋଗେ ଶୁଭେଚ୍ଛା ଜଣାଇବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

କୌଣସି ଅଫିସରେ ବି କର୍ମଚାରୀମାନେ ମେଳି ନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍ ସବୁଥର ଭଳି ଫୁଲ ଦେଇ ଶୁଭେଚ୍ଛା ଜଣାଇବା ଉପରେ କଟକଣା ଲଗାଇଛନ୍ତି ସରକାର। ଏହାପୂର୍ବରୁ ସରକାରୀ ଅଫିସରେ ଫୁଲ ଓ ଫୁଲତୋଡ଼ା ଦେଇ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତଥର ଏସବୁ ଉପରେ କଟକଣା ଜାରି କରିଛନ୍ତି ସରକାର।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

31 Dec 2021 By The Sakala

ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ କଟକଣା : ଫୁଲ କି ଫୁଲତୋଡ଼ା ନୁହେଁ, ଅନ୍‌ଲାଇନରେ ଜଣାନ୍ତୁ ନବ ବର୍ଷର ଶୁଭେଚ୍ଛା

ଭୁବନେଶ୍ବର : ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଜାରି ହୋଇଛି ନୂଆବର୍ଷ କଟକଣା। ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଖାସକରି ନୂଆବର୍ଷରେ ଯେପରି କେଉଁଠି ଭିଡ଼ ନହୁଏ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ସରକାର। ଆଉ ଏସବୁ ଭିତରେ ସରକାରୀ କାର୍ୟ୍ୟାଳୟ ପାଇଁ ମଧ୍ୟ କରୋନା କଟକଣା ଲଗାଇଛନ୍ତି ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ଅନେକ ଗୁଡିଏ କଟକଣା ଜାରିକରିଥିବା ବେଳେ ସରକାରୀ କର୍ମଚାୀଙ୍କ ପାର୍ଇ ମଧ୍ୟ କଟକଣା ଜାରି ହୋଇଛି। କଟକଣା ଅନୁସାରେ ସରକାରୀ କାର୍ୟ୍ୟାଳୟରେ ନୂଆବର୍ଷ ପାଳନ କରାଯିବ ନାହିଁ। ସରକାରୀ ଅଫିସରେ ଏକାଧିକ ଲୋକ ଯେପରି ଏକାଠି ନହେବେ ତାହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍ ଫୁଲ କି ଫୁଲ ତୋଡା ନୁହେଁ ଅନଲାଇନ୍ ଯୋଗେ ଶୁଭେଚ୍ଛା ଜଣାଇବାକୁ ପରାମର୍ଶ ଦିଆଯାଇଛି।

କୌଣସି ଅଫିସରେ ବି କର୍ମଚାରୀମାନେ ମେଳି ନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍ ସବୁଥର ଭଳି ଫୁଲ ଦେଇ ଶୁଭେଚ୍ଛା ଜଣାଇବା ଉପରେ କଟକଣା ଲଗାଇଛନ୍ତି ସରକାର। ଏହାପୂର୍ବରୁ ସରକାରୀ ଅଫିସରେ ଫୁଲ ଓ ଫୁଲତୋଡ଼ା ଦେଇ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତଥର ଏସବୁ ଉପରେ କଟକଣା ଜାରି କରିଛନ୍ତି ସରକାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର