ପୁରୀ ସମୁଦ୍ରରେ ଅଘଟଣ: ପୁଅ ଆଗରେ ଭାସିଗଲେ ବାପା

The Sakala Picture
Published On

ପୁରୀ:  ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଭାସିଗଲେ ପର୍ଯ୍ଯଟକ। ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା।  ପରିବାର ସହ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ଆଜି ଏହି ଅଭାବନୀୟ ଘଟଣା ଘଟିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥାନରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଭାସିଯାଇଥିବା ପର୍ଯ୍ଯଟକ ଜଣଙ୍କ ହେଉଛନ୍ତି ବାଲେଶ୍ବର ସାଚିନାର ବଂଶୀଧର ବେହେରା ।

ପୁରୀ:  ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଭାସିଗଲେ ପର୍ଯ୍ଯଟକ। ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା।  ପରିବାର ସହ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ଆଜି ଏହି ଅଭାବନୀୟ ଘଟଣା ଘଟିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥାନରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ସୂଚନା ଅନୁଯାୟୀ, ଭାସିଯାଇଥିବା ପର୍ଯ୍ଯଟକ ଜଣଙ୍କ ହେଉଛନ୍ତି ବାଲେଶ୍ବର ସାଚିନାର ବଂଶୀଧର ବେହେରା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର