ପୁରୀର ନାମ ପରିବର୍ତ୍ତନକୁ ନେଇ ୫ଟି ସଚିବଙ୍କୁ ଦାବିପତ୍ର

The Sakala Picture
Published On

ପୁରୀ : ପୁରୀ ନାମ ପରିବର୍ତ୍ତନକୁ ନେଇ ଦ୍ବିମତ ଦେଖାଦେଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଏ ନେଇ ଦାବି ଜୋର ଧରିଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନାମ ପରିବର୍ତ୍ତନ ଆବଶ୍ୟକତା କଣ ଦରକାର ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଭଳି ସ୍ଥିତିରେ ଶନିବାର ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଭେଟି ଦାବିପତ୍ର ଦେଇଛି ଶ୍ରୀଜଗନ୍ନାଥ ସେନା । ଆଜି ସକାଳୁ ୫-ଟି ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର […]

ପୁରୀ : ପୁରୀ ନାମ ପରିବର୍ତ୍ତନକୁ ନେଇ ଦ୍ବିମତ ଦେଖାଦେଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଏ ନେଇ ଦାବି ଜୋର ଧରିଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନାମ ପରିବର୍ତ୍ତନ ଆବଶ୍ୟକତା କଣ ଦରକାର ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଭଳି ସ୍ଥିତିରେ ଶନିବାର ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଭେଟି ଦାବିପତ୍ର ଦେଇଛି ଶ୍ରୀଜଗନ୍ନାଥ ସେନା । ଆଜି ସକାଳୁ ୫-ଟି ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ଚତୁର୍ପାଶ୍ୱର ଉର୍ନତି କରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିଥିଲେ । ମନ୍ଦିର ଦର୍ଶନ ସାରି ଫେରିବା ସମୟରେ ଜଗନ୍ନାଥ ସେନା ପକ୍ଷରୁ ପୁରୀର ନାମ ପରିବର୍ତନ କରିବା ଲାଗି ଏକ ଦାବିପାତ୍ର ପ୍ରଦାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

06 Nov 2021 By The Sakala

ପୁରୀର ନାମ ପରିବର୍ତ୍ତନକୁ ନେଇ ୫ଟି ସଚିବଙ୍କୁ ଦାବିପତ୍ର

ପୁରୀ : ପୁରୀ ନାମ ପରିବର୍ତ୍ତନକୁ ନେଇ ଦ୍ବିମତ ଦେଖାଦେଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଏ ନେଇ ଦାବି ଜୋର ଧରିଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନାମ ପରିବର୍ତ୍ତନ ଆବଶ୍ୟକତା କଣ ଦରକାର ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଭଳି ସ୍ଥିତିରେ ଶନିବାର ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଭେଟି ଦାବିପତ୍ର ଦେଇଛି ଶ୍ରୀଜଗନ୍ନାଥ ସେନା । ଆଜି ସକାଳୁ ୫-ଟି ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ଚତୁର୍ପାଶ୍ୱର ଉର୍ନତି କରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିଥିଲେ । ମନ୍ଦିର ଦର୍ଶନ ସାରି ଫେରିବା ସମୟରେ ଜଗନ୍ନାଥ ସେନା ପକ୍ଷରୁ ପୁରୀର ନାମ ପରିବର୍ତନ କରିବା ଲାଗି ଏକ ଦାବିପାତ୍ର ପ୍ରଦାନ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର