ନୟାଗଡ଼ ରେଳଷ୍ଟେସନରେ ଆତଙ୍କରାଜ, କର୍ମଚାରୀଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା

The Sakala Picture
Published On

ନୟାଗଡ଼ : ନୟାଗଡ ଟାଉନ୍ ରେଳ ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ଆତଙ୍କ ଖେଲାଇଛନ୍ତି ନିଶାଖୋର ବ୍ୟକ୍ତି। ୧ ରୁ ଅଧିକ ମଦ୍ୟପ ଯୁବକ ଷ୍ଟେସନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଅଫିସ କାଗଜପତ୍ର ପୋଡ଼ି ଦେଇଛନ୍ତି। ଏହି ଅସାମାଜିକ ଯୁବକଙ୍କ ଆକ୍ରମଣରେ ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନଙ୍କ ମୁଣ୍ଡ ଫାଟିଛି। ସୂଚନାଯୋଗ୍ୟ ଗତକାଲି ୧୫ରୁ ଅଧିକ ଯୁବକ ଷ୍ଟେସନ ସମ୍ମୁଖରେ ବସି ମଦ ପିଉଥିଲେ ଏହାକୁ ଆର ପି ଏଫ ପୁଲିସ ବିରୋଧ […]

ନୟାଗଡ଼ : ନୟାଗଡ ଟାଉନ୍ ରେଳ ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ଆତଙ୍କ ଖେଲାଇଛନ୍ତି ନିଶାଖୋର ବ୍ୟକ୍ତି। ୧ ରୁ ଅଧିକ ମଦ୍ୟପ ଯୁବକ ଷ୍ଟେସନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଅଫିସ କାଗଜପତ୍ର ପୋଡ଼ି ଦେଇଛନ୍ତି। ଏହି ଅସାମାଜିକ ଯୁବକଙ୍କ ଆକ୍ରମଣରେ ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନଙ୍କ ମୁଣ୍ଡ ଫାଟିଛି। ସୂଚନାଯୋଗ୍ୟ ଗତକାଲି ୧୫ରୁ ଅଧିକ ଯୁବକ ଷ୍ଟେସନ ସମ୍ମୁଖରେ ବସି ମଦ ପିଉଥିଲେ ଏହାକୁ ଆର ପି ଏଫ ପୁଲିସ ବିରୋଧ କରିଥିଲେ । ଷ୍ଟେସନରେ ମାତ୍ର ୪ ଜଣ ଆର୍ ପି ଏଫ୍ କର୍ମଚାରୀ ଥିବାରୁ ଏହି ଯୁବକ ମାନେ ସେମାନଙ୍କ ଉପରେ ଭାରି ପଡ଼ିଥିଲେ। ଏହି ଘଟଣା ଦେଖି ଷ୍ଟେସନ ମ୍ୟାନେଜର ଶ୍ରୀ ପ୍ରଧାନ ଘଟଣାସ୍ଥଳକୁ ଆସି ବୁଝାସୁଝା କରିବାରୁ ମଦ୍ୟପ ମାନେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ରକ୍ତାକ୍ତ ହୋଇଥିବା ଷ୍ଟେସନ୍ ମ୍ୟାନେଜରଙ୍କୁ ଆରପିଏଫ କର୍ମଚାରୀମାନେ ଡାକ୍ତରଖାନାକୁ ନେବା ସମୟରେ ଆତଙ୍କ ସୃଷ୍ଟି କରିଥିଲେ ମଦ୍ୟପ ଯୁବକ। ଭଙ୍ଗାରୁଜା କରିବା ସହ ଷ୍ଟେସନ ମାଷ୍ଟରଙ୍କ କାର୍ୟ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। ନିଆଁକୁ ଆରପିଏଫ ନିୟନ୍ତ୍ରଣ କରିଥିବା ବେଳେ ବ୍ୟାପକ କ୍ଷତି ଘଟିଥିବା ଜଣାଯାଇଛି। ତେବେ ଏହି ଅସାମାଜିକ ଯୁବକଙ୍କ ସହିତ ନୟାଗଡ ଏସ୍ପିଙ୍କ କାର୍ୟ୍ୟଳୟ ଜଣେ ପୁଲିସ କନେଷ୍ଟବଳଙ୍କ ସମେତ ଅନ୍ୟ ଦୁଇ ଜଣ ପୁଲିସ କର୍ମଚାରୀ ରହିଥିବା ଥାନାର ଅଭିଯୋଗ ହୋଇଛି। ଏନେଇ ଟାଉନ୍ ଥାନାରେ ସଞ୍ଜୟ ଅଭିଯୋଗ କରିଥିବା ବେଳେ ପୁଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

12 Apr 2021 By The Sakala

ନୟାଗଡ଼ ରେଳଷ୍ଟେସନରେ ଆତଙ୍କରାଜ, କର୍ମଚାରୀଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା

ନୟାଗଡ଼ : ନୟାଗଡ ଟାଉନ୍ ରେଳ ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ଆତଙ୍କ ଖେଲାଇଛନ୍ତି ନିଶାଖୋର ବ୍ୟକ୍ତି। ୧ ରୁ ଅଧିକ ମଦ୍ୟପ ଯୁବକ ଷ୍ଟେସନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଅଫିସ କାଗଜପତ୍ର ପୋଡ଼ି ଦେଇଛନ୍ତି। ଏହି ଅସାମାଜିକ ଯୁବକଙ୍କ ଆକ୍ରମଣରେ ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନଙ୍କ ମୁଣ୍ଡ ଫାଟିଛି। ସୂଚନାଯୋଗ୍ୟ ଗତକାଲି ୧୫ରୁ ଅଧିକ ଯୁବକ ଷ୍ଟେସନ ସମ୍ମୁଖରେ ବସି ମଦ ପିଉଥିଲେ ଏହାକୁ ଆର ପି ଏଫ ପୁଲିସ ବିରୋଧ କରିଥିଲେ । ଷ୍ଟେସନରେ ମାତ୍ର ୪ ଜଣ ଆର୍ ପି ଏଫ୍ କର୍ମଚାରୀ ଥିବାରୁ ଏହି ଯୁବକ ମାନେ ସେମାନଙ୍କ ଉପରେ ଭାରି ପଡ଼ିଥିଲେ। ଏହି ଘଟଣା ଦେଖି ଷ୍ଟେସନ ମ୍ୟାନେଜର ଶ୍ରୀ ପ୍ରଧାନ ଘଟଣାସ୍ଥଳକୁ ଆସି ବୁଝାସୁଝା କରିବାରୁ ମଦ୍ୟପ ମାନେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ରକ୍ତାକ୍ତ ହୋଇଥିବା ଷ୍ଟେସନ୍ ମ୍ୟାନେଜରଙ୍କୁ ଆରପିଏଫ କର୍ମଚାରୀମାନେ ଡାକ୍ତରଖାନାକୁ ନେବା ସମୟରେ ଆତଙ୍କ ସୃଷ୍ଟି କରିଥିଲେ ମଦ୍ୟପ ଯୁବକ। ଭଙ୍ଗାରୁଜା କରିବା ସହ ଷ୍ଟେସନ ମାଷ୍ଟରଙ୍କ କାର୍ୟ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। ନିଆଁକୁ ଆରପିଏଫ ନିୟନ୍ତ୍ରଣ କରିଥିବା ବେଳେ ବ୍ୟାପକ କ୍ଷତି ଘଟିଥିବା ଜଣାଯାଇଛି। ତେବେ ଏହି ଅସାମାଜିକ ଯୁବକଙ୍କ ସହିତ ନୟାଗଡ ଏସ୍ପିଙ୍କ କାର୍ୟ୍ୟଳୟ ଜଣେ ପୁଲିସ କନେଷ୍ଟବଳଙ୍କ ସମେତ ଅନ୍ୟ ଦୁଇ ଜଣ ପୁଲିସ କର୍ମଚାରୀ ରହିଥିବା ଥାନାର ଅଭିଯୋଗ ହୋଇଛି। ଏନେଇ ଟାଉନ୍ ଥାନାରେ ସଞ୍ଜୟ ଅଭିଯୋଗ କରିଥିବା ବେଳେ ପୁଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର