ପୁଣି ଅଲୋଡା ହେଲା ଶିଶୁକନ୍ୟା, ଚିକିତ୍ସିତ ଅବସ୍ଥାରେ ପିଲାକୁ ଛାଡି ବାପାମାଆ ଛୁ’

The Sakala Picture
Published On

ଭୁବନେଶ୍ବର: ପୁଣି  ଅଲୋଡା ହେଲା ଶିଶୁକନ୍ୟା । ଚିକିତ୍ସିତ ଅବସ୍ଥାରେ ପିଲାକୁ ଛାଡି ଚାଲିଗଲେ ବାପାମାଆ । ୧୯ ଦିନର ପିଲାକୁ ଛାଡି ଛୁ’ ମାରିଛନ୍ତି ବାପାମାଆ ।  ଏମିତି ଏକ ଘଟଣା ଦେଖିବାକୁ ମିିଳିଛି କ୍ୟାପିଟାଲ ହସ୍ପିଟାଲରେ। ସୂଚନା ଅନୁଯାୟୀ, ନୟାଗଡରୁ ପିଲାଟିକୁ ଚିକିତ୍ସା ପାଇଁ ଆଣିଥିଲେ ଘରଲୋକେ । ଆମ୍ବୁଲାନ୍ସ ଯୋଗେ ଶିଶୁଟି ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲା । ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟରେ ଚିକିତ୍ସିତ ହେଉଥିଲା ଶିଶୁ। ବାପାମାଆଙ୍କ ଫୋନ […]

ଭୁବନେଶ୍ବର: ପୁଣି  ଅଲୋଡା ହେଲା ଶିଶୁକନ୍ୟା । ଚିକିତ୍ସିତ ଅବସ୍ଥାରେ ପିଲାକୁ ଛାଡି ଚାଲିଗଲେ ବାପାମାଆ । ୧୯ ଦିନର ପିଲାକୁ ଛାଡି ଛୁ’ ମାରିଛନ୍ତି ବାପାମାଆ ।  ଏମିତି ଏକ ଘଟଣା ଦେଖିବାକୁ ମିିଳିଛି କ୍ୟାପିଟାଲ ହସ୍ପିଟାଲରେ।

ଆହୁରି ପଢ଼ନ୍ତୁ: ପୁସ୍ତକ ସମୀକ୍ଷା ଦାୟିତ୍ୱରେ ଥିଲେ ୨୪ ଶିକ୍ଷାବିତ୍‌ ଓ ଅଧିକାରୀ, ତଥାପି ପ୍ରଥମରୁ ଅଷ୍ଟମ ପଢ଼ାବହି ଛପାରେ ମାଳ ମାଳ ତ୍ରୁଟି

ସୂଚନା ଅନୁଯାୟୀ, ନୟାଗଡରୁ ପିଲାଟିକୁ ଚିକିତ୍ସା ପାଇଁ ଆଣିଥିଲେ ଘରଲୋକେ । ଆମ୍ବୁଲାନ୍ସ ଯୋଗେ ଶିଶୁଟି ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲା । ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟରେ ଚିକିତ୍ସିତ ହେଉଥିଲା ଶିଶୁ। ବାପାମାଆଙ୍କ ଫୋନ ସୁଇଚ ଅଫ ଥିବା ସୂଚନା । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ଚାଇଲ୍ଡ ଲାଇନକୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ । ଅପରାହ୍ନ ଭିତରେ ବାପାମାଆ ଯୋଗାଯୋଗ ନକଲେ ଥାନା ଓ ଚାଇଲ୍ଡ  ଲାଇନକୁ ଜଣାଯିବ। ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ କେରଳର ପ୍ରବାସୀ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ଘଟଣା: ୫ରୁ ଅଧିକ ଗିରଫ

27 Jan 2024 By The Sakala

ପୁଣି ଅଲୋଡା ହେଲା ଶିଶୁକନ୍ୟା, ଚିକିତ୍ସିତ ଅବସ୍ଥାରେ ପିଲାକୁ ଛାଡି ବାପାମାଆ ଛୁ’

ଭୁବନେଶ୍ବର: ପୁଣି  ଅଲୋଡା ହେଲା ଶିଶୁକନ୍ୟା । ଚିକିତ୍ସିତ ଅବସ୍ଥାରେ ପିଲାକୁ ଛାଡି ଚାଲିଗଲେ ବାପାମାଆ । ୧୯ ଦିନର ପିଲାକୁ ଛାଡି ଛୁ’ ମାରିଛନ୍ତି ବାପାମାଆ ।  ଏମିତି ଏକ ଘଟଣା ଦେଖିବାକୁ ମିିଳିଛି କ୍ୟାପିଟାଲ ହସ୍ପିଟାଲରେ।

ସୂଚନା ଅନୁଯାୟୀ, ନୟାଗଡରୁ ପିଲାଟିକୁ ଚିକିତ୍ସା ପାଇଁ ଆଣିଥିଲେ ଘରଲୋକେ । ଆମ୍ବୁଲାନ୍ସ ଯୋଗେ ଶିଶୁଟି ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲା । ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟରେ ଚିକିତ୍ସିତ ହେଉଥିଲା ଶିଶୁ। ବାପାମାଆଙ୍କ ଫୋନ ସୁଇଚ ଅଫ ଥିବା ସୂଚନା । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ଚାଇଲ୍ଡ ଲାଇନକୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ । ଅପରାହ୍ନ ଭିତରେ ବାପାମାଆ ଯୋଗାଯୋଗ ନକଲେ ଥାନା ଓ ଚାଇଲ୍ଡ  ଲାଇନକୁ ଜଣାଯିବ। ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର