ନୟାଗଡ଼ ଉପକାରାଗାରରେ ୫୧ ଜଣ କରୋନା ଆକ୍ରାନ୍ତ

The Sakala Picture
Published On

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହେବାକୁ ବସିଛି । ଆଜି ନୟାଗଡ଼ ଉପକାରାଗାରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଣ୍ଟିଜେନ ପରୀକ୍ଷାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଆରଟିପିସିଆର୍ ପରୀକ୍ଷା ପାଇଁ ପଠାଯାଇଛି । ନୟାଗଡ଼ ଉପକାରାଗାରରେ ଶତାଧିକ ବିଚାରଧିନ ବନ୍ଦୀ ଥିବା ବେଳେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରିସ୍ଥିତିକୁ ଜଟିଳ କରି ଦେଇଛି । ବିଚାରଧିନ […]

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହେବାକୁ ବସିଛି । ଆଜି ନୟାଗଡ଼ ଉପକାରାଗାରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଣ୍ଟିଜେନ ପରୀକ୍ଷାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଆରଟିପିସିଆର୍ ପରୀକ୍ଷା ପାଇଁ ପଠାଯାଇଛି । ନୟାଗଡ଼ ଉପକାରାଗାରରେ ଶତାଧିକ ବିଚାରଧିନ ବନ୍ଦୀ ଥିବା ବେଳେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରିସ୍ଥିତିକୁ ଜଟିଳ କରି ଦେଇଛି । ବିଚାରଧିନ ବନ୍ଦୀମାନଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯିବ, ତାକୁ ନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ବିଚାର ବିମର୍ଷ ଚଲାଇଥିବା ଜଣାଯାଇଛି । ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକରଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ, ସେ ଜାଣିନଥିବା କହିଛନ୍ତି । ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର ଜେଲରେ କରୋନା ଆକ୍ରାନ୍ତ ଚିହ୍ମଟ ହେବାକୁ ସ୍ୱୀକାର କରିଛନ୍ତି । ଏଥିପାଇଁ ଏସପି ତାଙ୍କ ସହ ଆଲୋଚନା କରିଥିବା ମଧ୍ୟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

18 May 2021 By The Sakala

ନୟାଗଡ଼ ଉପକାରାଗାରରେ ୫୧ ଜଣ କରୋନା ଆକ୍ରାନ୍ତ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହେବାକୁ ବସିଛି । ଆଜି ନୟାଗଡ଼ ଉପକାରାଗାରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଣ୍ଟିଜେନ ପରୀକ୍ଷାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଆରଟିପିସିଆର୍ ପରୀକ୍ଷା ପାଇଁ ପଠାଯାଇଛି । ନୟାଗଡ଼ ଉପକାରାଗାରରେ ଶତାଧିକ ବିଚାରଧିନ ବନ୍ଦୀ ଥିବା ବେଳେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରିସ୍ଥିତିକୁ ଜଟିଳ କରି ଦେଇଛି । ବିଚାରଧିନ ବନ୍ଦୀମାନଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯିବ, ତାକୁ ନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ବିଚାର ବିମର୍ଷ ଚଲାଇଥିବା ଜଣାଯାଇଛି । ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକରଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ, ସେ ଜାଣିନଥିବା କହିଛନ୍ତି । ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର ଜେଲରେ କରୋନା ଆକ୍ରାନ୍ତ ଚିହ୍ମଟ ହେବାକୁ ସ୍ୱୀକାର କରିଛନ୍ତି । ଏଥିପାଇଁ ଏସପି ତାଙ୍କ ସହ ଆଲୋଚନା କରିଥିବା ମଧ୍ୟ କହିଛନ୍ତି ।

https://www.thesakala.in/latest-odisha-news/nayagarh/51-corona-postive-in-nayagarh-subjail/article-2275
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର