୭ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର: ୭ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରୁଟିନ ଭିଜିଟରେ ଯାଇଛନ୍ତି ନବୀନ । କିଛି ବ୍ୟକ୍ତିଗତ କାମ ସହ ଅନ୍ୟାନ୍ୟ କାର୍ଯକ୍ରମ ମଧ୍ୟ ରହିଛି । ଦିଲ୍ଲୀରେ କିଛି ଲୋକଙ୍କୁ ମଧ୍ୟ ଭେଟି ପାରନ୍ତି ନବୀନ । ପ୍ରାୟ ସପ୍ତାହ ଧରି ରହିବାର କାର୍ଯକ୍ରମ ରହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବରିଷ୍ଠ ଉପାସଭାପତି ଦେବୀ ମିଶ୍ର।
ଆହୁରି ପଢ଼ନ୍ତୁ: ଗଛରେ ଗାମୁଛା ବାନ୍ଧି ଝୁଲିପଡିଲେ ରିଲସ ହିରୋ, କାରଣ ଅସ୍ପଷ୍ଟ
01 Jun 2026
By Madhusudan Das
୭ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର: ୭ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରୁଟିନ ଭିଜିଟରେ ଯାଇଛନ୍ତି ନବୀନ । କିଛି ବ୍ୟକ୍ତିଗତ କାମ ସହ ଅନ୍ୟାନ୍ୟ କାର୍ଯକ୍ରମ ମଧ୍ୟ ରହିଛି । ଦିଲ୍ଲୀରେ କିଛି ଲୋକଙ୍କୁ ମଧ୍ୟ ଭେଟି ପାରନ୍ତି ନବୀନ । ପ୍ରାୟ ସପ୍ତାହ ଧରି ରହିବାର କାର୍ଯକ୍ରମ ରହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବରିଷ୍ଠ ଉପାସଭାପତି ଦେବୀ ମିଶ୍ର।
⊕ https://www.thesakala.in/latest-odisha-news/naveen-patnaik-went-on-a-7-day-visit-to-delhi/article-46970