ସୁନାବେଡା ଅଭୟାରଣ୍ୟରେ ବାଘ ଆତଙ୍କ ପ୍ରସଙ୍ଗ: ମହାବଳ ନୁହେଁ କଲରାପତରିଆ ବାଘ ବୋଲି ସ୍ପଷ୍ଟ କଲେ ବନ୍ୟପ୍ରାଣୀ ପିସିସିଏଫ

The Sakala Picture
Published On

ନୂଆପଡା: ମହାବଳ ନୁହେଁ କଲରାପତରିଆ ବାଘ, ସ୍ପଷ୍ଟ କଲେ ବନ୍ୟପ୍ରାଣୀ ପିସିସିଏଫ । ନୂଆପଡା ସୁନାବେଡା ଅଭୟାରଣ୍ୟରେ ବାଘ ଆତଙ୍କ ନେଇ ଆସିଛି ପିସିସିଏଫଙ୍କ ବୟାନ । ସୁନାବେଡା ଅଭୟାରଣ୍ୟରେ ଆତଙ୍କ ରଚାଇଥିବା ବାଘଟି ମହାବଳ ନୁହେଁ ବରଂ କଲରାପତରିଆ ବାଘ । ବାଘ ଉପରେ ବନ ବିଭାଗ ନଜର ରଖିଥିବା ମଧ୍ୟ ସେ କହିଛନ୍ତି । ଲୋକଙ୍କୁ ସତର୍କ କରାଇବା ସହ କ୍ଷତିଭରଣା ରାଶି ଦେବା ପାଇଁ ଡିଏଫଓଙ୍କୁ ନିର୍ଦେଶ ଦିଆଯାଇଛି । ସୂଚନା ଯୋଗ୍ୟ, […]

ନୂଆପଡା: ମହାବଳ ନୁହେଁ କଲରାପତରିଆ ବାଘ, ସ୍ପଷ୍ଟ କଲେ ବନ୍ୟପ୍ରାଣୀ ପିସିସିଏଫ । ନୂଆପଡା ସୁନାବେଡା ଅଭୟାରଣ୍ୟରେ ବାଘ ଆତଙ୍କ ନେଇ ଆସିଛି ପିସିସିଏଫଙ୍କ ବୟାନ । ସୁନାବେଡା ଅଭୟାରଣ୍ୟରେ ଆତଙ୍କ ରଚାଇଥିବା ବାଘଟି ମହାବଳ ନୁହେଁ ବରଂ କଲରାପତରିଆ ବାଘ । ବାଘ ଉପରେ ବନ ବିଭାଗ ନଜର ରଖିଥିବା ମଧ୍ୟ ସେ କହିଛନ୍ତି । ଲୋକଙ୍କୁ ସତର୍କ କରାଇବା ସହ କ୍ଷତିଭରଣା ରାଶି ଦେବା ପାଇଁ ଡିଏଫଓଙ୍କୁ ନିର୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପ୍ରକୃତି ସଂରକ୍ଷଣ ଦିବସରେ ‘ସକାଳ’ର ସବୁଜ ଅଭିଯାନ: ରାଜ୍ୟର ବିଭିନ୍ନ ସହରରେ ମାଗଣାରେ ଗଛ ଚାରା ବଣ୍ଟନ

ସୂଚନା ଯୋଗ୍ୟ, ଗତକାଲି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ବାଘ ଘରୁ ଟାଣି ନେଇ ଖାଇ ଯାଇଥିବା ସୂଚନା ମିଳିଥିଲା ।

ଆହୁରି ପଢ଼ନ୍ତୁ: ନିଳାଦ୍ରୀ ବିଜେ ଅବ୍ୟବସ୍ଥା ପ୍ରସଙ୍ଗ: ଉପମୁଖ୍ୟମନ୍ତ୍ରୀ ଓ ବିଜେପି ନେତାଙ୍କ ଚାହାଣି ମଣ୍ଡପରେ ଉପସ୍ଥିତିକୁ ନେଇ ବିଜେଡିର ପ୍ରଶ୍ନ

20 Mar 2023 By The Sakala

ସୁନାବେଡା ଅଭୟାରଣ୍ୟରେ ବାଘ ଆତଙ୍କ ପ୍ରସଙ୍ଗ: ମହାବଳ ନୁହେଁ କଲରାପତରିଆ ବାଘ ବୋଲି ସ୍ପଷ୍ଟ କଲେ ବନ୍ୟପ୍ରାଣୀ ପିସିସିଏଫ

ନୂଆପଡା: ମହାବଳ ନୁହେଁ କଲରାପତରିଆ ବାଘ, ସ୍ପଷ୍ଟ କଲେ ବନ୍ୟପ୍ରାଣୀ ପିସିସିଏଫ । ନୂଆପଡା ସୁନାବେଡା ଅଭୟାରଣ୍ୟରେ ବାଘ ଆତଙ୍କ ନେଇ ଆସିଛି ପିସିସିଏଫଙ୍କ ବୟାନ । ସୁନାବେଡା ଅଭୟାରଣ୍ୟରେ ଆତଙ୍କ ରଚାଇଥିବା ବାଘଟି ମହାବଳ ନୁହେଁ ବରଂ କଲରାପତରିଆ ବାଘ । ବାଘ ଉପରେ ବନ ବିଭାଗ ନଜର ରଖିଥିବା ମଧ୍ୟ ସେ କହିଛନ୍ତି । ଲୋକଙ୍କୁ ସତର୍କ କରାଇବା ସହ କ୍ଷତିଭରଣା ରାଶି ଦେବା ପାଇଁ ଡିଏଫଓଙ୍କୁ ନିର୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟ, ଗତକାଲି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ବାଘ ଘରୁ ଟାଣି ନେଇ ଖାଇ ଯାଇଥିବା ସୂଚନା ମିଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର