ପୋଲତଳୁ ମିଳିଲା ମଣିଷ ପାଦ ଓ ପଞ୍ଜରାହାଡ଼ କଙ୍କାଳ

The Sakala Picture
Published On

ରାୟଗଡ଼ା: ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଗ୍ରାମର ଶ୍ମଶାନ ନାଳରେ ଏକ ମଣିଷ ପାଦ ଓ ପଞ୍ଜରା ହାଡ଼ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଅମ୍ବାଦଳା ଗ୍ରାମର ରଞ୍ଜନ ସ୍ୱାଇଁ ଦିନ ୧୧ଟା ସମୟରେ ମଶାଣି ନାଳକୁ ଶୌଚ ପାଇଁ ଯାଇଥିବା ସମୟରେ ନାଳରେ ରହିଥିବା ପୋଲ ତଳେ ଏକ ମଣିଷ ପାଦ ଓ ପଞ୍ଜରା ହାଡ଼ କଙ୍କାଳ ଦେଖିବାକୁ ପାଇଥିଲେ। ଏନେଇ ରଞ୍ଜନ ଅମ୍ବାଦଳା ଥାନାକୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ […]

ରାୟଗଡ଼ା: ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଗ୍ରାମର ଶ୍ମଶାନ ନାଳରେ ଏକ ମଣିଷ ପାଦ ଓ ପଞ୍ଜରା ହାଡ଼ ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହଙ୍କ ସୂଚନା

ମିଳିଥିବା ସୂଚନା ଅନୁଯାୟୀ, ଅମ୍ବାଦଳା ଗ୍ରାମର ରଞ୍ଜନ ସ୍ୱାଇଁ ଦିନ ୧୧ଟା ସମୟରେ ମଶାଣି ନାଳକୁ ଶୌଚ ପାଇଁ ଯାଇଥିବା ସମୟରେ ନାଳରେ ରହିଥିବା ପୋଲ ତଳେ ଏକ ମଣିଷ ପାଦ ଓ ପଞ୍ଜରା ହାଡ଼ କଙ୍କାଳ ଦେଖିବାକୁ ପାଇଥିଲେ। ଏନେଇ ରଞ୍ଜନ ଅମ୍ବାଦଳା ଥାନାକୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ପୁଲିସ ସେଠାରେ ପହଞ୍ଚି ତାକୁ ଜବତ କରି ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ, ଶିଶୁଭବନ ଛକରେ ଘଟିଥିବା ସଡକ ଦୁର୍ଘଟଣା କେସରେ ମର୍ଡର ଲିଙ୍କ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp