କିଏ ସେହି ଓଡିଆ ଯୁବକ, ଯାହାକୁ ମୁମ୍ବଇ କ୍ରୁଜରେ ଡ୍ରଗ୍ସ ଯୋଗାଇବା ଅଭିଯୋଗରେ ଗିରଫ କରିଛି ଏନସିବି

The Sakala Picture
Published On

ମୁମ୍ବଇ : କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି ।ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଓଡ଼ିଶାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ୍‌ ୧୧ ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଙ୍ଗ୍‌ଖାନ୍‌ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଛନ୍ତି। ରେଭ୍‌ ପାର୍ଟି ମାମଲାରେ ସୋମବାର ଦୁଇ […]

ମୁମ୍ବଇ : କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି ।ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଓଡ଼ିଶାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ୍‌ ୧୧ ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଙ୍ଗ୍‌ଖାନ୍‌ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ରେଭ୍‌ ପାର୍ଟି ମାମଲାରେ ସୋମବାର ଦୁଇ ଜଣ ସନ୍ଦିଗ୍ଧଙ୍କୁ ଏନ୍‌ସିବି ଗିରଫ କରିଥିଲା। ସେଥିରୁ ଜଣେ ଅଭିଯୁକ୍ତଙ୍କ ଘର ଓଡ଼ିଶାରେ ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଅଳ୍ପ ପରିମାଣର ଡ୍ରଗ୍ସ ମଧ୍ୟ ଜବତ ହୋଇଛି। ତେବେ ଗିରଫ ହୋଇଥିବା ଓଡିଆ ଯୁବକଙ୍କ ନାମ ମନୀଷ ରାଜଗରିଆ ବୋଲି ଜଣାପଡିଛି। ସେ  ଜୁହୁରେ ରହୁଥିଲେ ଏବଂ କ୍ରୁଜରେ ଡ୍ରଗ୍ସ ଯୋଗାଉଥିଲେ । ମନୀଷ  କ୍ରୁଜରେ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗରେ ଗିରଫ କରିଛି ଏନସିବି । ସେପଟେ ଗିରଫ ଅଭିଯୁକ୍ତଙ୍କଠାରୁ ତଥ୍ୟ ଉଗାଳୁଛି ଏନସିବି । କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସେପଟେ ଏନ୍‌ସିବି ଏହି ମାମଲାରେ ୪ ଅୟୋଜକଙ୍କୁ ମଧ୍ୟ ଅଟକ ରଖିଛି। ମଧ୍ୟାହ୍ନ ସୁଦ୍ଧା ସେମାନଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍ ଚାଟରୁ ଆସୁଛି ବିସ୍ଫୋରକ ତଥ୍ୟ । ତାଙ୍କର ଆନ୍ତର୍ଜାତିକ ଡ୍ରଗ୍ସ ଟ୍ରାଫିକିଙ୍ଗ୍ ଲିଙ୍କ୍ ରହିଥିବା ତଦନ୍ତରୁ ଜଣାଯାଇଛି । ଘଟଣାରେ ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଏନସିବି ଗିରଫ କରିଛି । ପ୍ରଥମେ ଆର୍ଯ୍ୟନ ଖାନ, ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ଗିରଫ କରିବା ପରେ ଅନ୍ୟ ୮ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କଲାଣି ଏନସିବି ।ଅଭିଯୁକ୍ତଙ୍କଠାରୁ ଚରସ, ହାସିସ, କୋକେନ, ଏମଡିଏମ ଆଦି ଜବତ ହୋଇଥିଲା । ସେପଟେ ଆସନ୍ତା ୭ ତାରିଖ ଯାଏଁ ଏନସିବି ହେପାଜତକୁ ଯାଇଥିବା ଆର୍ଯ୍ୟନ ଖାନଙ୍କଠାରୁ ଅଧିକରୁ ଅଧିକ ତଥ୍ୟ ମିଳିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

05 Oct 2021 By The Sakala

କିଏ ସେହି ଓଡିଆ ଯୁବକ, ଯାହାକୁ ମୁମ୍ବଇ କ୍ରୁଜରେ ଡ୍ରଗ୍ସ ଯୋଗାଇବା ଅଭିଯୋଗରେ ଗିରଫ କରିଛି ଏନସିବି

ମୁମ୍ବଇ : କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି ।ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଓଡ଼ିଶାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ୍‌ ୧୧ ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଙ୍ଗ୍‌ଖାନ୍‌ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଛନ୍ତି।

ରେଭ୍‌ ପାର୍ଟି ମାମଲାରେ ସୋମବାର ଦୁଇ ଜଣ ସନ୍ଦିଗ୍ଧଙ୍କୁ ଏନ୍‌ସିବି ଗିରଫ କରିଥିଲା। ସେଥିରୁ ଜଣେ ଅଭିଯୁକ୍ତଙ୍କ ଘର ଓଡ଼ିଶାରେ ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଅଳ୍ପ ପରିମାଣର ଡ୍ରଗ୍ସ ମଧ୍ୟ ଜବତ ହୋଇଛି। ତେବେ ଗିରଫ ହୋଇଥିବା ଓଡିଆ ଯୁବକଙ୍କ ନାମ ମନୀଷ ରାଜଗରିଆ ବୋଲି ଜଣାପଡିଛି। ସେ  ଜୁହୁରେ ରହୁଥିଲେ ଏବଂ କ୍ରୁଜରେ ଡ୍ରଗ୍ସ ଯୋଗାଉଥିଲେ । ମନୀଷ  କ୍ରୁଜରେ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗରେ ଗିରଫ କରିଛି ଏନସିବି । ସେପଟେ ଗିରଫ ଅଭିଯୁକ୍ତଙ୍କଠାରୁ ତଥ୍ୟ ଉଗାଳୁଛି ଏନସିବି । କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି ।

ସେପଟେ ଏନ୍‌ସିବି ଏହି ମାମଲାରେ ୪ ଅୟୋଜକଙ୍କୁ ମଧ୍ୟ ଅଟକ ରଖିଛି। ମଧ୍ୟାହ୍ନ ସୁଦ୍ଧା ସେମାନଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍ ଚାଟରୁ ଆସୁଛି ବିସ୍ଫୋରକ ତଥ୍ୟ । ତାଙ୍କର ଆନ୍ତର୍ଜାତିକ ଡ୍ରଗ୍ସ ଟ୍ରାଫିକିଙ୍ଗ୍ ଲିଙ୍କ୍ ରହିଥିବା ତଦନ୍ତରୁ ଜଣାଯାଇଛି । ଘଟଣାରେ ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଏନସିବି ଗିରଫ କରିଛି । ପ୍ରଥମେ ଆର୍ଯ୍ୟନ ଖାନ, ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ଗିରଫ କରିବା ପରେ ଅନ୍ୟ ୮ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କଲାଣି ଏନସିବି ।ଅଭିଯୁକ୍ତଙ୍କଠାରୁ ଚରସ, ହାସିସ, କୋକେନ, ଏମଡିଏମ ଆଦି ଜବତ ହୋଇଥିଲା । ସେପଟେ ଆସନ୍ତା ୭ ତାରିଖ ଯାଏଁ ଏନସିବି ହେପାଜତକୁ ଯାଇଥିବା ଆର୍ଯ୍ୟନ ଖାନଙ୍କଠାରୁ ଅଧିକରୁ ଅଧିକ ତଥ୍ୟ ମିଳିଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର