ଶରଧାବାଲିରେ ପହଞ୍ଚିଲେ ତିନିରଥ

The Sakala Picture
Published On

ପୁରୀ: ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି ଘୋଷ ଯାତ୍ରା । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ରଥଟଣା ସମୟ ପୂର୍ବରୁ ସରିଛି । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା । ପରେ ପରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା ସୁଭଦ୍ରାଙ୍କ ଦେବଦଳନ ରଥ । ପଛରେ ଘର୍ଘର ନାଦରେ ଆସୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି । […]

ପୁରୀ: ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି ଘୋଷ ଯାତ୍ରା । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ରଥଟଣା ସମୟ ପୂର୍ବରୁ ସରିଛି । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା । ପରେ ପରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା ସୁଭଦ୍ରାଙ୍କ ଦେବଦଳନ ରଥ ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ପଛରେ ଘର୍ଘର ନାଦରେ ଆସୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି । ପହଣ୍ଡିରୁ ନେଇ ରଥଟଣା ସବୁକିଛି ଶାନ୍ତିଶୃଙ୍ଖଳା ମଧ୍ୟରେ ସରିଛି । କ୍ରମାଗତ ଦ୍ୱିତୀୟ ବର୍ଷ ମହାମାରୀ କରୋନା ପାଇଁ ଭକ୍ତ ରହିତ ଭାବେ ପାଳନ ହେଉଛି ରଥଯାତ୍ରା । ବଡ଼ଦାଣ୍ଡରେ ବିନା ଭକ୍ତରେ ଚାଲିଛି ପ୍ରଭୁ କାଳିଆଙ୍କ ଲୀଳା ଖେଳା ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି । ବଡ଼ଦାଣ୍ଡକୁ ଆସିବା ଲାଗି ସମସ୍ତଙ୍କୁ ବାରଣ କରାଯାଇଛି । କରୋନା କଟକଣା ମଧ୍ୟରେ ଚାଲିଛି ସମସ୍ତ ନୀତିକାନ୍ତି ।

12 Jul 2021 By The Sakala

ଶରଧାବାଲିରେ ପହଞ୍ଚିଲେ ତିନିରଥ

ପୁରୀ: ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି ଘୋଷ ଯାତ୍ରା । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ରଥଟଣା ସମୟ ପୂର୍ବରୁ ସରିଛି । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା । ପରେ ପରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା ସୁଭଦ୍ରାଙ୍କ ଦେବଦଳନ ରଥ ।

ପଛରେ ଘର୍ଘର ନାଦରେ ଆସୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି । ପହଣ୍ଡିରୁ ନେଇ ରଥଟଣା ସବୁକିଛି ଶାନ୍ତିଶୃଙ୍ଖଳା ମଧ୍ୟରେ ସରିଛି । କ୍ରମାଗତ ଦ୍ୱିତୀୟ ବର୍ଷ ମହାମାରୀ କରୋନା ପାଇଁ ଭକ୍ତ ରହିତ ଭାବେ ପାଳନ ହେଉଛି ରଥଯାତ୍ରା । ବଡ଼ଦାଣ୍ଡରେ ବିନା ଭକ୍ତରେ ଚାଲିଛି ପ୍ରଭୁ କାଳିଆଙ୍କ ଲୀଳା ଖେଳା ।

ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି । ବଡ଼ଦାଣ୍ଡକୁ ଆସିବା ଲାଗି ସମସ୍ତଙ୍କୁ ବାରଣ କରାଯାଇଛି । କରୋନା କଟକଣା ମଧ୍ୟରେ ଚାଲିଛି ସମସ୍ତ ନୀତିକାନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର