ଜାଣନ୍ତୁ ଭୁବନେଶ୍ବରବାସୀ କେଉଁଠି ନେବେ ମାଗଣା ବୁଷ୍ଟର ଡୋଜ୍….

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା କାଲିଠୁ ମିଳିବ ମାଗଣା ବୁଷ୍ଟର ଡୋଜ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ଏହି ମାଗଣା ବୁଷ୍ଟର ଡୋଜ । ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହି ଡ୍ରାଇଭ ଜାରି ରହିବ । ତେବେ ଭୁବନେଶ୍ବରବାସୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏହି ବୁଷ୍ଟର ଡୋଜ ଦିଆଯିବ। ଏହି ବୁଷ୍ଟର ଡୋଜ୍ ନେବାର ସମୟ ରହିଛି ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ଯନ୍ତ। କିଛି ସମୟ ବ୍ଯବଧାନ ପରେ ପୁଣି ଦିନ ୩ଟାରୁ […]

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା କାଲିଠୁ ମିଳିବ ମାଗଣା ବୁଷ୍ଟର ଡୋଜ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ଏହି ମାଗଣା ବୁଷ୍ଟର ଡୋଜ । ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହି ଡ୍ରାଇଭ ଜାରି ରହିବ । ତେବେ ଭୁବନେଶ୍ବରବାସୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏହି ବୁଷ୍ଟର ଡୋଜ ଦିଆଯିବ। ଏହି ବୁଷ୍ଟର ଡୋଜ୍ ନେବାର ସମୟ ରହିଛି ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ଯନ୍ତ। କିଛି ସମୟ ବ୍ଯବଧାନ ପରେ ପୁଣି ଦିନ ୩ଟାରୁ ସନ୍ଧ୍ଯା ୬ଟା ପର୍ଯ୍ଯନ୍ତ ଏହି ବୁଷ୍ଟର ଡୋଜ ଦିଆଯିବ । ଏ ନେଇ ସ୍ବତନ୍ତ୍ଯ ବ୍ଯବସ୍ଥା କରାଯାଇଛି।  ବୁଷ୍ଟରଡୋଜ ଦିଆଯାଉଥିବ ସ୍ଥାନଗୁଡିକ ହେଲା –

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ସୁଦର୍ଶନ ପଟ୍ଟନାୟକଙ୍କ ଅଭିନବ ବାଲୁକା କଳା: ୨୫୦୦ ଦୀପରେ ସଜେଇଲେ ୨୫ ଫୁଟର ପ୍ରତିକୃତି

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଗୁଜବକୁ ନେଇ ଭୟଭୀତ ହେବାର କାରଣ ନାହିଁ, ସ୍ପଷ୍ଟ କଲେ ଆଇଏମଡି ଡିଜି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର