ଗାଧୋଇବାବେଳେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ସଲିଳସମାଧି

The Sakala Picture
Published On

ନିମାପଡ଼ା: ଗୋପ ବ୍ଲକ ଡଭାର ପଞ୍ଚାୟତ ମଠସାହି ଗ୍ରାମରେ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁ ପୋଖରୀରେ ଗାଧୋଇବାବେଳେ ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଦୁଇ ଭଉଣୀ ହେଲେ ସ୍ମୃତି ରେଖା (୧୨) ଓ ଶୁଭଶ୍ରୀ ବରାଳ (୯)। ସୂଚନା ଅନୁଯାୟୀ, ସ୍ମୃତି ରେଖା ଓ ଶୁଭଶ୍ରୀ ବରାଳ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜଖୋଜି କରିଥିଲେ। ପରେ ପୋଖରୀ ନିକଟରେ ପାଟି ଶୁଣି […]

ନିମାପଡ଼ା: ଗୋପ ବ୍ଲକ ଡଭାର ପଞ୍ଚାୟତ ମଠସାହି ଗ୍ରାମରେ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁ ପୋଖରୀରେ ଗାଧୋଇବାବେଳେ ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଦୁଇ ଭଉଣୀ ହେଲେ ସ୍ମୃତି ରେଖା (୧୨) ଓ ଶୁଭଶ୍ରୀ ବରାଳ (୯)।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନା ଅନୁଯାୟୀ, ସ୍ମୃତି ରେଖା ଓ ଶୁଭଶ୍ରୀ ବରାଳ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜଖୋଜି କରିଥିଲେ। ପରେ ପୋଖରୀ ନିକଟରେ ପାଟି ଶୁଣି ଯିବା ପରେ ସ୍ଥାନୀୟଲୋକେ ଉଭୟଙ୍କୁ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର