ଶ୍ରୀମନ୍ଦିରରେ ଅଘଟଣ; ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ଜଣେ ସେବାୟତ ଗୁରୁତର

The Sakala Picture
Published On

ପୁରୀ: ପୁରୀ ଶ୍ରୀମନ୍ଦିରରେ ରବିବାର ସକାଳେ ବଡ ଧରଣ ଅଘଟଣ ଘଟିଛି। ପଶ୍ଚିମ ଦ୍ୱାର ନିକଟରେ ଥିବା ନୃସିଂହ ମନ୍ଦିରର ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିଥିବା ଜଣାପଡ଼ିଛି। ଏହି ଅଘଟଣରେ ଜଣେ ସେବାୟତ ଆହତ ହୋଇଛନ୍ତି। ଆହତ ସେବାୟତ ଜଣଙ୍କ ହେଲେ ଜମ୍ବେଶ୍ବର ମହାପାତ୍ର। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇବା ପରେ  ଆହତ ସେବାୟତ ଜମ୍ବେଶ୍ବରଙ୍କ […]

ପୁରୀ: ପୁରୀ ଶ୍ରୀମନ୍ଦିରରେ ରବିବାର ସକାଳେ ବଡ ଧରଣ ଅଘଟଣ ଘଟିଛି। ପଶ୍ଚିମ ଦ୍ୱାର ନିକଟରେ ଥିବା ନୃସିଂହ ମନ୍ଦିରର ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିଥିବା ଜଣାପଡ଼ିଛି। ଏହି ଅଘଟଣରେ ଜଣେ ସେବାୟତ ଆହତ ହୋଇଛନ୍ତି। ଆହତ ସେବାୟତ ଜଣଙ୍କ ହେଲେ ଜମ୍ବେଶ୍ବର ମହାପାତ୍ର। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ‎ସମାଜିକ ବାସନ୍ଦ ପ୍ରଥାକୁ ଉଛେଦ କଲେ ଆରକ୍ଷୀ ନିରୀକ୍ଷକ

ଆହୁରି ପଢ଼ନ୍ତୁ: ‎ମନ୍ଦିର ପ୍ରତିଷ୍ଠା ପାଇଁ ୨୫୫ କଳସ ଯାତ୍ରା

ଖବର ପାଇବା ପରେ  ଆହତ ସେବାୟତ ଜମ୍ବେଶ୍ବରଙ୍କ ପରିବାରଲୋକଙ୍କୁ ଶ୍ରୀ ମନ୍ଦିର ମୁଖ୍ଯ ପ୍ରଶାସକ ଭେଟିଛନ୍ତି। ଜମ୍ବେଶ୍ବରଙ୍କ ସମସ୍ତ ଚିକିତ୍ସା  ଖର୍ଚ୍ଚ ଶ୍ରୀ ମନ୍ଦିର ପ୍ରଶାସନ ବହନ କରିବ ବୋଲି ମୁଖ୍ଯ ପ୍ରଶାସକ ଜଣାଇଛନ୍ତି। ଏଥିସହିତ ଘରୋଇ ହସ୍ପିଟାଲ ସହ ଯୋଗାଯୋଗ ପାଇଁ ଜଣେ ସଂଯୋଜକଙ୍କୁ ନିଯୁକ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ପୁରୀରେ ହୋଟେଲ୍‌ ମାଲିକକୁ ହତ୍ୟା ଘଟଣା: ଅଭିଯୁକ୍ତ ଚନ୍ଦନ ପଲାରକୁ ପୋଲିସ ଏନ୍‌କାଉଣ୍ଟର

ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ବେଢା ମଧ୍ୟରେ ଯେଉଁ ନୃସିଂହ ମନ୍ଦିର ରହିଛି ସେହି ନୃସିଂହ ମନ୍ଦିର ମଧ୍ୟରେ ସେବାୟତ ଜଣଙ୍କ ପୂଜା କରିବାକୁ ଯାଇଥିଲେ । ତେବେ ଉକ୍ତ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ  ନୃସିଂହଙ୍କ ନିକଟରେ ଥିବା ହିରଣ୍ୟକତ୍ସ୍ୟପଙ୍କ ମୂର୍ତ୍ତି ହଠାତ ଖସିପଡ଼ି ସେବାୟତଙ୍କ ଗୋଡରେ ପଡ଼ିଥିଲା । ତେବେ ଉକ୍ତ ପଥର ମୂର୍ତ୍ତିର ଓଜନ ପାଖାପାଖି ୩ରୁ ୪କେଜି ହୋଇଥିବା ଜଣାପଡ଼ିଛି । ତେବେ ମୂର୍ତ୍ତିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ସୂଚନା ମିଳିଛି ।

28 Mar 2021 By The Sakala

ଶ୍ରୀମନ୍ଦିରରେ ଅଘଟଣ; ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ଜଣେ ସେବାୟତ ଗୁରୁତର

ପୁରୀ: ପୁରୀ ଶ୍ରୀମନ୍ଦିରରେ ରବିବାର ସକାଳେ ବଡ ଧରଣ ଅଘଟଣ ଘଟିଛି। ପଶ୍ଚିମ ଦ୍ୱାର ନିକଟରେ ଥିବା ନୃସିଂହ ମନ୍ଦିରର ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିଥିବା ଜଣାପଡ଼ିଛି। ଏହି ଅଘଟଣରେ ଜଣେ ସେବାୟତ ଆହତ ହୋଇଛନ୍ତି। ଆହତ ସେବାୟତ ଜଣଙ୍କ ହେଲେ ଜମ୍ବେଶ୍ବର ମହାପାତ୍ର। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇବା ପରେ  ଆହତ ସେବାୟତ ଜମ୍ବେଶ୍ବରଙ୍କ ପରିବାରଲୋକଙ୍କୁ ଶ୍ରୀ ମନ୍ଦିର ମୁଖ୍ଯ ପ୍ରଶାସକ ଭେଟିଛନ୍ତି। ଜମ୍ବେଶ୍ବରଙ୍କ ସମସ୍ତ ଚିକିତ୍ସା  ଖର୍ଚ୍ଚ ଶ୍ରୀ ମନ୍ଦିର ପ୍ରଶାସନ ବହନ କରିବ ବୋଲି ମୁଖ୍ଯ ପ୍ରଶାସକ ଜଣାଇଛନ୍ତି। ଏଥିସହିତ ଘରୋଇ ହସ୍ପିଟାଲ ସହ ଯୋଗାଯୋଗ ପାଇଁ ଜଣେ ସଂଯୋଜକଙ୍କୁ ନିଯୁକ୍ତ କରାଯାଇଛି।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ବେଢା ମଧ୍ୟରେ ଯେଉଁ ନୃସିଂହ ମନ୍ଦିର ରହିଛି ସେହି ନୃସିଂହ ମନ୍ଦିର ମଧ୍ୟରେ ସେବାୟତ ଜଣଙ୍କ ପୂଜା କରିବାକୁ ଯାଇଥିଲେ । ତେବେ ଉକ୍ତ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ  ନୃସିଂହଙ୍କ ନିକଟରେ ଥିବା ହିରଣ୍ୟକତ୍ସ୍ୟପଙ୍କ ମୂର୍ତ୍ତି ହଠାତ ଖସିପଡ଼ି ସେବାୟତଙ୍କ ଗୋଡରେ ପଡ଼ିଥିଲା । ତେବେ ଉକ୍ତ ପଥର ମୂର୍ତ୍ତିର ଓଜନ ପାଖାପାଖି ୩ରୁ ୪କେଜି ହୋଇଥିବା ଜଣାପଡ଼ିଛି । ତେବେ ମୂର୍ତ୍ତିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର