ପୟାଶ୍ରାଦ୍ଧ ଓ ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

The Sakala Picture
Published On

ପୁରୀ:  ଶ୍ରୀକ୍ଷେତ୍ରରେ ଆଜି ପୟାଶ୍ରାଦ୍ଧ ବା ଦୀପାବଳି ଉତ୍ସବ ପାଳନ କରାଯାଉଛି । ପିତୃଲୋକଙ୍କ ଉଦ୍ଦେଶ୍ୟରେ ଆଜି ବଡ଼ବଡ଼ିଆ ଡକାଯିବାର ପରମ୍ପରା ରହିଛି। ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାଇ ଦେଇଥାନ୍ତି। ପିତୃପୁରୁଷଙ୍କ ଶ୍ରାଦ୍ଧ, ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏଥିପାଇଁ ଶ୍ରୀମନ୍ଦିର ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତେବେ ପରାଗକୁ ନଜରରେ ରଖି ଆଜି […]

ପୁରୀ:  ଶ୍ରୀକ୍ଷେତ୍ରରେ ଆଜି ପୟାଶ୍ରାଦ୍ଧ ବା ଦୀପାବଳି ଉତ୍ସବ ପାଳନ କରାଯାଉଛି । ପିତୃଲୋକଙ୍କ ଉଦ୍ଦେଶ୍ୟରେ ଆଜି ବଡ଼ବଡ଼ିଆ ଡକାଯିବାର ପରମ୍ପରା ରହିଛି। ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାଇ ଦେଇଥାନ୍ତି। ପିତୃପୁରୁଷଙ୍କ ଶ୍ରାଦ୍ଧ, ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏଥିପାଇଁ ଶ୍ରୀମନ୍ଦିର ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ତେବେ ପରାଗକୁ ନଜରରେ ରଖି ଆଜି ମଧ୍ୟ ରାତ୍ରରୁ ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ଆରମ୍ଭ ହେବା ସହ ଭୋର ୪ଟା ୫୫ ମିନିଟ ସୁଦ୍ଧା ସମସ୍ତ ନିତୀକାନ୍ତି ଶେଷ କରାଯିବ । ଭକ୍ତମାନେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସ୍ଥାନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ତଦାନ ଓ ଶ୍ରାଦ୍ଧ ଦେବେ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସନ୍ଧ୍ଯାରେ ମଧ୍ୟ ଓଡିଆ ରିତିନିତୀ ଅନୁଯାୟୀ ପ୍ରତି ପରିବାର ବଡବଡୁଆଙ୍କ ଉଦେଶ୍ୟରେ କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକିବେ । ଭୋଗ ଲାଗି କରିବାର ବିଧି ବ୍ୟବସ୍ଥା ମଧ୍ୟ ରହିଛି । ବଡ ବଡୁଆଙ୍କୁ ମନେ ପକାଇବାର ଏହି ପରମ୍ପରା ଏବଂ ସେମାନଙ୍କ ପାଇଁ ତିଳ ତର୍ପଣ ଦେବାର ତିଥି ରହିଥାଏ । ସେହିପରି ଦୀପାବଳି ପାଳନ ହେଉଥିବାରୁ ଏହି ଉତ୍ସବକୁ ପୁରପଲିରେ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବେ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

24 Oct 2022 By The Sakala

ପୟାଶ୍ରାଦ୍ଧ ଓ ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ:  ଶ୍ରୀକ୍ଷେତ୍ରରେ ଆଜି ପୟାଶ୍ରାଦ୍ଧ ବା ଦୀପାବଳି ଉତ୍ସବ ପାଳନ କରାଯାଉଛି । ପିତୃଲୋକଙ୍କ ଉଦ୍ଦେଶ୍ୟରେ ଆଜି ବଡ଼ବଡ଼ିଆ ଡକାଯିବାର ପରମ୍ପରା ରହିଛି। ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାଇ ଦେଇଥାନ୍ତି। ପିତୃପୁରୁଷଙ୍କ ଶ୍ରାଦ୍ଧ, ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏଥିପାଇଁ ଶ୍ରୀମନ୍ଦିର ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ତେବେ ପରାଗକୁ ନଜରରେ ରଖି ଆଜି ମଧ୍ୟ ରାତ୍ରରୁ ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ଆରମ୍ଭ ହେବା ସହ ଭୋର ୪ଟା ୫୫ ମିନିଟ ସୁଦ୍ଧା ସମସ୍ତ ନିତୀକାନ୍ତି ଶେଷ କରାଯିବ । ଭକ୍ତମାନେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସ୍ଥାନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ତଦାନ ଓ ଶ୍ରାଦ୍ଧ ଦେବେ ।

ସନ୍ଧ୍ଯାରେ ମଧ୍ୟ ଓଡିଆ ରିତିନିତୀ ଅନୁଯାୟୀ ପ୍ରତି ପରିବାର ବଡବଡୁଆଙ୍କ ଉଦେଶ୍ୟରେ କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକିବେ । ଭୋଗ ଲାଗି କରିବାର ବିଧି ବ୍ୟବସ୍ଥା ମଧ୍ୟ ରହିଛି । ବଡ ବଡୁଆଙ୍କୁ ମନେ ପକାଇବାର ଏହି ପରମ୍ପରା ଏବଂ ସେମାନଙ୍କ ପାଇଁ ତିଳ ତର୍ପଣ ଦେବାର ତିଥି ରହିଥାଏ । ସେହିପରି ଦୀପାବଳି ପାଳନ ହେଉଥିବାରୁ ଏହି ଉତ୍ସବକୁ ପୁରପଲିରେ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର