ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା: ଗାଡ଼ି ଧକ୍କାରେ ଦୁଇ ମହିଳା ମୃତ, ଜଣେ ଗୁରୁତର

The Sakala Picture
Published On

ନୟାଗଡ଼/ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ସମ୍ପଡ଼ା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଏକ ଅଘଟଣ ଘଟିଯାଇଛି । ସ୍ଥାନୀୟ ସମ୍ପଡ଼ା ଗ୍ରାମରେ ୩ ଜଣ ମହିଳା ଭୋର ସମୟରେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି । ମୃତ ଦୁଇ ଜଣ ହେଲେ ରସାନନ୍ଦ ମାର୍ଥାଙ୍କ ପତ୍ନୀ ମାନସୀ ମାର୍ଥୀ ଓ ଦାଶରଧି ପ୍ରଧାନଙ୍କ ପତ୍ନୀ ଟିକିନା ପ୍ରଧାନ । ଗୁରୁତର ଅବସ୍ଥାରେ ଉପେନ୍ଦ୍ର ପରିଡ଼ା […]

ନୟାଗଡ଼/ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ସମ୍ପଡ଼ା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଏକ ଅଘଟଣ ଘଟିଯାଇଛି । ସ୍ଥାନୀୟ ସମ୍ପଡ଼ା ଗ୍ରାମରେ ୩ ଜଣ ମହିଳା ଭୋର ସମୟରେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି । ମୃତ ଦୁଇ ଜଣ ହେଲେ ରସାନନ୍ଦ ମାର୍ଥାଙ୍କ ପତ୍ନୀ ମାନସୀ ମାର୍ଥୀ ଓ ଦାଶରଧି ପ୍ରଧାନଙ୍କ ପତ୍ନୀ ଟିକିନା ପ୍ରଧାନ । ଗୁରୁତର ଅବସ୍ଥାରେ ଉପେନ୍ଦ୍ର ପରିଡ଼ା ପତ୍ନୀ ସୁରବାଳା ପରିଡ଼ାଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସୂଚନାଅନୁଯାୟୀ, ମାନସୀ ଏବଂ ସୁରବାଳା ଭୋରୁ ପ୍ରାତଃ ଭ୍ରମଣରେ ଯାଉଥିଲେ। ଟିକିନା ପାଣି ଆଣିବାକୁ ରାସ୍ତାରେ ଯାଉଥିଲେ। ଏହି ସମୟରେ ଦଶପଲ୍ଲାରୁ ନୟାଗଡ଼ ଆସୁଥିବା ଏକ ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମାନସୀ ଏବଂ ଟିକିନାଙ୍କ ମୃତ୍ୟୁ ଘଟିଥିଲା । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ବାରମ୍ବାର ଏଭଳି ଦୁର୍ଘଟଣା ବହୁ ଲୋକଙ୍କ ଜୀବନ ନେଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

14 Oct 2021 By The Sakala

ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା: ଗାଡ଼ି ଧକ୍କାରେ ଦୁଇ ମହିଳା ମୃତ, ଜଣେ ଗୁରୁତର

ନୟାଗଡ଼/ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ସମ୍ପଡ଼ା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଏକ ଅଘଟଣ ଘଟିଯାଇଛି । ସ୍ଥାନୀୟ ସମ୍ପଡ଼ା ଗ୍ରାମରେ ୩ ଜଣ ମହିଳା ଭୋର ସମୟରେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି । ମୃତ ଦୁଇ ଜଣ ହେଲେ ରସାନନ୍ଦ ମାର୍ଥାଙ୍କ ପତ୍ନୀ ମାନସୀ ମାର୍ଥୀ ଓ ଦାଶରଧି ପ୍ରଧାନଙ୍କ ପତ୍ନୀ ଟିକିନା ପ୍ରଧାନ । ଗୁରୁତର ଅବସ୍ଥାରେ ଉପେନ୍ଦ୍ର ପରିଡ଼ା ପତ୍ନୀ ସୁରବାଳା ପରିଡ଼ାଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।

ସୂଚନାଅନୁଯାୟୀ, ମାନସୀ ଏବଂ ସୁରବାଳା ଭୋରୁ ପ୍ରାତଃ ଭ୍ରମଣରେ ଯାଉଥିଲେ। ଟିକିନା ପାଣି ଆଣିବାକୁ ରାସ୍ତାରେ ଯାଉଥିଲେ। ଏହି ସମୟରେ ଦଶପଲ୍ଲାରୁ ନୟାଗଡ଼ ଆସୁଥିବା ଏକ ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମାନସୀ ଏବଂ ଟିକିନାଙ୍କ ମୃତ୍ୟୁ ଘଟିଥିଲା । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ବାରମ୍ବାର ଏଭଳି ଦୁର୍ଘଟଣା ବହୁ ଲୋକଙ୍କ ଜୀବନ ନେଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି ।

https://www.thesakala.in/latest-odisha-news/nayagarh/two-women-death-and-one-was-seriously-injured-in-accident/article-6088
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର