ନବୀନଙ୍କ ବଡ ଘୋଷଣା : କଳିଙ୍ଗରେ ଆଉ ଏକ ହକି ମହାକୁମ୍ଭ

The Sakala Picture
Published On

ଭୁବନେଶ୍ୱର: ହକିକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ଖେଳାଯିବ ଜୁନିୟର ହକି ବିଶ୍ୱକପ।   ଲୋକସେବା ଭବନରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ ଦ୍ଵାଦଶତମ ଜୁନିୟର ପୁରୁଷ ବିଶ୍ଵକପ ହକି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ଵାଦଶତମ ଜୁନିୟର ପୁରୁଷ ହକି ବିଶ୍ଵକପର  ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି।   ଭୁବନେଶ୍ବରରେ ୨୦୧୮ ପୁରୁଷ […]

ଭୁବନେଶ୍ୱର: ହକିକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ଖେଳାଯିବ ଜୁନିୟର ହକି ବିଶ୍ୱକପ।   ଲୋକସେବା ଭବନରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ ଦ୍ଵାଦଶତମ ଜୁନିୟର ପୁରୁଷ ବିଶ୍ଵକପ ହକି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ଵାଦଶତମ ଜୁନିୟର ପୁରୁଷ ହକି ବିଶ୍ଵକପର  ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ଭୁବନେଶ୍ବରରେ ୨୦୧୮ ପୁରୁଷ ହକି ବିଶ୍ଵକପ ସଫଳତାର ସହ ଆୟୋଜିତ ହୋଇଥିବାବେଳେ ୨୦୨୩ ପୁରୁଷ ହକି ବିଶ୍ଵକପ ଭୁବନେଶ୍ୱର ଓ ରାଉରକେଲାରେ ହେବ। ଏହା ପୂର୍ବରୁ ପୁଣିଥରେ ରାଜ୍ୟ ସରକାର ଜୁନିୟର ପୁରୁଷ ହକି ବିଶ୍ଵକପ ଆୟୋଜନ କରିବାକୁ ଯାଉଛନ୍ତି। ପୂର୍ବରୁ ଦ୍ଵାଦଶତମ ଜୁନିୟର ପୁରୁଷ ବିଶ୍ଵକପ ହକି ଉକ୍ତ ପ୍ରତିଯୋଗିତା ପ୍ରଥମେ ଗୌହାଟୀରେ ଆୟୋଜିତ ହେବାର ଥିଲା । ଆସାମ ସରକାର ଭକ୍ତ ପ୍ରତିଯୋଗିତାରୁ ଓହରି ଯିବା ପରେ ହକି ଇଣ୍ଡିଆ ପକ୍ଷରୁ ଓଡିଶା ସରକାରଙ୍କୁ ପ୍ରତିଯୋଗିତା ନେଇ ପ୍ରସ୍ତାବ ଦିଆଯାଇଥିଲା।

23 Sep 2021 By The Sakala

ନବୀନଙ୍କ ବଡ ଘୋଷଣା : କଳିଙ୍ଗରେ ଆଉ ଏକ ହକି ମହାକୁମ୍ଭ

ଭୁବନେଶ୍ୱର: ହକିକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ଖେଳାଯିବ ଜୁନିୟର ହକି ବିଶ୍ୱକପ।   ଲୋକସେବା ଭବନରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ ଦ୍ଵାଦଶତମ ଜୁନିୟର ପୁରୁଷ ବିଶ୍ଵକପ ହକି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ଵାଦଶତମ ଜୁନିୟର ପୁରୁଷ ହକି ବିଶ୍ଵକପର  ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି।

ଭୁବନେଶ୍ବରରେ ୨୦୧୮ ପୁରୁଷ ହକି ବିଶ୍ଵକପ ସଫଳତାର ସହ ଆୟୋଜିତ ହୋଇଥିବାବେଳେ ୨୦୨୩ ପୁରୁଷ ହକି ବିଶ୍ଵକପ ଭୁବନେଶ୍ୱର ଓ ରାଉରକେଲାରେ ହେବ। ଏହା ପୂର୍ବରୁ ପୁଣିଥରେ ରାଜ୍ୟ ସରକାର ଜୁନିୟର ପୁରୁଷ ହକି ବିଶ୍ଵକପ ଆୟୋଜନ କରିବାକୁ ଯାଉଛନ୍ତି। ପୂର୍ବରୁ ଦ୍ଵାଦଶତମ ଜୁନିୟର ପୁରୁଷ ବିଶ୍ଵକପ ହକି ଉକ୍ତ ପ୍ରତିଯୋଗିତା ପ୍ରଥମେ ଗୌହାଟୀରେ ଆୟୋଜିତ ହେବାର ଥିଲା । ଆସାମ ସରକାର ଭକ୍ତ ପ୍ରତିଯୋଗିତାରୁ ଓହରି ଯିବା ପରେ ହକି ଇଣ୍ଡିଆ ପକ୍ଷରୁ ଓଡିଶା ସରକାରଙ୍କୁ ପ୍ରତିଯୋଗିତା ନେଇ ପ୍ରସ୍ତାବ ଦିଆଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର